ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
ଅନୁଗୋଳ: ହଣ୍ଡପା ରେଞ୍ଜରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତାହାତୀ ମୃତ୍ୟୁ ବରଣ କରିଥିବା ସନ୍ଦେହ
ପାରାଦୀପ ବିଧାୟକ ଦାମୋଦର ରାଉତଙ୍କୁ ବି ସମାଲୋଚନା କଲେ ମନ୍ତ୍ରୀ ପ୍ରତାପ ଜେନା: କହିଲେ- ଯିଏ ବିଜେଡି ଛାଡ଼ିଛି, ତାଙ୍କ ଅବସ୍ଥା କ’ଣ ହୋଇଛି ସବୁ ଜାଣିଛନ୍ତି, ଦାମ ବାବୁଙ୍କ ସ୍ଥିତି ଆହୁରି ସଙ୍ଗୀନ ହେବ
ଧର୍ମଗଡ଼: ଧର୍ମଗଡ଼ ନିକଟ ଥନଟ ଗାଁରେ ଗ୍ୟାସ୍ ଟାଙ୍କି ଫାଟି ପରିବାରର ୩ ଜଣଙ୍କ ମୃତ୍ୟୁ; ମା’ ଏବଂ ୨ ପୁଅ ଝିଅଙ୍କ ଶୋଚନୀୟ ମୃତ୍ୟୁ, ସକାଳେ ରୋଷେଇ କଲା ବେଳେ ଫାଟିଲା ଗ୍ୟାସ୍ ଟାଙ୍କି
କଟକ: ଧବଳେଶ୍ୱର ନିକଟ ମହାନଦୀ ପଠାରୁ ଆଠଗଡ଼ ଫେରିଲେ ହାତୀପଲ; ପ୍ରାୟ ୧୦ଟି ହାତୀ ଥିବା ସୂଚନା
ଖୋର୍ଦ୍ଧା: ବେଗୁନିଆ ଗେଡ଼ଇାପଲ୍ଲୀ ରାସ୍ତାରୁ ୬୦ ଲକ୍ଷ ଲୁଟ୍ ଘଟଣା; ବୈଦେଶ୍ୱର ଅଞ୍ଚଳରୁ ଅଭିଯୁକ୍ତଙ୍କୁ ଧରିଲା ପୁଲିସ; ଟଙ୍କା ବ୍ୟାଗ୍ ଜବତ
ଭଞ୍ଜନଗର: ଓକିଲଙ୍କୁ ପୁଲିସର ମାଡ଼ ଘଟଣା ବିବାଦ ତେଜିଲା; ଆଜି ଭଞ୍ଜନଗର ଓ ବୁଗୁଡ଼ାରେ କୋର୍ଟ ବର୍ଜନ କରିବେ ଓକିଲ ସଂଘ, ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଆଜି ବୁଗୁଡ଼ାରେ ଓକିଲ ସଂଘର ବୈଠକ
ନିଆଳି ନୂଆଗାଁରେ ଜଣଙ୍କ ଘର ଉପରକୁ ବୋମାମାଡ଼: ୨ଟି ବୋମା ଫୁଟିଲା; ଗୋଟିଏ ଅଫୁଟା ବୋମା ଜବତ, କାରଣ ଅସ୍ପଷ୍ଟ
ବାଲେଶ୍ୱର: ମିରିଗିମୁଣ୍ଡି ଛକରେ ଅବକାରୀ ସ୍କ୍ୱାଡକୁ ମାଡ଼; ୩ ଗୁରୁତର, ରୁପ୍ସା ଅଞ୍ଚଳରେ ଚଢ଼ଉ କରି ମଦ ଜବତ ସହ ଜଣଙ୍କୁ ଗିରଫ କରି ଫେରିବା ବାଟରେ ଆକ୍ରମଣ, ଅଭିଯୁକ୍ତକୁ ଛଡ଼ାଇ ନେଲେ ଲୋକେ
ପୁରୀ: ଶ୍ରୀମନ୍ଦିରରେ ମଙ୍ଗଳ ଆଳତୀ ସମୟରେ ବ୍ୟାରିକେଡ୍ ଭାଙ୍ଗି ଯିବାରୁ ଜଣେ ହବିଷ୍ୟାଳି ଗୁରୁତର; ଡାହାଣ ଗୋଡ଼ ଭାଙ୍ଗିଛି, ପୁରୀ ଡାକ୍ତରଖାନାରେ ଭର୍ତ୍ତି
ଖୋର୍ଦ୍ଧା: ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ-ଚାନ୍ଦପୁର ଠାରେ ଛିଡ଼ା ହୋଇଥିବା ଟ୍ରକ୍କୁ ପଛପଟରୁ ପିଟିଲା ମିନି ଟ୍ରକ୍; ୨ ମୃତ, ୨ ଗୁରୁତର
First
Prev
2373
2374
2375
2376
2377
2378
2379
2380
2381
2382
2383
Next
Last
© 2022 - Odisha Television Limited. All Rights Reserved.