ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
ଆଜି ଭୁବନେଶ୍ୱରରୁ ୬ କରୋନା ଆକ୍ରାନ୍ତ ଚିହ୍ନଟ; ୬ ଆକ୍ରାନ୍ତଙ୍କ ମଧ୍ୟରୁ ୫ ହସ୍ପିଟାଲରୁ, ଜଣେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି
ରାଜ୍ୟର ୬ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବଢ଼ିଲା, କରୋନା ସ୍ଥିତି ପାଇଁ ୩ ମାସ କାର୍ଯ୍ୟକାଳ ବୃଦ୍ଧି କଲେ ରାଜ୍ୟପାଳ, ଉଚ୍ଚଶିକ୍ଷା ବିଭାଗ ସୁପାରିଶ ଆଧାରରେ କାର୍ଯ୍ୟକାଳ ବୃଦ୍ଧି
ମୁମ୍ବାଇ: ମୁମ୍ବାଇ ଏନ୍.ଏମ୍ ଯୋଶୀ ମାର୍ଗ ଥାନାରେ ହାଜର ରିପବ୍ଲିକ ଟିଭି ସଂପାଦକ ଅର୍ଣ୍ଣବ ଗୋସ୍ୱାମୀ,ପୋଲିସ ଥାନାକୁ ଡାକି ହଇରାଣ କରୁଥିବା ଅଭିଯୋଗ କଲେ, ସାଂପ୍ରଦାୟିକତା ଉସୁକାଇବା ଅଭିଯୋଗରେ ଅର୍ଣ୍ଣବଙ୍କ ନାଁରେ ମାମଲା
ଆଜି ରାଜ୍ୟରେ ଆଉ ୧୪୯ କରୋନା ଆକ୍ରାନ୍ତ ସୁସ୍ଥ,୧୪୯ ମଧ୍ୟରୁ ଗଂଜାମରୁ ସର୍ବାଧିକ ୫୭ ଜଣ ସୁସ୍ଥ, ମୋଟ ସୁସ୍ଥ ସଂଖ୍ୟା ୨୨୮୨
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଗାମୀ ୪୮ ଘଣ୍ଟାରେ ପଶ୍ଚିମ ଓ ଉତ୍ତରପଶ୍ଚିମ ଆଡ଼କୁ ମୁହାଁଇବ। ଏହି ଲଘୁଚାପ ୱେଲ୍ମାର୍କରେ ପରିଣତ ହେବ, ଲୁଘୁଚପା ନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୪ ଜିଲ୍ଲାରେ ଝଡ଼ ବର୍ଷା ୩୦ରୁ ୪୦ କିମି ବେଗରେ ପବନ ବହିବ
ଏଣିକି ଡାକଘରେ ବାହାର କରିପାରିବେ ପାସପୋର୍ଟ
ରାଜଧାନୀ ଉପକଣ୍ଠ ପଞ୍ଚପଲ୍ଲୀ ଗାଁ ନିକଟରୁ ୫ ଡକାୟତ ଗିରଫ, ଡକାୟତି ଯୋଜନା ଖବର ପାଇ ଚଢ଼ଉ କରିଥିଲା ଏୟାରଫିଲ୍ଡ ଥାନା ପୁଲିସ; ଗୋଟିଏ ବନ୍ଧୁକ, ୨ ଗୁଳି, ନଗଦ ଟଙ୍କା, ଅନ୍ୟାନ୍ୟ ମାରଣାସ୍ତ୍ର ଓ ଲଙ୍କାଗୁଣ୍ଡ ଜବତ
ସ୍ୱାସ୍ଥ୍ୟକର୍ମୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସଂପର୍କରେ କାଲି ଦିନ ୧୧ଟାରେ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ୱାସ୍ଥ୍ୟ କର୍ମଶାଳାରେ ସମସ୍ତ CDMO ଓ ମେଡିକାଲ ଷ୍ଟାଫ ଉପସ୍ଥିତ ରହିବେ
ଗାଡ଼ି ଡକ୍ୟୁମେଣ୍ଟ ବୈଦ୍ଧତା ଅବଧି ବୃଦ୍ଧି କଲେ ସରକାର
୧୯୮୭ ବ୍ୟାଚ୍ ଓଡ଼ିଶା କ୍ୟାଡର IAS ତୁହିନକାନ୍ତ ପାଣ୍ଡେଙ୍କୁ କରୋନା ହୋଇଥିବା ନେଇ PTI ସୂତ୍ରରୁ ପ୍ରକାଶ, ଏବେ କେନ୍ଦ୍ର ବିନିବେଶ ବିଭାଗ ସଚିବ ଅଛନ୍ତି ତୁହିନକାନ୍ତ ପାଣ୍ଡେ, ପୂର୍ବରୁ ସେ ରାଜ୍ୟ ଅର୍ଥ ସଚିବ ଓ ଆବାସିକ କମିଶନର ଥିଲେ
First
Prev
1201
1202
1203
1204
1205
1206
1207
1208
1209
1210
1211
Next
Last
© 2022 - Odisha Television Limited. All Rights Reserved.