ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
ମଣ୍ଡି ସମସ୍ୟା ନେଇ କଡ଼ା ମନ୍ତବ୍ୟ ଦେଲେ ବିରୋଧୀ ଦଳ ନେତା ନରସିଂହ: କହିଲେ- ପଶ୍ଚିମ ଓଡ଼ିଶାର ଅନେକ ଜାଗାରେ ଧାନ କିଣା ଆରମ୍ଭ ହୋଇନି, ଚାଷୀଙ୍କୁ ଶୋଷଣ କରାଯାଉଛି, ମିଲ୍ ମାଲିକଙ୍କ ଉପରେ ଯଦି ମନ୍ତ୍ରୀ ପଦକ୍ଷେପ ନେଇପାରୁନାହାନ୍ତି, ତା’ହେଲେ ପଦ ଛାଡ଼ନ୍ତୁ
ଉଜ୍ଜ୍ୱଳା’ ଲାଗୁ ହେବାର ବର୍ଷକ ମଧ୍ୟରେ ୭୦% ସିଲିଣ୍ଡର ଭରିଛନ୍ତି, ଡିସେମ୍ବର ୨୦୧୮ ସୁଦ୍ଧା ୭୨.୫ ଲକ୍ଷ ଉପଭୋକ୍ତା ସାମିଲ ହୋଇଛନ୍ତି, ଏହା ହିଁ ଓଡ଼ିଶାର ସାଧାରଣ ଲୋକ ସ୍ୱଚ୍ଛ ଇନ୍ଧନ ଗ୍ରହଣ କରିଥିବାର ପ୍ରମାଣ: ଧର୍ମେନ୍ଦ୍ର ପ୍ରଧାନ
ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦିଆଗଲା ବିଜୁ କୃଷକ ଜନତା ଦଳ ସଭାପତି ଦାୟିତ୍ୱ, ପ୍ରତାପ ଜେନା ହେଲେ ବିଜୁ କୃଷକ ଜନତା ଦଳ ମହାସଚିବ
ତେଲକୋଇ: ଅଡ଼ାଳ ମୁଣ୍ଡାସାହିରେ ଜଳିଗଲା ଘୁଷୁରି ଗୁହାଳ; ୨ ଶିଶୁ ଜୀବନ୍ତ ଦଗ୍ଧ
ଯାଜପୁର: ବାର୍ହାଗାଡ଼ିଆରେ ଜୁଆ ଆଡ୍ଡା ଉପରେ ଚଢ଼ାଉ; ୧୪ ଜୁଆଡ଼ି ଗିରଫ, ୨ଟି କାର, ୯ଟି ବାଇକ୍, ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ
ଅନୁଗୋଳ: ଭୁବନେଶ୍ୱର-ବଲାଙ୍ଗିର ଏକ୍ସପ୍ରେସ ରହଣି ଦାବିରେ ବାମୁର ଷ୍ଟେସନରେ ରେଳ ଉପଭୋକ୍ତା କମିଟି ପକ୍ଷରୁ ରେଳରୋକ, ସମ୍ବଲପୁର-ପୁରୀ ଇଣ୍ଟରସିଟି ରେଢ଼ାଖୋଲରେ ଅଟକି
ଉଦଳା: ଉଦଳା-ବାରିପଦା ରାସ୍ତାର ପଥରା ଛକରେ ଘନ କୁହୁଡ଼ି ଯୋଗୁଁ ଓଲଟିଲା ଆମ୍ବୁଲାନ୍ସ; ଜଣେ ଆହତ
ସାଲେପୁର: ବଉଳ ବଜାରରେ ଦୁଇଟି ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଜଳଖିଆ ଦୋକାନ ଉପରକୁ ମାଡ଼ିଗଲା ଟ୍ରକ୍, ୨ ଆହତ
ବାଲେଶ୍ୱର: ଜାତୀୟ ରାଜପଥ-୬୦ର ହଳଦୀପଦା ନିକଟରେ ଟ୍ରକକୁ ପିଟିଲା ଆମ୍ବୁଲାନ୍ସ; ଜଣେ ମୃତ, ୫ ଆହତ, ଆମ୍ବୁଲାନ୍ସଟି ବାଲିଆପାଳ ହାସିମପୁରରୁ ବାଲେଶ୍ୱର ଆସୁଥିଲା
ସୋର: ବିଳମ୍ବିତ ରାତିରେ ନିଆଁ ଲାଗି ୪ ଦୋକାନ ଭସ୍ମ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
First
Prev
2316
2317
2318
2319
2320
2321
2322
2323
2324
2325
2326
Next
Last
© 2022 - Odisha Television Limited. All Rights Reserved.