ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଚଳାଚଳ ଆରମ୍ଭ
ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପରେ ନିର୍ବାଚନ କମିଶନଙ୍କ ସାମ୍ୱାଦିକ ସମ୍ମିଳନୀ: କହିଲେ- ସ୍ୱଚ୍ଛ ଓ ନିରାପଦ ଭାବେ ନିର୍ବାଚନ ସାରିବା ଉପରେ ଗୁରୁତ୍ୱ ଦିଆଯାଇଛି; ନିର୍ବାଚନକୁ ଅବାଧ କରିବା ପାଇଁ ସିଟିଜେନ୍ ଭିଜିଲାନ୍ସ ଆପ୍ କରାଯାଇଛି, କୌଣସି ବ୍ୟକ୍ତି ଚାହିଁଲେ ଫଟୋଗ୍ରାଫ୍ ନେଇ ଆପ୍ରେ ଅଭିଯୋଗ କରିପାରିବେ
ମାର୍ଚ୍ଚ ପ୍ରଥମ ସପ୍ତାହ ସୁଦ୍ଧା ବିଧାନସଭା ଓ ଲୋକସଭା ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ସହ ୨୫ ସୁଦ୍ଧା ସମସ୍ତ ପ୍ରାର୍ଥୀ ତାଲିକା ସିଇସିଙ୍କୁ ଦିଆଯିବ: କଂଗ୍ରେସ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭି.ଡି. ସାଥିସାନ୍
ପୁଲୱାମା ଆକ୍ରମଣକୁ ନେଇ ପାକିସ୍ତାନର କୁମ୍ଭୀର କାନ୍ଦଣା
୨ ଓଡ଼ିଆ ସହିଦଙ୍କ ପରିବାର ସହ ଟେଲିଫୋନ୍ରେ କଥା ହୋଇ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ସଚିବାଳୟ ପ୍ରକୋଷ୍ଠରେ ଏକ ମିନିଟ୍ ନୀରବ ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ
ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାର ବିରୋଧରେ ନବୀନ ନିବାସକୁ ଧସେଇ ପଶିବାକୁ ମହିଳା କଂଗ୍ରେସର ଉଦ୍ୟମ: ହାତରେ କଳା ବେଲୁନ୍ ଧରି ନାରାବାଜି ସହ ଅଣ୍ଡାମାଡ଼ କଲେ, ୫୦ରୁ ଅଧିକ ମହିଳା କଂଗ୍ରେସ କର୍ମୀଙ୍କୁ ଉଠାଇ ନେଲା ପୁଲିସ୍
ଭୁବନେଶ୍ୱରରେ ECIଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପରେ DGP ଆରପି ଶର୍ମା କହିଲେ- ନିର୍ବାଚନ ବେଳେ ଆଇନ ଶୃଙ୍ଖଳା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯିବ; ନକ୍ସଲ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ, ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଟଙ୍କା କାରବାର ଉପରେ ନଜର ରହିବ
ECIଙ୍କ ସହ ଆଲୋଚନା ପରେ ମୁଖ୍ୟ ଶାସନ ସଚିବ କହିଲେ- ନିର୍ବାଚନ ନେଇ ଆଇନ ଶୃଙ୍ଖଳା ଉପରେ ବିସ୍ତୃତ ଆଲୋଚନା ହେଲା; ନିର୍ବାଚନ ଆୟୋଗଙ୍କ ଗାଇଡଲାଇନ୍ ପାଳନ ସଂପର୍କରେ ଅବଗତ କରିଛି
ପୁଲଓ୍ୱାମା ଆକ୍ରମଣକୁ ନେଇ ପୁଲିସ୍ ଡିଜି ଆରପି ଶର୍ମା କହିଲେ- ଏଭଳି ଆକ୍ରମଣ କରି ସେମାନେ ହତୋତ୍ସାହିତ କରିପାରିବେନି; ଅଧିକ ସଶକ୍ତ ହୋଇ ଲଢ଼ିବାର ମନୋବଳ ଆସିବ, ଏହି ବଳିଦାନ ବ୍ୟର୍ଥ ଯିବନି
ସୁରକ୍ଷା ସଂପର୍କିତ କ୍ୟାବିନେଟ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ- ସବୁ ଦେଶ ଏକ ସ୍ୱର ଓ ଏକ ମତରେ ଚାଲିଲେ, ଆତଙ୍କବାଦ ରହିବନି
First
Prev
2132
2133
2134
2135
2136
2137
2138
2139
2140
2141
2142
Next
Last
© 2022 - Odisha Television Limited. All Rights Reserved.