ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
ଯାଜପୁର: ପୁଲିସ୍ ପରିଚୟ ଦେଇ ଯାଜପୁର ରୋଡ୍ ଥାନା ଦଳା ବାଇପାସ୍ ଛକରୁବୃଦ୍ଧ ଦମ୍ପତିଙ୍କ ଠାରୁ ସୁନା ଚେନ୍ ଲୁଟିନେଲେ ୩ ଦୁର୍ବୃତ୍ତ
ରାଜ୍ୟରେ ଆହୁରି ୪୮ ଘଣ୍ଟା ଶୀତ ଲହରି ଜାରି ରହିବ, କୋଲ୍ଡ ୱେଭ୍ କଣ୍ଡିସନ୍ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ
ଫେବ୍ରୁଆରୀ ୬ ତାରିଖରେ ପୁଣି ଓଡ଼ିଶା ଆସିବେ ରାହୁଲ ଗାନ୍ଧି, ରାଉରକେଲା ଓ ଭବାନୀପାଟଣାରେ ଦଳୀୟ ସମାବେଶରେ ଯୋଗଦେବେ
ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ପୁଣି ନୋଟିସ କରିବ ସିବିଆଇ: ନୋଟିସ୍ ପରେ ହାଜର ନ ହେବାରୁ ପୁଣି କରାଯିବ ନୋଟିସ୍, ସୂଚନା ଦେଲେ ବରିଷ୍ଠ ସିବିଆଇ ଅଧିକାରୀ
କାଳିଆ ଯୋଜନା ଟଙ୍କା ପ୍ରଦାନ ନେଇ କୃଷି ସଚିବ କହିଲେ- ଏହି ଯୋଜନା ପାଇଁ ପ୍ରଥମେ ୨୦ ଲକ୍ଷ ଚାଷୀଙ୍କ ଡ୍ରାଫ୍ଟ ତାଲିକା ହୋଇଥିଲା,ଏଥିରେ କିଛି ପ୍ରଭାବଶାଳୀ ବ୍ୟକ୍ତି ରହିଯାଇଥିଲେ, ପଞ୍ଚାୟତରେ ଯାଞ୍ଚ ପରେ ୧୨ ଲକ୍ଷ ୪୫ ହଜାର ଚାଷୀ ତାଲିକାରେ ରହିଛନ୍ତି
ଖୋର୍ଦ୍ଧା: ଜଣେ ଆଇନଜୀବୀଙ୍କ ଜେମାଦେଈ ସ୍ଥିତ ଘର ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼, ୬ଟି ବୋମା ଫିଙ୍ଗି ଦୁର୍ବୃତ୍ତ ଫେରାର
ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ପୁଞ୍ଜିଲାଲ ମେହେରଙ୍କ ବିରୋଧରେ ଫାଇନାଲ୍ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ, ୭୬ ଜଣଙ୍କ ସାକ୍ଷୀ ଆଧାରରେ ୬୫ ପୃଷ୍ଠାର ଚାର୍ଜସିଟ୍ ଦାଖଲ
ମିଳିତ ଅଧିବେଶନରେ ସରକାରଙ୍କ ସଫଳତା ବର୍ଣ୍ଣନା କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ: କହିଲେ-ରେଳ ଦୁର୍ଘଟଣା ହ୍ରାସ ପାଇଁ ପ୍ରାୟ ସବୁ ଜେଗୁଆଳୀବିହୀନ ଲେଭଲକ୍ରସିଂ ହଟାଇ ଦିଆଯାଇଛି, ଶିଶୁମାନଙ୍କ ପ୍ରତି ଅପରାଧ ହ୍ରାସ ପାଇଁ କଡ଼ା ପଦକ୍ଷେପ ନିଆଯାଇଛି, ନାବାଳିକା ଦୁଷ୍କର୍ମକାରୀଙ୍କ ପାଇଁ ଫାଶି ଦଣ୍ଡର ବ୍ୟବସ୍ଥା କରାଯାଇଛି
ଆଜି ଦେଶର ପ୍ରତ୍ୟେକ ଗାଁକୁ ବିଜୁଳି ଯୋଗାଇ ଦିଆଯାଇଛି, ଆୟକର ବୋଝ ହଟାଇ ମଧ୍ୟମବର୍ଗଙ୍କୁ ସରକାର ଆଶ୍ୱସ୍ତି ଦେଇଛନ୍ତି, ୧୨ ଲକ୍ଷ ଦିବ୍ୟାଙ୍ଗଙ୍କୁ ସାଢେ ୪ କୋଟିର ଉପକରଣ ଦିଆଯାଇଛି, ଦିବ୍ୟାଙ୍ଗଙ୍କ ପାଇଁ ରେଳ ଷ୍ଟେସନରେ ସୁବିଧା କରାଯାଇଛି: ରାଷ୍ଟ୍ରପତି ରାମନାଥ କୋବିନ୍ଦ
ମିଳିତ ଅଧିବେଶନରେ ସରକାରଙ୍କ ସଫଳତା ବର୍ଣ୍ଣନା କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ: କହିଲେ- ଗତ ୪ ବର୍ଷରେ ମେଡିକାଲ ଶିକ୍ଷା ପାଇଁ ୩୧ ହଜାର ସିଟ୍ ଯୋଡ଼ାଯାଇଛି, ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଗରିବ ଲୋକଙ୍କୁ ପକ୍କା ଘର ଦିଆଯାଉଛି, ଗତ ସାଢେ ୪ ବର୍ଷରେ ୧ କୋଟି ୩୦ ଲକ୍ଷ ଘର ନିର୍ମାଣ କରାଯାଇଛି
First
Prev
2264
2265
2266
2267
2268
2269
2270
2271
2272
2273
2274
Next
Last
© 2022 - Odisha Television Limited. All Rights Reserved.