ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
ରାୟଗଡ଼ରେ ୧୨ ଜଣଙ୍କ ମୃତ୍ୟୁ ଓ ୪ ନିଖୋଜ ନେଇ SRCଙ୍କ ସୂଚନା- ଜିଲ୍ଲାପାଳ ଓ ଏସ୍ପିଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି, ସୂଚନା ସତ୍ୟ ହେଲେ ସରକାରୀ ଅନୁକମ୍ପା ମିଳିବ
ରିଲିଫ୍ ବଣ୍ଟନ ସମ୍ପର୍କରେ SRC ଙ୍କ ସୂଚନା: କହିଲେ- ୨ଟି ହେଲିକପ୍ଟରରେ ରିଲିଫ୍ ବଣ୍ଟନ ଆରମ୍ଭ ହୋଇଛି, ଗୃହପାଳିତ ପଶୁଙ୍କ ପାଇଁ ମଧ୍ୟ ଖାଦ୍ୟ ପଠାଯାଇଛି
ଗଜପତିରେ ପାହାଡ଼ ଧସି ୧୨ ଜଣଙ୍କ ମୃତ୍ୟୁ ନେଇ ଜିଲ୍ଲାପାଳ ଅନୁପମ ଶାହା କହିଲେ- ଗଙ୍ଗାବାଡ଼ ପଞ୍ଚାୟତରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଆସୁଛି, ନିଖୋଜ ୪ ଜଣଙ୍କୁ ଖୋଜିବା ପାଇଁ ଉଦ୍ୟମ ଚାଲିଛି
ପାରା ଏସିଆନ୍ ଗେମ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସରେ ସ୍ୱର୍ଣ୍ଣ: ଫାଇନାଲରେ ଇଣ୍ଡୋନେସିଆ ଖେଳାଳିଙ୍କୁ ହରାଇଲେ
ବ୍ରହ୍ମଗିରି: ପୁରୀ-ସାତପଡ଼ା ରାସ୍ତାର ଜଗନ୍ନାଥ ସଡ଼କରେ ନାଳକୁ ଖସିଲା ସ୍କୁଲ୍ ଅଟୋ; ଜଣେ ମୃତ, ୫ ଗୁରୁତର
ଭଦ୍ରକ: ହରିପୁର ପଞ୍ଚାୟତ ଶଇଦାବାଦ ଗାଁରେ ଭିଣୋଇର ଭୁଜାଲି ମାଡ଼ରେ ଶାଳକର ମୃତ୍ୟୁ ଅଭିଯୋଗ; ପାରିବାରିକ କଳହରୁ ହତ୍ୟା, ଗାଁରେ ଉତ୍ତେଜନା
ତିତ୍ଲି କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ୩ ଜଣିଆ ମନ୍ତ୍ରିସ୍ତରୀୟ କମିଟିର ଗଞ୍ଜାମ ଗସ୍ତ: ଛତ୍ରପୁରରେ ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ, କେଉଁ ଅଞ୍ଚଳ ଗସ୍ତ କରିବେ ନିର୍ଦ୍ଧାରଣ ହେବ
ବାଲେଶ୍ୱର: କାଆଁଶ ପଞ୍ଚାୟତର ୫ଟି ଗାଁ ଜଳମଗ୍ନ, ସୁନେଇ ଓ କାଳ ଡ୍ୟାମର ଗୋଟିଏ ଲେଖାଏଁ ଗେଟ୍ ଖୋଲିଲା, ଗେଟ୍ ଖୋଲିବା ଯୋଗୁଁ ନଦୀରେ ଜଳସ୍ତର ବଢ଼ୁଛି
ବାଲେଶ୍ୱର: ମଥାନୀରେ ଜଳକା ବିପଦ ସଂକେତ ୫.୫ ମି.ମି ଥିବାବେଳେ ଜଳସ୍ତର ୬.୫ ମି.ମି ରହିଛି, ସୋନ ନଦୀରେ ମଧ୍ୟ ବନ୍ୟା ଜଳ ପ୍ରବାହିତ
ବାଲେଶ୍ୱର: ବାରୁଣୀଘାଟରେ ବୁଢ଼ାବଳଙ୍ଗ ବିପଦ ସଂକେତ ୮.୧୩ ମି ଥିବାବେଳେ ଜଳସ୍ତର ୮.୨୨ମି. ରହିଛି, ସଦର ବ୍ଲକ୍ର ତଳିଆ ଅଞ୍ଚଳରେ ପଶିଲା ବନ୍ୟା ଜଳ
First
Prev
2415
2416
2417
2418
2419
2420
2421
2422
2423
2424
2425
Next
Last
© 2022 - Odisha Television Limited. All Rights Reserved.