ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
ସମ୍ୱଲପୁର: ହୀରାକୁଦ ଡ୍ୟାମ୍ରୁ ପୁଣି ବନ୍ୟା ଜଳ ନିଷ୍କାସନ; ଏବେ ୨ଟି ଗେଟ୍ ଖୋଲିଲା, ବୁର୍ଲା ପଟୁ ଗୋଟିଏ ଗେଟ୍, ହୀରାକୁଦ ପଟୁ ଅନ୍ୟଟି ଖୋଲିଲା, ପର୍ଯ୍ୟାୟ କ୍ରମେ ଆଉ ୧୪ଟି ଗେଟ୍ ଖୋଲିବ, କାଲି ୭ନଂ ଗେଟ୍ ଅଳ୍ପ ସମୟ ପାଇଁ ଖୋଲିବା ପରେ ବନ୍ଦ କରାଯାଇଥିଲା
ସାମ୍ୱାଦିକ ସମ୍ମିଳନୀରେ ଜଳ ସଂପଦ ସଚିବ ପ୍ରଦୀପ ଜେନା କହିଲେ- ଖଇରମାଳରେ ୩ ଲକ୍ଷ ୩୫ ହଜାର କ୍ୟୁସେକ ଜଳ ଅତିକ୍ରମ କରୁଛି, ହୀରାକୁଦରେ ୨ ଲକ୍ଷ ୬୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି, ତେଣୁ ଆଜି ଦିନ୧ଟା ସୁଦ୍ଧା ହୀରାକୁଦ ଡ୍ୟାମର ୧୬ଟି ଗେଟ୍ ଖୋଲାଯିବ
୭୩ତମ ସ୍ୱାଧୀନତା ଦିବସ ପାଳୁଛି ସାରାଦେଶ
ସମ୍ବଲପୁର: ବଢୁଛି ହୀରାକୁଦ ଡ୍ୟାମ୍ର ଜଳସ୍ତର; ସକାଳ ୬ଟା ସୁଦ୍ଧା ଡ୍ୟାମ୍ର ଜଳସ୍ତର ୬୨୧.୨୩ ଫୁଟ୍ ରହିଛି
ଭୁବନେଶ୍ୱର: ପ୍ରଥମଥର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି
ରାଜ୍ୟରେ ଗାର୍ଡ ଅଫ୍ ଅନର ବ୍ୟବସ୍ଥା ଉଚ୍ଛେଦ କଲେ ସରକାର, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସରକାରୀ ଅଧିକାରୀଙ୍କୁ ଦିଆଯିବନି ଗାର୍ଡ ଅଫ୍ ଅନର, କିନ୍ତୁ ପୂର୍ବଭଳି ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ଲୋକାୟୁକ୍ତ, ସୁପ୍ରିମକୋର୍ଟ ଓ ହାଇକୋର୍ଟର ବିଚାରପତିଙ୍କୁ ମିଳିବ ଗାର୍ଡ ଅଫ୍ ଅନର
ପୃଥିବୀ କକ୍ଷରୁ ବାହାରି ଚନ୍ଦ୍ର ମୁହାଁ ହେଲା ଇସ୍ରୋରର ଚନ୍ଦ୍ରଯାନ-୨
ଝାରସୁଗୁଡ଼ା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ନିଲମ୍ବିତ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଲମ୍ବନ କଲେ ରାଜ୍ୟ ସରକାର, ADM ପ୍ରଦୀପ ସାହୁଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ଅତିରିକ୍ତ ଦାୟିତ୍ୱ
ସ୍ୱାଧୀନତା ଦିବସରେ ବୀର ଅଭିନନ୍ଦନଙ୍କୁ ବୀର ଚକ୍ର
ସମ୍ବଲପୁର: ହୀରାକୁଦ ଡ୍ୟାମ୍ରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ। ୭ ନମ୍ବର ସ୍ଲୁଇସ୍ ଗେଟ୍ ମାଧ୍ୟମରେ ଛଡ଼ାଗଲା ପାଣି।
First
Prev
1355
1356
1357
1358
1359
1360
1361
1362
1363
1364
1365
Next
Last
© 2022 - Odisha Television Limited. All Rights Reserved.