ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
ଗୋଲଡେନ ବାବା ସହ ବହୁ ବିଜେଡି ନେତାଙ୍କ ସହ ସଂପର୍କ ରହିଛି, ଗୋଲଡେନ ବାବା-ନେତା ଲିଙ୍କର ତଦନ୍ତ କରାଯାଉ, ପୁରୀ ପାରା ଗୁଳିକାଣ୍ଡ ଅଭିଯୁକ୍ତ ବିଜୁ ଯୁବ ବାହିନୀ ସଦସ୍ୟ, ୨ଟି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ନବୀନ ନିବାସ ଘେରାଉ କରାଯିବ: ଇତୀଶ ପ୍ରଧାନ
ଇସ୍ତଫା ଦେଲେ ଆକବର
ନନ୍ଦନକାନନରେ ପକ୍ଷୀ ଗଣନା ଶେଷ: ଗତବର୍ଷ ତୁଳନାରେ ଚଳିତବର୍ଷ ନନ୍ଦନକାନନକୁ କମ୍ ପକ୍ଷୀ ଆସିଛନ୍ତି, ଚଳିତବର୍ଷ ଆସିଛନ୍ତି ୨୮ ପ୍ରଜାତିର ୨୪୬୮ ପକ୍ଷୀ, ଗତବର୍ଷ ଏହି ସମୟ ମଧ୍ୟରେ ଆସିଥିଲେ ୨୯ ପ୍ରଜାତିର ୨୫୧୪, ଚଳିତବର୍ଷ ତାପମାତ୍ରା କମିଥିବାରୁ ପକ୍ଷୀ ସମାଗମ କମିଥିବା ସୂଚନା
ବାତ୍ୟା ‘ପାବୁକ’ର ପ୍ରଭାବ ଓଡ଼ିଶା ଉପରେ କିପରି ରହିବ ତାହା ସ୍ପଷ୍ଟ ହୋଇନି, ତଥାପି ୭ଟି ଜିଲ୍ଲା- ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ ଓ ଖୋର୍ଦ୍ଧାର ଜିଲ୍ଲାପାଳମାନଙ୍କୁ ଆଲର୍ଟ କଲେ ଏସ୍ଆର୍ସି, ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ
ଆସୁଛି ଆଉ ଏକ ବାତ୍ୟା ‘ପାବୁକ’: ଏବେ ଆଣ୍ଡାମାନଠାରୁ ୧୫ଶହ କିମି ଦୂରରେ ଅଛି, ୫ ତାରିଖ ସୁଦ୍ଧା ଆଣ୍ଡାମାନ ସାଗର ଛୁଇଁବା ସମ୍ଭାବନା, ୬ ତାରିଖ ସୁଦ୍ଧା ଉତ୍ତରପଶ୍ଚିମ ଦିଗରେ ଆଣ୍ଡାମାନ ପାରି କରି ମିଆଁମାର ଆଡ଼କୁ ଗତି କରି ୮ ତାରିଖ ସୁଦ୍ଧା ଦୁର୍ବଳ ହେବ
କେନ୍ଦ୍ରାପଡ଼ା ମହାନଦୀ ମୁହାଣରେ ଡଙ୍ଗା ବୁଡ଼ି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ପ୍ରଶାସନକୁ ଦେଲେ ନିର୍ଦ୍ଦେଶ
ଏପ୍ରିଲ ସୁଦ୍ଧା ମିଶିବେ ତିନି ରାଷ୍ଟ୍ରାୟତ୍ତ ବ୍ୟାଙ୍କ
ଅନୁଗୋଳ: ଟଙ୍କା ଠକେଇ ଅଭିଯୋଗରେ ଘାନାର ନିକୋଲାସ୍ କରଜାଇ ଗିରଫ, ୧୮ ଲକ୍ଷ ୫୦ ହଜାର ଟଙ୍କା ଜବତ, ଶିଶୁଭବନ ଡାକ୍ତର ମଙ୍ଗଳ ଚରଣ ମୁର୍ମୁଙ୍କ ସହ ତାଙ୍କର ଜଣେ ସଂପର୍କୀୟଙ୍କ ଠାରୁ ଟଙ୍କା ଠକିଥିବା ଅଭିଯୋଗ, ବୌଦ୍ଧରୁ ଟଙ୍କା ନେଇ ଯାଉଥିବା ବେଳେ ଅନୁଗୋଳ ଷ୍ଟେସନ୍ରୁ ଧରିଲା ପୁଲିସ
କେନ୍ଦ୍ରାପଡ଼ା: ମହାନଦୀ ମୁହାଣର ନିପାଣିଆ ନିକଟରେ ବୁଡ଼ିଗଲା ଡଙ୍ଗା, ଜଣେ ମୃତ, ୮ ନିଖୋଜ, ହୁକିଟୋଲା ବତୀଘରଠାରୁ ପିକ୍ନିକ୍ ସାରି ଡଙ୍ଗାରେ ଫେରୁଥିଲେ, ପାରାଦୀପର କୁଜଙ୍ଗ ଅଞ୍ଚଳରୁ ଯାଇଥିଲେ ପିକ୍ନିକ୍ କରିବାକୁ ଯାଇଥିଲେ
ପୂର୍ବତନ ଜେଡିୟୁ ବିଧାୟକ ରାଜୁ ସିଂହ ଗିରଫ
First
Prev
1477
1478
1479
1480
1481
1482
1483
1484
1485
1486
1487
Next
Last
© 2022 - Odisha Television Limited. All Rights Reserved.