ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ପଟ୍ଟାମୁଣ୍ଡାଇ: ରାଜନଗର ଅଞ୍ଚଳରେ ନାବାଳିକାକୁ ଘରୁ ଡାକି ନେଇ ପଡ଼ୋଶୀ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ, ଅଭିଯୁକ୍ତ ଯୁବକ ଅଟକ
ଆଜି ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି, ଉଦଳା ବାରିପଦାରେ ପ୍ରଚାର କରିବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ
ଧର୍ମଗଡ଼: ମର୍ଣ୍ଣିଂ ଓ୍ୱାକ୍ କରିବାକୁ ଯାଇଥିଲା ବେଳେ ପାଣିଗାଁର ଜଣେ ଯୁବକଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା, ଜୟପାଟଣା ଥାନା ଡୁମେରଗୁଡ଼ା ଗାଁ ନିକଟରୁ ମିଳିଲା ମୃତଦେହ
ତିତ୍ଲି ପରେ ପୁନରୁଦ୍ଧାର ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ଭିଡ଼ିଓ କନ୍ଫରେନ୍ସିଂରେ ଗଞ୍ଜାମ, ଗଜପତିର ସମୀକ୍ଷା
ଶ୍ରୀମନ୍ଦିରର ଦାନବାକ୍ସରୁ ଚୋରୀ
ବସ୍ତାରେ ବିଜେଡି ପ୍ରାର୍ଥୀ ନିତ୍ୟାନନ୍ଦ ସାହୁଙ୍କୁ ବିରୋଧ
୨୮ ଟି ବିଦେଶୀ ସାଟେଲାଇଟ୍ର ସଫଳ ଉତ୍କ୍ଷେପଣ
କଂଗ୍ରେସ୍ରେ ତୀବ୍ର ଟିକେଟ୍ କଳି
ପାଲଲହଡ଼ା: ଖେମଳା ଛକ ନିକଟରେ ଜଳିଗଲା ୧୨ ଚକିଆ ଲୁହାପଥର ବୋଝେଇ ଟ୍ରକ୍ ଡ୍ରାଇଭର, ହେଲପର ସୁରକ୍ଷିତ
ଢେଙ୍କାନାଳ ସଦର ରେଞ୍ଜ କମଳାଙ୍ଗ ଗାଁ ନିକଟରେ ବିଦ୍ୟୁତ୍ ତାର ଲାଗି ୭ ହାତୀ ମୃତ, ରେଲୱେ ଟ୍ରାକ୍ ପାଇଁ ତାର ଟଣା ହୋଇଥିଲା
ରାୟଗଡ଼ା: ଶେଷଖାଲ ଥାନା ପୁଷ୍କା ଗାଁରେ ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଯାଇ ୨ ବାଳକଙ୍କ ମୃତ୍ୟୁ
ସମ୍ବଲପୁର: ଫସଲ ବୀମା ରାଶି ପ୍ରଦାନରେ ଅନିୟମିତତା ଓ ବିଳମ୍ବ ପ୍ରତିବାଦରେ ଚାଷୀ ସଂଗଠନ ପକ୍ଷରୁ ୩ ଘଣ୍ଟିଆ ଚକାଜାମ୍ ଆନ୍ଦୋଳନ
ଜିଲ୍ଲା ମାନ୍ୟତା ଦାବିରେ ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ, ଗାଡ଼ି ଚଳାଚଳ ଓ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ, ସଇଁତଳାରେ ବନ୍ଦର ଆଂଶିକ ପ୍ରଭାବ
ଧର୍ମଗଡ଼: ୨ ମାସ ପୂର୍ବେ ହାଇଦ୍ରାବାଦକୁ କାମ କରିବାକୁ ଯାଇଥିବା କୋକସରା ବ୍ଲକ ଗହନାମୁଣ୍ଡା ଗାଁର ମୃତ ତ୍ରିଲକ୍ଷ ଖମାରୀଙ୍କ ମୃତଦେହ ୩ ଦିନ ପରେ ଗାଁକୁ ଫେରିଲା
