ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
ସଂସଦରେ ରାଫେଲ୍ ତାତି: ବିରୋଧୀଙ୍କୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ତୀବ୍ର ସମାଲୋଚନା
ଆଜି ପୁଣି ୨୧ ସାଂସଦ ସସ୍ପେଣ୍ଡ
ସବରିମାଳାରେ ଉତ୍ତେଜନା: ମନ୍ଦିରକୁ ମହିଳାଙ୍କୁ ଛାଡ଼ିଲେନି ବିକ୍ଷୋଭକାରୀ
ଝାରସୁଗୁଡ଼ା: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିରେ ୭ରୁ ୯ ତାରିଖରୁ ଅର୍ଥନୈତିକ ଅବରୋଧ ପାଇଁ ଓକିଲ ସଂଘର ନିଷ୍ପତ୍ତି, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ଅର୍ଥନୈତିକ ଅବରୋଧ କରାଯିବ, କେବଳ ପରିବହନକାରୀ ଟ୍ରକ ଗୁଡ଼ିକୁ ଅଟକ ରଖାଯିବାକୁ ନିଷ୍ପତ୍ତି
ଗୋଲଡେନ ବାବା ସହ ବହୁ ବିଜେଡି ନେତାଙ୍କ ସହ ସଂପର୍କ ରହିଛି, ଗୋଲଡେନ ବାବା-ନେତା ଲିଙ୍କର ତଦନ୍ତ କରାଯାଉ, ପୁରୀ ପାରା ଗୁଳିକାଣ୍ଡ ଅଭିଯୁକ୍ତ ବିଜୁ ଯୁବ ବାହିନୀ ସଦସ୍ୟ, ୨ଟି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ନବୀନ ନିବାସ ଘେରାଉ କରାଯିବ: ଇତୀଶ ପ୍ରଧାନ
ଇସ୍ତଫା ଦେଲେ ଆକବର
ନନ୍ଦନକାନନରେ ପକ୍ଷୀ ଗଣନା ଶେଷ: ଗତବର୍ଷ ତୁଳନାରେ ଚଳିତବର୍ଷ ନନ୍ଦନକାନନକୁ କମ୍ ପକ୍ଷୀ ଆସିଛନ୍ତି, ଚଳିତବର୍ଷ ଆସିଛନ୍ତି ୨୮ ପ୍ରଜାତିର ୨୪୬୮ ପକ୍ଷୀ, ଗତବର୍ଷ ଏହି ସମୟ ମଧ୍ୟରେ ଆସିଥିଲେ ୨୯ ପ୍ରଜାତିର ୨୫୧୪, ଚଳିତବର୍ଷ ତାପମାତ୍ରା କମିଥିବାରୁ ପକ୍ଷୀ ସମାଗମ କମିଥିବା ସୂଚନା
ବାତ୍ୟା ‘ପାବୁକ’ର ପ୍ରଭାବ ଓଡ଼ିଶା ଉପରେ କିପରି ରହିବ ତାହା ସ୍ପଷ୍ଟ ହୋଇନି, ତଥାପି ୭ଟି ଜିଲ୍ଲା- ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ ଓ ଖୋର୍ଦ୍ଧାର ଜିଲ୍ଲାପାଳମାନଙ୍କୁ ଆଲର୍ଟ କଲେ ଏସ୍ଆର୍ସି, ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ
ଆସୁଛି ଆଉ ଏକ ବାତ୍ୟା ‘ପାବୁକ’: ଏବେ ଆଣ୍ଡାମାନଠାରୁ ୧୫ଶହ କିମି ଦୂରରେ ଅଛି, ୫ ତାରିଖ ସୁଦ୍ଧା ଆଣ୍ଡାମାନ ସାଗର ଛୁଇଁବା ସମ୍ଭାବନା, ୬ ତାରିଖ ସୁଦ୍ଧା ଉତ୍ତରପଶ୍ଚିମ ଦିଗରେ ଆଣ୍ଡାମାନ ପାରି କରି ମିଆଁମାର ଆଡ଼କୁ ଗତି କରି ୮ ତାରିଖ ସୁଦ୍ଧା ଦୁର୍ବଳ ହେବ
କେନ୍ଦ୍ରାପଡ଼ା ମହାନଦୀ ମୁହାଣରେ ଡଙ୍ଗା ବୁଡ଼ି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ପ୍ରଶାସନକୁ ଦେଲେ ନିର୍ଦ୍ଦେଶ
First
Prev
1567
1568
1569
1570
1571
1572
1573
1574
1575
1576
1577
Next
Last
© 2022 - Odisha Television Limited. All Rights Reserved.