ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
ମୋହନା: କଣ୍ଟେଇକୋଳି ଗାଁରେ ତନ୍ତ୍ରମନ୍ତ୍ର ଚାଲିଥିବା ବେଳେ ଗୁଣିଆକୁ ଗିରଫ କଲା ପୁଲିସ୍; ଗୁଣିଆକୁ ଛାଡ଼ି ଦେବାକୁ ଅଡ଼ି ବସିଛନ୍ତି ଗ୍ରାମବାସୀ, ଗାଁରେ ଉତ୍ତେଜନା, ପୁଲିସ୍କୁ ଘେରିଲେ ଲୋକେ
ଭୁବନେଶ୍ୱର ଖଣ୍ଡଗିରି ଛକରେ ଜଳିଗଲା ୨ଟି ବସ୍; ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲେ
ନୀଳଗିରି: ବନବିଭାଗ ଘଉଡ଼ାଇଲା ବେଳେ ବାଟବଣା ହୋଇ ସିଙ୍ଗିରି ଗାଁରେ ପଶିଲେ ଝାଡ଼ଖଣ୍ଡୀ ହାତୀ; ଲୋକେ ଆତଙ୍କିତ, କାଲି ୩୪ ହାତୀକୁ ଘଉଡ଼ା ଯାଇଥିଲା
ଭଞ୍ଜନଗର: ସିପିଆଇ ମାଓବାଦୀ ପକ୍ଷରୁ ଦଦରାଲୁଣ୍ଡା ଗାଁ ଛକରେ ଲାଗିଛି ମାଓ ପୋଷ୍ଟର; ଗଞ୍ଜାମର ୨ ବିଧାୟକଙ୍କୁ ହତ୍ୟା ଧମକ
ଅନୁଗୋଳ: ବାଘୁଣୀକୁ ଧରିବାକୁ ଚନ୍ଦକାରୁ ଯାଇ ପୁରୁଣାକୋଟରେ ପହଞ୍ଚିଲା ହାତୀ ଯଶୋଦା; ଆଉ କିଛି ସମୟ ପରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରାଯିବ
ଭୁବନେଶ୍ୱର: ବାଲିପାଟଣା ନୂଆସାହିରେ ବାଣ ବିସ୍ଫୋରଣ ଘଟଣା; ନିଖୋଜ ଜ୍ଞାନେନ୍ଦ୍ର ମିଶ୍ରଙ୍କର କାଲିଠାରୁ ପତ୍ତା ମିଳୁନି, ଜ୍ଞାନେନ୍ଦ୍ରଙ୍କ ଦେହାବଶେଷ ବି ଠାବ କରିପାରୁନି ପୁଲିସ୍, କାଲି କେବଳ ଜ୍ଞାନେନ୍ଦ୍ରଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟାଙ୍କ ଶବ ମିଳିଥିଲା
ମରୁଡ଼ି, ଚାଷୀ ଆତ୍ମହତ୍ୟା ଓ ଧାନ କିଣା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ସଭାପତି ବସନ୍ତ ପଣ୍ଡା: କହିଲେ- ରାଜ୍ୟ ସରକାର ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରନ୍ତୁ, ତୃତୀୟ ମହଲା କୋଟେରୀ ଦ୍ୱାରା ପରିଚାଳିତ ହେଉଛନ୍ତି ମିଲର
ବଲାଙ୍ଗିର ମେଡିକାଲ କଲେଜ ଆଇସିୟୁରେ ମହିଳା ରୋଗୀଙ୍କୁ ଅଧୀକ୍ଷକଙ୍କ ଦୁର୍ବ୍ୟବହାର ଅଭିଯୋଗ: ଡିସ୍ଚାର୍ଜ କରିବାକୁ ବାଧ୍ୟ କରି ଟଣାଓଟରା କରିଥିବା ଅଭିଯୋଗ, ଟାଉନ ଥାନାରେ ଅଭିଯୋଗ କଲେ ସଂପୃକ୍ତ ମହିଳା ରୋଗୀ
ଭୁବନେଶ୍ୱର: ବରମୁଣ୍ଡା ପାଇକ ନଗରରେ ଡ୍ରେନ୍ ଖୋଳା ଯାଉଥିବା ବେଳେ ଭୁଶୁଡ଼ିଲା କାନ୍ଥ; ୩ ଶ୍ରମିକ ଆହତ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ୱରରେ ଜନସଂପର୍କ ପଦଯାତ୍ରା ଅବସରରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବି ଦୋହରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
First
Prev
2388
2389
2390
2391
2392
2393
2394
2395
2396
2397
2398
Next
Last
© 2022 - Odisha Television Limited. All Rights Reserved.