ବ୍ରହ୍ମପୁର: ସୋରଡ଼ା ଖୋଦାଳ ସାହିରେ ନିଆଁ ଲାଗି ୧୬ ବଖରା ଭସ୍ମୀଭୂତ
ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ୧୨ ଘଣ୍ଟିଆ କୋଣାର୍କ ବନ୍ଦ
ଗିରଫ ଅଭିଜିତ୍ ଆୟାର ମିତ୍ରଙ୍କ ଜାମିନ୍ ଆବେଦନ ଖାରଜ କଲେ କୋଣାର୍କ ଜେଏମ୍ଏଫସି କୋର୍ଟ, ନଭେମ୍ବର ୫ ଯାଏ ନିମାପଡ଼ା ସବଜେଲରେ ରହିବେ
ବ୍ରହ୍ମପୁର: ଚମାଖଣ୍ଡି ଥାନା କଣମଣା ଗାଁରେ ପୁଲିସର ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ସାହୁ, ବିଶ୍ୱଜିତ୍ ବାରିକ ଆହତ, ୨ଟି ପିସ୍ତଲ, ୪ଟି ଗୁଳି, କାର୍ ସହ ଦେଢ଼ ଲକ୍ଷ ଟଙ୍କା ଜବତ
ଅନୁଗୋଳ: ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ ପାଇଁ ମଧ୍ୟପ୍ରଦେଶର କାହ୍ନା ଓ ପେଞ୍ଚ ବ୍ୟାଘ୍ର ପ୍ରକଳ୍ପରୁ ଆସିବ ଟିମ୍, ଦୁଇ ତିନି ଦିନ ଭିତରେ ଟିମ୍ ଆସିବା ପରେ ପ୍ରକ୍ରିୟା ଆରମ୍ଭ ହେବ
୨୭, ୨୯ ଓ ୩୦ ତିନି ଦିନ କାଳ ସାରା ରାଜ୍ୟରେ ବ୍ଲକସ୍ତରରେ ଆନ୍ଦୋଳନ କରିବ ବିଜେପି
ଟିଟିଲାଗଡ଼: ହାଇସ୍କୁଲପଡ଼ାର ଦୁର୍ଦ୍ଦାନ୍ତ ଡକାୟତ ଲୋକନାଥ କୁମ୍ଭାରଙ୍କ ଘରୁ ମିଳିଲା ନଗଦ ୩୭ ଲକ୍ଷ ଟଙ୍କା ଓ ସୁନା, ଅଭିଯୁକ୍ତ ଫେରାର୍
କଂଗ୍ରେସ ଭବନରୁ ଆରମ୍ଭ ହେଲା ମହିଳା କଂଗ୍ରେସର ସ୍ୱାଭିମାନ ସଂକଳ୍ପ ସମାବେଶ, ରାଜ୍ୟରେ ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାର ବିରୋଧରେ ଏହି ସମାବେଶ କରାଯାଉଛି
ଋଷିକୂଲ୍ୟାରେ ୨ ଭାଇ ଭାସିଯିବା ଘଟଣା: ମିଳିଲା ଜଣଙ୍କର ମୃତଦେହ, ଅନ୍ୟ ଜଣଙ୍କ ପତ୍ତା ମିଳୁନି, ଗତକାଲି ନଦୀରେ ଗାଧୋଇବା ବେଳେ ଭାସି ଯାଇଥିଲେ
ବିତିଗଲା ଦୁଇ ଦିନ, ଦୁଇ ରାତି; ଫାସରେ ଫସିଲାନି ସୁନ୍ଦରୀ, ରାତି ତମାମ ଅପରେସନ୍ ସତ୍ତ୍ୱେ କାବୁ ହେଲାନି ବାଘୁଣୀ, ‘ମିଶନ ସୁନ୍ଦରୀ’ ଫେଲ୍ ମାରୁଥିବାରୁ ଫେରିଗଲେ OUAT ବିଶେଷଜ୍ଞ
ଲୋକପାଳ ନିଯୁକ୍ତି ନେଇ ସୁପ୍ରିମକୋର୍ଟରେ ମାମଲା ପ୍ରସଙ୍ଗ: ଓଡ଼ିଶାର ଆବେଦନ ଅଗ୍ରାହ୍ୟ କଲେ କୋର୍ଟ, ଆଉ ୩ ମାସ ମହଲତ ଦେବାକୁ ଆବେଦନ କରିଥିଲା ଓଡ଼ିଶା
First
Prev
1676
1677
1678
1679
1680
1681
1682
1683
1684
1685
1686
Next
Last
© 2022 - Odisha Television Limited. All Rights Reserved.