ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
ବଦ୍ରିନାଥରେ ଫସିଥିବା ଓଡ଼ିଆ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ୱତଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ବରଗଡ଼ : କଲରାପତରିଅା ନୁହଁ ମହାବଳ ବାଘର ଶିକାର ହୋଇଛି ; ମାମଲାରେ ୪ ଗିରଫ
ବୌଦ୍ଧ: ପୁରୁଣା କଟକ ଥାନା ଚାରିଛକ ବଜାରରେ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ବାଇକ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ଏନ୍ଏଚ୍ ୫୭ ଅବରୋଧ
ବାଲିଗୁଡ଼ା: ଏକ ଛାତ୍ରୀ ନିବାସରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ କନ୍ୟା ସନ୍ତାନ ପ୍ରସବ ଖବରକୁ ନେଇ ଉତ୍ତେଜନା, ଉତ୍ତ୍ୟକ୍ତ ଲୋକଙ୍କ ଏନ୍ଏଚ୍ ୫୯ ଅବରୋଧ, ଘଟଣାସ୍ଥଳରେ ବାଲିଗୁଡ଼ା ଏସ୍ଡିପିଓ ନୀତିନ୍ କୁଶାଲକର ପହଞ୍ଚି ଯାଞ୍ଚ କରୁଛନ୍ତି, ଦାରିଙ୍ଗିବାଡ଼ି ଥାନାରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚରାଉଚରା
କର୍ଣ୍ଣାଟକ ଉପନିର୍ବାଚନ ପାଇଁ ଭୋଟିଂ ଶେଷ
ବାଲେଶ୍ୱର: ତେଲେଙ୍ଗାନା କରିମ୍ ନଗରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ; ମୃତ ଶ୍ରମିକ ନୀଳଗିରି ନରସିଂହପୁରର ମନୋରଞ୍ଜନ ମହାପାତ୍ର, ମନୋରଞ୍ଜନଙ୍କ ମୃତଦେହ ଆଜି ତାଙ୍କ ଘରେ ପହଞ୍ଚିଲା
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ଉପରେ ବଢୁଛି ଚାପ
କୁଚିଣ୍ଡା: ଜମନକିରା ଏସ୍ବିଆଇ ଶାଖାରୁ ଡକାୟତି ଉଦ୍ୟମ ସୂଚନା; ବ୍ୟାଙ୍କର ସାଇରନ୍ ବାଜିବାରୁ ପାଟ୍ରୋଲିଂ କରୁଥିବା ପୁଲିସ୍ ପହଞ୍ଚିଥିଲା, ସାଇରନ୍ ଶୁଣି ଡକାୟତ ପଳାଇଥିବା ସନ୍ଦେହ, ଡକାୟତ ବ୍ୟାଙ୍କର ସିସିଟିଭି ତାର ଛିଣ୍ଡାଇଦେଇଛନ୍ତି
ନୀଳଗିରି: ଟାଆଁସ ଗାଁରେ ଜଣେ ଗର୍ଭବତୀଙ୍କ ନୀଳଗିରି ହସ୍ପିଟାଲରେ ମୃତ୍ୟୁ; ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ
ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ନେଇ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ବେଞ୍ଚ୍ ସ୍ଥାପନ ନେଇ ସ୍ଥାନୀୟ ଅଞ୍ଚଳରେ ଆନ୍ଦୋଳନ ଚାଲୁ ରହିଛି,ଏ ସଂପର୍କରେ ତ୍ୱରିତ ପଦକ୍ଷେପ ନେବାକୁ ଚିଠିରେ ନିବେଦନ କଲେ ମୁଖ୍ୟମନ୍ତ୍ରୀ
First
Prev
2276
2277
2278
2279
2280
2281
2282
2283
2284
2285
2286
Next
Last
© 2022 - Odisha Television Limited. All Rights Reserved.