ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
ଜଳେଶ୍ୱର: ରୁପ୍ସା ଜାମୁଡ଼ିହି ଗାଁରେ କୁକୁଡ଼ା ଖେଳ ଚାଲିଥିବା ବେଳେ ପୁଲିସ୍ର ଚଢ଼ାଉ; ୬ ଗିରଫ, ପ୍ରତିବାଦରେ ଗାଁ ଲୋକେ ପଲିସ୍ ଭ୍ୟାନ୍ ଭଙ୍ଗାରୁଜା କରିଥିବା ଅଭିଯୋଗ
ପୁରୀ: ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ନିକଟରେ ଉଡ଼ିଲା ୨ଟି ଡ୍ରୋନ୍ କ୍ୟାମେରା, କିଏ ଉଡ଼ାଇଲା ଡ୍ରୋନ୍ ଜଣାପଡ଼ିନି, ସିଂହଦ୍ୱାର ପୁଲିସ୍ର ତଦନ୍ତ ଆରମ୍ଭ
ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ଅପରାଧୀ ତପୁକୁ ଉଠାଇ ନେଲା ସହିଦନଗର ପୁଲିସ୍; ଟେଣ୍ଡର ଫିକ୍ସିଂ ଓ ଦାଦାବଟି ଭଳି ଅପରାଧରେ ସଂପୃକ୍ତ ଅଛି
ପୁରୀ: ଶ୍ରୀମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଜଗନ୍ନାଥବଲ୍ଲଭ ପାର୍କିଂ ପାଖରେ ପ୍ରମୋଦ ଜେନାଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ; ମନିପର୍ସ ଓ ସୁନା ଚେନ୍ ଛଡ଼ାଇ ନେଇଥିବା ଅଭିଯୋଗ
ହାଡ଼ଭଙ୍ଗା ଶୀତରେ ଥରୁଛି କନ୍ଧମାଳ ଜିଲ୍ଲା, ଦାରିଙ୍ଗବାଡ଼ିରେ ପାରଦ ୫.୫ଡିଗ୍ରୀ, ଫୁଲବାଣୀରେ ସର୍ବନିମ୍ନ ୬ଡିଗ୍ରୀ
ଆଜି ଦିନିକିଆ ବ୍ୟାଙ୍କ ଧର୍ମଘଟ
ଭୁବନେଶ୍ୱର: ନାକା ଗେଟ୍-କଳିଙ୍ଗ ଷ୍ଟୁଡିଓ ରାସ୍ତାରେ କାର୍ ଧକ୍କାରେ ମହିଳାଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ, କଳିଙ୍ଗ ଷ୍ଟୁଡିଓ-ଖଣ୍ଡଗିରି ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ
କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବିରେ ଜିଲ୍ଲା ସଂଘ ସମିତି ପକ୍ଷରୁ ୧୨ ଘଣ୍ଟିଆ ତୁରେଇକେଲା ବନ୍ଦ; ଦୋକାନ, ବଜାର ବନ୍ଦ ସହ ଗାଡ଼ି ଚଳାଚଳ ପ୍ରଭାବିତ
ଅନୁଗୁଳ: ବଅଁରପାଳ ଥାନା ଗୋତମରା ନିକଟତରେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୩୩ ଆହତ; ସମସ୍ତ ଆହତ କେନ୍ଦ୍ରାପଡ଼ାର, ସେମାନେ ପିକ୍ନିକ୍ କରିବା ପାଇଁ ରାଉରକେଲା ଯାଉଥିଲେ
ଶୀତରେ ଥରୁଛି ଉତ୍ତର ଭାରତ
First
Prev
2328
2329
2330
2331
2332
2333
2334
2335
2336
2337
2338
Next
Last
© 2022 - Odisha Television Limited. All Rights Reserved.