ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
ଭୁବନେଶ୍ୱର: ଲକ୍ଷ୍ମୀସାଗର ଅଞ୍ଚଳରେ ନାବାଳିକା ଅସଦାଚରଣ ମାମଲାରେ ଯୌନ ପିପାସୁକୁ ଗିରଫ କଲା କମିଶନରେଟ୍ ପୁଲିସ, ଟିଆଇ ପରେଡ୍ ପରେ ଅଭିଯୁକ୍ତର ନାଁ ପ୍ରକାଶ କରିବ ପୁଲିସ
ସାଢ଼େ ୬ ବର୍ଷରେ ସର୍ବନିମ୍ନ ହେଲା ଜିଡିପି
ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ
ଖୋର୍ଦ୍ଧାରେ ବସ୍ ଓଲଟି ୨୦ ଆହତ, ପୁବୁସାହି ନିକଟରେ ବସ୍ ଓଲଟି ୨୦ରୁ ଅଧିକ ଯାତ୍ରା ଆହତ ହୋଇଥିବା ସୂଚନା, ଆହତଙ୍କ ମଧ୍ୟରେ ୨ ଗୁରୁତର ଜଣାପଡ଼ିଛି, ସମସ୍ତେ ମେଡିକାଲ୍ରେ ଭର୍ତ୍ତି
ନୟାଗଡ଼: ଶ୍ରମିକ ପଞ୍ଜିକରଣ କାର୍ଯ୍ୟ ଚାଲିଥିବା ବେଳେ ଦଶପଲ୍ଲା ଥାନା ମଧ୍ୟଖଣ୍ଡ ଗ୍ରାମପଞ୍ଚାୟତ ପିଇଓ ମୁରଲୀ ବାରିକଙ୍କ ଉପରକୁ ଗୁଳି ମାଡ଼; ଗୋଡ଼ରେ ବାଜିଛି ଗୁଳି, ମେଡିକାଲରେ ଭର୍ତ୍ତି
ଦେଶର ବିଭିନ୍ନ ବ୍ୟାଙ୍କର ମିଶ୍ରଣ ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା, ପିଏନ୍ବି, ଓବିସି ଓ ୟୁବିଆଇ ବ୍ୟାଙ୍କ୍ ମିଶି ଗୋଟିଏ ବ୍ୟାଙ୍କ୍ ହେବ। କାନାଡ଼ା ବ୍ୟାଙ୍କ୍ ଓ ସିଣ୍ଡିକେଟ୍ ବ୍ୟାଙ୍କ୍ ମିଶିବ। ସେହିଭଳି ୟୁବିଆଇ, ଆନ୍ଧ୍ର ବ୍ୟାଙ୍କ୍ ଓ କର୍ପୋରେସନ ବ୍ୟାଙ୍କ୍ ମିଶିଯିବେ। ଇଣ୍ଡିଆନ୍ ବ୍ୟାଙ୍କ୍ ସହ ମିଶିଯିବ ଆହ୍ଲାବାଦ ବ୍ୟାଙ୍କ୍।
ପୁଣି ରିମାଣ୍ଡରେ ଗଲେ ଚିଦାମ୍ବରମ୍, ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ସିବିଆଇକୁ କୋର୍ଟର ଅନୁମତି
ଭୁବନେଶ୍ୱର: ରାସ୍ତାରେ ନାବାଳିକାକୁ ଅସଦାଚରଣ କରିଥିବା ଯୌନ ପୀପାସୁ ଚିହ୍ନଟ ହୋଇଥିବା କହିଲେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ
ବାହୁଡ଼ିବେ ଜଗା କାଳିଆ
ସିବିଆଇ ହେପାଜତରେ ରହିବାକୁ ଚାହୁଁଛନ୍ତି ଚିଦାମ୍ବରମ୍
First
Prev
1346
1347
1348
1349
1350
1351
1352
1353
1354
1355
1356
Next
Last
© 2022 - Odisha Television Limited. All Rights Reserved.