ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
ପୁଲୱାମା ଆକ୍ରମଣକୁ ନେଇ ପାକିସ୍ତାନର କୁମ୍ଭୀର କାନ୍ଦଣା
୨ ଓଡ଼ିଆ ସହିଦଙ୍କ ପରିବାର ସହ ଟେଲିଫୋନ୍ରେ କଥା ହୋଇ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ସଚିବାଳୟ ପ୍ରକୋଷ୍ଠରେ ଏକ ମିନିଟ୍ ନୀରବ ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ
ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାର ବିରୋଧରେ ନବୀନ ନିବାସକୁ ଧସେଇ ପଶିବାକୁ ମହିଳା କଂଗ୍ରେସର ଉଦ୍ୟମ: ହାତରେ କଳା ବେଲୁନ୍ ଧରି ନାରାବାଜି ସହ ଅଣ୍ଡାମାଡ଼ କଲେ, ୫୦ରୁ ଅଧିକ ମହିଳା କଂଗ୍ରେସ କର୍ମୀଙ୍କୁ ଉଠାଇ ନେଲା ପୁଲିସ୍
ଭୁବନେଶ୍ୱରରେ ECIଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପରେ DGP ଆରପି ଶର୍ମା କହିଲେ- ନିର୍ବାଚନ ବେଳେ ଆଇନ ଶୃଙ୍ଖଳା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯିବ; ନକ୍ସଲ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ, ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଟଙ୍କା କାରବାର ଉପରେ ନଜର ରହିବ
ECIଙ୍କ ସହ ଆଲୋଚନା ପରେ ମୁଖ୍ୟ ଶାସନ ସଚିବ କହିଲେ- ନିର୍ବାଚନ ନେଇ ଆଇନ ଶୃଙ୍ଖଳା ଉପରେ ବିସ୍ତୃତ ଆଲୋଚନା ହେଲା; ନିର୍ବାଚନ ଆୟୋଗଙ୍କ ଗାଇଡଲାଇନ୍ ପାଳନ ସଂପର୍କରେ ଅବଗତ କରିଛି
ପୁଲଓ୍ୱାମା ଆକ୍ରମଣକୁ ନେଇ ପୁଲିସ୍ ଡିଜି ଆରପି ଶର୍ମା କହିଲେ- ଏଭଳି ଆକ୍ରମଣ କରି ସେମାନେ ହତୋତ୍ସାହିତ କରିପାରିବେନି; ଅଧିକ ସଶକ୍ତ ହୋଇ ଲଢ଼ିବାର ମନୋବଳ ଆସିବ, ଏହି ବଳିଦାନ ବ୍ୟର୍ଥ ଯିବନି
ସୁରକ୍ଷା ସଂପର୍କିତ କ୍ୟାବିନେଟ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ- ସବୁ ଦେଶ ଏକ ସ୍ୱର ଓ ଏକ ମତରେ ଚାଲିଲେ, ଆତଙ୍କବାଦ ରହିବନି
ସୁରକ୍ଷା ସଂପର୍କିତ କ୍ୟାବିନେଟ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ- ଆମ ପଡ଼ୋଶୀକୁ ଲାଗୁଛି ଏମିତି କରି ଆମକୁ ହଇରାଣ କରିବ, ଯେଉଁ ରାସ୍ତାରେ ସେ ପଡ଼ୋଶୀ ଚାଲୁଛି, ତାହା ବରବାଦର ରାସ୍ତା, ଏହି ହମଲାର ମୁହଁତୋଡ଼ ଜବାବ ଦିଆଯିବ
ସୁରକ୍ଷା ସଂପର୍କିତ କ୍ୟାବିନେଟ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ- ସାରା ଦେଶ ଏବେ ଏକାଠି ହୋଇ ମୁକାବିଲା କରୁଛି, ସାରା ବିଶ୍ୱ ଜାଣୁ, ଆମେ ଜିତିବା ପାଇଁ ଲଢ଼େଇ କରୁଛୁ
ସୁରକ୍ଷା ସଂପର୍କିତ କ୍ୟାବିନେଟ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ- ଆତଙ୍କବାଦୀମାନେ ବହୁତ ବଡ଼ ଭୁଲ୍ କରିଦେଇଛନ୍ତି, ଏଥିପାଇଁ ସେମାନଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ, କୌଣସି ପରିସ୍ଥିତିରେ ବି ସେମାନଙ୍କୁ ଛଡ଼ା ଯିବନାହିଁ
First
Prev
2211
2212
2213
2214
2215
2216
2217
2218
2219
2220
2221
Next
Last
© 2022 - Odisha Television Limited. All Rights Reserved.