ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
ଜଳେଶ୍ୱର: ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ବସ୍ତା ଥାନାରେ ଅଭିଯୁକ୍ତ ଅଟକ, ଅଭିଯୁକ୍ତର ଅଭିଯୋଗକ୍ରମେ ପୀଡ଼ିତାଙ୍କ ସ୍ୱାମୀ ବି ଅଟକ
ବ୍ରହ୍ମପୁର: ରଙ୍ଗେଇଲୁଣ୍ଡାରେ କୃଷକ ସମାବେଶରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଅାଜି ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରରୁ PSLV-C 43 ରକେଟ୍ ଉତ୍କ୍ଷେପଣ ହେବ
୩୧ରେ ଭୁବନେଶ୍ୱର ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍: ଅପରାହ୍ନରେ ଲୋୟର ପିଏମ୍ଜିରେ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ସାଧାରଣ ସଭାରେ ଯୋଗ ଦେବେ, ସୂଚନା ଦେଲେ ଆମ୍ ଆଦ୍ମୀ ପାର୍ଟିର ରାଜ୍ୟ ଆବାହକ ଶଶିକାନ୍ତ ମିଶ୍ର
ଶିମିଳିପାଳରୁ ୨ ପୋଷା ହାତୀ ସାତକୋଶିଆ ଆସିବା ପ୍ରସଙ୍ଗରେ ପିସିସିଏଫ୍ ୱାଇଲ୍ଡ ଲାଇଫ୍ ସନ୍ଦୀପ ତ୍ରିପାଠୀ କହିଲେ- ସୁନ୍ଦରୀ ସହ ପୋଷା ହାତୀଙ୍କୁ ଲିଙ୍କ୍ କରିବାର କାରଣ ନାହିଁ, ସୁନ୍ଦରୀକୁ ଏନ୍କ୍ଲୋଜରରୁ ବାହାରକୁ ଛଡ଼ା ଯିବା ନିଷ୍ପତ୍ତି ହୋଇନି, ହାତୀଙ୍କୁ ସାଧାରଣ ସୁରକ୍ଷା ପାଇଁ ଅଣାଯାଇଛି
ଜଗତସିଂହପୁର: କଟକ-ପାରାଦୀପ ରାସ୍ତାର ତରଜଙ୍ଗା ଠାରେ ବାଇକ୍ ଧକ୍କାରେ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ କଟକ-ପାରାଦୀପ ରାସ୍ତା ଅବରୋଧ
ଭୁବନେଶ୍ୱରରେ କଂଗ୍ରେସର ବରିଷ୍ଠ ନେତା ଗୁଲାମନବୀ ଆଜାଦ୍: ସେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ସୂଚନା
ଉମରକୋଟ: ଝରିଗାଁ ବ୍ଳକ୍ ବଡ଼ଟେମରା ଗାଁରୁ ମାଟିତଳୁ ମୃତଦେହ ଉଦ୍ଧାର କଲା ପୁଲିସ୍; ୪ ଅଭିଯୁକ୍ତ ଗିରଫ, ଜମିଜମା ବିବାଦରୁ ସମ୍ପର୍କୀୟ ଭାଇ ମାରି ପୋତି ଦେଇଥିବା ଅଭିଯୋଗ
ବାଲେଶ୍ୱର: ଡକାୟତ ଗ୍ୟାଙ୍ଗ ଉପରେ ଚଢ଼ାଉ, ୫ ଡକାୟତ ଗିରଫ; ୨ଟି ଦେଶୀ ବନ୍ଧୁକ, ଲକ୍ଷାଧିକ ଟଙ୍କାର ଗହଣା ଓ ୨ ବାଇକ୍ ସହ ଟଙ୍କା ଜବତ, ଗିରଫ ଡକାୟତଙ୍କ ମଧ୍ୟରେ ଜଣେ ଇଂଜିନିୟରିଂ ଛାତ୍ର ଥିବା ସୂଚନା
ମୋହନା: ମୋହନା ଥାନା ଅନ୍ତରବା କନ୍ୟାଶ୍ରମ ହଷ୍ଟେଲ ଛାଡ଼ି ଚାଲିଗଲେ ୩୦ ଜଣ ଛାତ୍ରୀ; ଗତକାଲି ବିଳମ୍ବିତ ରାତିରେ ହଷ୍ଟେଲ ଛାଡ଼ିଥିବା ସୂଚନା, କାରଣ ଅସ୍ପଷ୍ଟ, ତଦନ୍ତ ପରେ ଜଣାପଡିବ ବୋଲି କହିଲେ ଡିଇଓ
First
Prev
2249
2250
2251
2252
2253
2254
2255
2256
2257
2258
2259
Next
Last
© 2022 - Odisha Television Limited. All Rights Reserved.