ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
ଘୁଞ୍ଚିଲା ଜେଇଇ ଏବଂ ନିଟ୍ ପରୀକ୍ଷା ତାରିଖ
JEE ଓ NEET ପ୍ରବେଶିକା ସେପ୍ଟେମ୍ବରକୁ ଘୁଞ୍ଚାଇବାକୁ ନେଇ ସୂଚନା ଦେଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ: ସେପ୍ଟେମ୍ୱର ୧ରୁ ୬ ମଧ୍ୟରେ ହେବ ଜେଇଇ ମେନ ପରୀକ୍ଷା, ସେପ୍ଟେମ୍ୱର ୨୭ରେ ହେବ ଜେଇଇ ଆଡଭାନ୍ସ ପରୀକ୍ଷା, ସେପ୍ଟେମ୍ୱର ୧୩ରେ ହେବ ନିଟ୍ ପ୍ରବେଶିକା ପରୀକ୍ଷା
ଆଜି ରାଜ୍ୟରେ ସୁସ୍ଥ ହେଲେ ୨୦୩ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ପହଞ୍ଚିଲା ୫୭୦୫
ଘରୋଇ ଲ୍ୟାବ୍ରେ କରୋନା ଟେଷ୍ଟ କଲେ ଜିଏସ୍ଟି ସହ ସର୍ବାଧିକ ଫି ପଡ଼ିବ ୨୨ଶହ, ଭୁବନେଶ୍ୱରର ୪ଟି ଘରୋଇ ଲ୍ୟାବ୍ ଆପୋଲୋ ହସ୍ପିଟାଲ, ସମ୍ ହସ୍ପିଟାଲରେ ହୋଇପାରିବ ଟେଷ୍ଟ, InDNA ଲାଇଫ ସାଇନ୍ସ ଲି, ଜେନ୍ଏକ୍ସ ଡାଇଗ୍ନୋଷ୍ଟିକ୍ସକୁ ଟେଷ୍ଟ ଅନୁମତି
କରୋନା ନେଇ ମୁଖପାତ୍ର ସୁବ୍ରତ ବାଗଚୀ କହିଲେ- ଆମେ ଯଦି ସତର୍କ ନହେବା, ଦିନକରେ ସ୍ଥିତି ଆମେରିକା ଭଳି ହୋଇପାରେ, ହୋମ କ୍ୱାରେଣ୍ଟାଇନକୁ କଡ଼ାକଡ଼ି ମାନିବା, ବୟସ୍କଙ୍କୁ ବିପଦରେ ପକାଇବାନି
କଟକ ମହାନଗର ନିଗମ ଅଞ୍ଚଳରୁ ୫୯ ପଜିଟିଭ ଚିହ୍ନଟ; ସେଥିରୁ ୫୬ କ୍ୱାରେଣ୍ଟାଇନରେ, ଜଣେ ହୋମ କ୍ୱାରେଣ୍ଟାଇନ୍ରେ ଓ ଅନ୍ୟ ୨ଟି ଲୋକାଲ କେସ
ଚୀନର ଏକପାଖିଆ ନିଷ୍ପତି ବିରୋଧରେ ଜାତିସଂଘରେ ଫେରାଦ ହେଲା ଭାରତ
୫୦ ପ୍ରତିଶତ କର୍ମଚାରୀରେ ଅଫିସ୍ ଚାଲିବା ପ୍ରସଙ୍ଗ, କେବଳ ପ୍ରଶାସନିକ କାର୍ଯ୍ୟା ଚାଲୁଥିବା ଅଫିସ୍ରେ ୫୦% ଷ୍ଟାଫ୍ କାମ କରିବେ, ଅତ୍ୟାବଶ୍ୟକୀୟ ବିଭାଗରେ ୫୦% ନିୟମ ଲାଗୁ ହେବନି ବୋଲି କହିଲା ଜିଏ ବିଭାଗ
ଆଜି ରାଜ୍ୟରେ ଆଉ ୧୪୯ କରୋନା ଆକ୍ରାନ୍ତ ସୁସ୍ଥ ହେଲେ, ଗଂଜାମରୁ ସର୍ବାଧିକ ୪୯ ସୁସ୍ଥ, ଖୋର୍ଦ୍ଧାରୁ ସୁସ୍ଥ ହେଲେ ୨୪ ଜଣ, ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟ ମୋଟ ସୁସ୍ଥ ସଂଖ୍ୟା ୫୫୦୨
କରୋନା ରୋଗୀଙ୍କ ପାଇଁ ଓଡ଼ିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି, ଚିକିତ୍ସା ପଦ୍ଧତି ନିରୂପଣ ଓ ସଫଳ ରୂପାୟନ ପାଇଁ ପ୍ରସ୍ତୁତ ହେବ ମାର୍ଗଦର୍ଶିକା, ରାଜ୍ୟର ୪ ହସ୍ପିଟାଲରେ ଆରମ୍ଭ ହେବ, ଥେରାପି ସହ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି
First
Prev
1092
1093
1094
1095
1096
1097
1098
1099
1100
1101
1102
Next
Last
© 2022 - Odisha Television Limited. All Rights Reserved.