ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
ବିଦେଶ ଫେରନ୍ତାଙ୍କ ପଞ୍ଜୀକରଣ ନେଇ କ୍ରିଷନ କୁମାର କହିଲେ- ଏଯାବତ ୨୬୨୬ ଜଣ ବିଦେଶାଗତ ରେଜିଷ୍ଟ୍ରି କରିଛନ୍ତି, ୧୦୦ରୁ ଅଧିକ ଦେଶରୁ ସମସ୍ତ ୩୦ ଜିଲ୍ଲାକୁ ଲୋକ ଆସିଛନ୍ତି
କରୋନା ନେଇ ମୁଖପାତ୍ର ସୁବ୍ରତୋ ବାଗଚୀ କହିଲେ- ସାମାଜିକ ସଶକ୍ତୀକରଣ ବିଭାଗ ପକ୍ଷରୁ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମଙ୍କୁ ୪ ମାସର ଆଗୁଆ ଭତ୍ତା ପ୍ରଦାନ କରାଯାଇଛି
କରୋନା ନେଇ ମୁଖପାତ୍ର ସୁବ୍ରତୋ ବାଗଚୀ କହିଲେ- କରୋନା ପାଇଁ ମ୍ୟାଟ୍ରିକ ଖାତା ଦେଖା ସ୍ଥଗିତ ରହିଲା
ସୁବ୍ରତୋ ବାଗଚୀ କହିଲେ- କାଲିଠାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବନ୍ଦ ସହିତ ରାଜ୍ୟର ସମସ୍ତ ଧର୍ମୀୟ ଅନୁଷ୍ଠାନରେ ଦର୍ଶନ ବନ୍ଦ; କୌଣସି ମନ୍ଦିର, ମସଜିଦ, ଗୀର୍ଜାକୁ ଯାଇ ପାରିବେନି ଦର୍ଶନାର୍ଥୀ; ତେବେ ଧର୍ମୀୟ ଅନୁଷ୍ଠାନର ସମସ୍ତ ନୀତିକାନ୍ତି ଚାଲୁ ରହିବ
ଭାରତରେ କରୋନା ନେଲା ଆଉ ଏକ ମୁଣ୍ଡ
କରୋନାକୁ ନେଇ ଯୋଗୀଙ୍କ ମଠରେ ଶାନ୍ତି ଯଜ୍ଞ
କାଲିଠାରୁ ୩୧ ତାରିଖ ମଧ୍ୟରେ ହେବାକୁ CBSE ର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ, କରୋନା ସତର୍କତା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ CBSEର ପଦକ୍ଷେପ; ୧୯ରୁ ୩୧ ମଧ୍ୟରେ ହେବାକୁ ଥିବା ପରୀକ୍ଷାର ତାରିଖ ପରେ ଘୋଷଣା ହେବ
ଭାରତରେ ପୁଣି ୫ କରୋନା ରୋଗୀ: ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଏତିକି ହେଲା
କରୋନା ସତର୍କତା: ରାଜଧାନୀରେ ଜିଞ୍ଜର, ଏମ୍ପାୟର୍ସ ଓ ହୋଟେଲ କଳିଙ୍ଗ ଅଶୋକରେ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା; ଏଥିପାଇଁ ଦୈନିକ ଦେବାକୁ ପଡ଼ିବ ୨୫୦୦ ଟଙ୍କା; ହୋଟେଲରେ ରହିବ ଜଳଖିଆ, ମଧ୍ୟାହ୍ନ ଓ ରାତ୍ରୀ ଭୋଜନ ବ୍ୟବସ୍ଥା; ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା
କରୋନା ସତର୍କତା: ଜେଲ୍ରେ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ଜେଲ୍ ବିଭାଗର ନିର୍ଦ୍ଦେଶ: ଜିଲ୍ଲା ମୁଖ୍ୟ ଜେଲ୍ରେ ଇ-ସାକ୍ଷାତ ପାଇଁ ଜେଲ ବିଭାଗ ଡିଜିଙ୍କ ନିର୍ଦ୍ଦେଶ, ଓକିଲ କିମ୍ବା ଅନ୍ୟମାନଙ୍କ ସହ କଏଦୀଙ୍କ ସାକ୍ଷାତକୁ ରଦ୍ଦ କରିବାକୁ ନିର୍ଦ୍ଦେଶ
First
Prev
1244
1245
1246
1247
1248
1249
1250
1251
1252
1253
1254
Next
Last
© 2022 - Odisha Television Limited. All Rights Reserved.