ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ପ୍ରଶ୍ନପତ୍ର ଲିକ୍ ପାଇଁ OTET ପରୀକ୍ଷା ବାତିଲ
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ନେଇ ଡିଜି କ୍ୟାମ୍ପ ଅଫିସରେ ଆଜି ୫ ରାଜ୍ୟର ପୁଲିସ୍ ଅଧିକାରୀଙ୍କ ବୈଠକ; ନକ୍ସଲ ସମସ୍ୟା, ନିର୍ବାଚନ ବେଳେ ଅର୍ଥ କାରବାର ନେଇ ଆଲୋଚନା, ଅପରାଧ କାର୍ଯ୍ୟକଳାପ ରୋକିବା ନେଇ ମଧ୍ୟ ଆଲୋଚନା ହେବ
ଆଜିଠାରୁ ସାରା ରାଜ୍ୟରେ ମାଟ୍ରିକ୍ ପରୀକ୍ଷା: ପରୀକ୍ଷା ଦେବେ ୫ ଲକ୍ଷ ୮୭ ହଜାର ଛାତ୍ରଛାତ୍ରୀ; ପରୀକ୍ଷା ୧୦ଟାରୁ ଆରମ୍ଭ ହୋଇ ସାଢ଼େ ୧୨ଟାରେ ସରିବ, ସାଢ଼େ ୮ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନପତ୍ର
ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗ: ଆଜି ଓଡ଼ିଶା ଆସିବେ ନୂଆ ଆମିକସ୍ କ୍ୟୁରି ରଣଜିତ କୁମାର; ଆସନ୍ତାକାଲି ପୁରୀ ଯିବେ, ବିଭିନ୍ନ ପ୍ରସଙ୍ଗରେ ଆମିକସ୍ କ୍ୟୁରିଙ୍କ ପାଖରେ ମତ ରଖିପାରିବେ ସେବାୟତ
ଅର୍ଦ୍ଧକୁମ୍ଭ ମେଳାର ଆଜି ଦ୍ୱିତୀୟ ଦିନ
ଶ୍ରୀମନ୍ଦିର ଦ୍ୱାରଫିଟାରେ ବିଳମ୍ବ, ନୀତି ବିଭ୍ରାଟ ନେଇ ସେବାୟତଙ୍କୁ ନୋଟିସ୍
ବ୍ରହ୍ମପୁର: ଗୋଷାଣୀନୂଆଗାଁ ଥାନା ଅଞ୍ଚଳର ୭ ବର୍ଷର ଶିଶୁକୁ ଅପହରଣ କରି ହତ୍ୟା କରାଯାଇଥିବା ଅଭିଯୋଗ, ଅଭିଯୁକ୍ତ ଗିରଫ,ଏକତରଫା ପ୍ରେମରେ ବିଫଳ ଯୁବକ ଭିଆଇଛି ଏପରି ନୃଶଂସ କାଣ୍ଡ
ଆଜି ପବିତ୍ର ଶାମ୍ବ ଦଶମୀ,ସୂର୍ଯ୍ୟ ପୂଜାରେ ଉତ୍ସବ ମୁଖର ପୁରପଲ୍ଲୀ
ପୁଣି ସାତକୋଶିଆ ଫେରିବ କି ନାହିଁ ବାଘୁଣୀ ସୁନ୍ଦରୀ ତାକୁ ନେଇ ଅନିଶ୍ଚିତତା
ପଶ୍ଚିମବଙ୍ଗରେ ରଥଯାତ୍ରା ପାଇଁ ବିଜେପିର ଆବେଦନକୁ ସୁପ୍ରିମକୋର୍ଟଙ୍କ ଖାରଜ
ଆଡିଲେଡ୍ ଦିନିକିଆରେ ଭାରତର ରୋମାଂଚକର ବିଜୟ, ଅଷ୍ଟ୍ରେଲିଆକୁ ୬ୱିକେଟ୍ରେ ହରାଇଲା ଟିମ୍ ଇଣ୍ଡିଆ
ସମର୍ଥନ ପ୍ରତ୍ୟାହାର ପରେ ବି ସରକାର ସୁରକ୍ଷିତ: କୁମାରସ୍ୱାମୀ
କହ୍ନୈୟା କୁମାରଙ୍କ ବିରୋଧରେ ଚାର୍ଜସିଟ୍
ଗମ୍ଭୀର ହେବାରେ ଲାଗିଛି କନ୍ଧମାଳ ସେବାଶ୍ରମ କେଳେଙ୍କାରୀ
LCA ତେଜସ୍ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ପ୍ରସ୍ତୁତ
ମାଲକାନଗିରି: ଖରାପ ରାସ୍ତା ଯୋଗୁ ଆସି ପାରିଲାନି ଆମ୍ବୁଲାନ୍ସ, ରାସ୍ତା କଡ଼ରେ ଶିଶୁକନ୍ୟାକୁ ଜନ୍ମ ଦେଲେ ଲୀଳାସାମ୍ବେରୁ ପଞ୍ଚାୟତ ବାଡାଲପୁଟ୍ ଖମାରିଖରା ଅଞ୍ଚଳର ପ୍ରସୂତି, ଆମ୍ବୁଲାନ୍ସ ନ ଆସିବାରୁ ଭାରାରେ ମେଡିକାଲ ଯାଉଥିଲେ ପ୍ରସୂତି
ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗ: ୨୩ରୁ ସମସ୍ତ ସରକାରୀ ଅଫିସ ଖୋଲାଯିବାକୁ ଓକିଲ ସଂଘର ନିଷ୍ପତ୍ତି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ ଅଫିସ ଖୋଲାଯିବ, ଅଫିସ ଖୋଲିଲେ ବି ପୂର୍ବପରି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବେ ଓକିଲ
ପିଏମ୍ କିଷାନ ଯୋଜନାରେ ଆଭିମୁଖ୍ୟ ସ୍ପଷ୍ଟ କଲେ ରାଜ୍ୟ ସରକାର: କହିଲେ- କାଳିଆ ଯୋଜନା ସଂକ୍ରାନ୍ତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି, ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୪୫ ହଜାର ଚାଷୀଙ୍କ ତାଲିକା ଦିଆଯିବ, କାଳିଆ ଯୋଜନାରେ ସାମିଲ୍ କ୍ଷୁଦ୍ର, ନାମମାତ୍ର ଚାଷୀଙ୍କ ତାଲିକା ଦିଆଯିବ
ପିଏମ୍ କିଷାନ ଯୋଜନାରେ ଆଭିମୁଖ୍ୟ ସ୍ପଷ୍ଟ କଲେ ରାଜ୍ୟ ସରକାର: ଯୋଜନା ପାଇଁ ତାଲିକା ଦେବେ ରାଜ୍ୟ ସରକାର, ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି
କଣ୍ଟାବାଞ୍ଜି: ହରିଶଙ୍କର ଷ୍ଟେସନ ନିକଟରେ ବିଶାଖାପାଟଣା-ଭଗତକିକୋଠି ଏକ୍ସପ୍ରେସ୍ର ଦ୍ୱିତୀୟ ଇଞ୍ଜିନରୁ ପ୍ରବଳ ଧୂଆଁ ବାହାରିବା ପରେ ଅଟକିଲା ଟ୍ରେନ୍; ଧୂଆଁ ବନ୍ଦ କରାଯିବା ପରେ ଟ୍ରେନ ଛାଡ଼ିଲା, ଧନଜୀବନ କ୍ଷତିଗ୍ରସ୍ତ ହୋଇନଥିବା ସୂଚନା
ନବ ନିର୍ମାଣ କୃଷକ ସଂଗଠନକୁ ସମର୍ଥନ ଜଣାଇ ରାସ୍ତାକୁ ଓହ୍ଲାଇଲା ବିଜେପି: ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍ ଛକରେ ବିଜେପି କୃଷକ ମୋର୍ଚ୍ଚାର ବିକ୍ଷୋଭ
ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍
କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଉଛି, କିଛି ଲୋକ ଆଜି ବନ୍ଦ କରିଛନ୍ତି, କିନ୍ତୁ କାଳିଆକୁ କେହି ବନ୍ଦ କରିପାରିବେନି: ନବୀନ
ମାଟ୍ରିକ ପରୀକ୍ଷା ଶୃଙ୍ଖଳିତ ପାଇଁ ପୁଲିସ୍ ଡିଜି ତାଙ୍କ ସ୍ତରରେ ପଦକ୍ଷେପ ନେଇଛନ୍ତି, ସମସ୍ତ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି: ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର
ଗତକାଲି ସନ୍ଧ୍ୟା ସୁଦ୍ଧା ନୋଡାଲ ସେଣ୍ଟରରେ ମାଟ୍ରିକ୍ ପ୍ରଶ୍ନପତ୍ର ପହଞ୍ଚିଛି, ଆସନ୍ତାକାଲି ସକାଳ ୮.୩୦ ମଧ୍ୟରେ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଯିବ, ମାଟ୍ରିକ୍ ପରୀକ୍ଷା ସୁରୁଖୁରୁରେ ସମ୍ପନ୍ନ ହେବ ବୋଲି ଆଶା କରୁଛୁ: ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର
First
Prev
1600
1601
1602
1603
1604
1605
1606
1607
1608
1609
1610
Next
Last
© 2022 - Odisha Television Limited. All Rights Reserved.