ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ବର୍ତ୍ତମାନର ମୁଖ୍ୟ ଖବର
ଭାରତ ମହାସାଗର-ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୨୪ ଘଣ୍ଟାରେ ଡିପ୍ ଡିପ୍ରେସନ ରୂପ ନେବ; ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ: ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଶଶିକାନ୍ତଙ୍କ ସୂଚନା
ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ
କେନ୍ଦ୍ରାପଡ଼ା ବିଧାନସଭା ବିଜେପି ପ୍ରାର୍ଥୀ ସୁନାକର ବେହେରା;କହିଲେ- ଅରୂପ ସରକାରୀ କଳକୁ ଅପବ୍ୟବହାର କରୁଛନ୍ତି, କେନ୍ଦ୍ରାପଡ଼ାରେ ବିଜୁ ଯୁବ ବାହିନୀକୁ ଏକାଠି କରୁଛନ୍ତି, ବିଜୁ ଯୁବ ବାହିନୀକୁ ଦଳୀୟ ପ୍ରଚାର କାର୍ଯ୍ୟରେ ଲଗାଉଛନ୍ତି
ଭୁବନେଶ୍ୱର ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ କେନ୍ଦ୍ରାପଡ଼ା ବିଧାନସଭା ବିଜେପି ପ୍ରାର୍ଥୀ ସୁନାକର ବେହେରା
ଭଦ୍ରକରେ ବିଜେପି ପ୍ରାର୍ଥୀଙ୍କ ଜୋର୍ଦାର୍ ପ୍ରଚାର
ପାରାଦୀପରେ ବିଜେପି ପ୍ରଚାରରେ ସାମିଲ ଓଲିଉଡ୍ ସେଲିବ୍ରିଟି
ନାମାଙ୍କନ ଭରିଲେ ମୋଦି
କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ଜୋର୍ଦାର୍ ପ୍ରଚାର
ପୁଲିସ୍ର ଲୁକ୍ ଆଉଟ୍ ନୋଟିସ୍ ପରେ ମୁହଁ ଖୋଲିଲେ ବିଜେପି ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ
ବିନିକା: ପୁଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ; ମୃତକ ବଲାଙ୍ଗିର ଜିଲ୍ଲା ଆଗଲପୁର ଫଟାମୁଣ୍ଡାର ନିରଞ୍ଜନ ସାହୁ
ବଲାଙ୍ଗିର: ପିଇବା ପାଣି ବ୍ୟବସ୍ଥା ହେଉନଥିବାରୁ ମହିମୁଣ୍ଡା ରାସ୍ତା ବିଷ୍ଣୁମୁଣ୍ଡା ଛକଠାରେ ଗରା, ମାଠିଆ ରଖି ରାସ୍ତା ଉପରେ ବସିଲେ ୫୦ରୁ ଊର୍ଦ୍ଧ୍ୱ ମହିଳା
ଲୁକ୍ ଆଉଟ୍ ନୋଟିସ ପରେ ଏକ ଭିଡିଓ ରିଲିଜ୍ କରି ନିଜ ପକ୍ଷ ରଖିଲେ ସତ୍ୟବାଦୀ ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର; କହିଲେ- ଘଟଣାର ନିରପେକ୍ଷ ତଦନ୍ତ କରାଯାଉ; ଅନ୍ୟ ୫ଟି ବୁଥକୁ ବି ତଦନ୍ତରେ ସାମିଲ କରାଯାଉ, ମୁଁ ଦୋଷ କରିଥିଲେ ଦଣ୍ଡ ପାଇବାକୁ ପ୍ରସ୍ତୁତ
ନାମାଙ୍କନପତ୍ର ଦାଖଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଏଡିଆର ପକ୍ଷରୁ ପ୍ରକାଶ ପାଇଲା ପ୍ରାର୍ଥୀଙ୍କ ସଂପର୍କରେ ତଥ୍ୟ; ଲୋକସଭାରେ ନବଜ୍ୟୋତି ପଟ୍ଟନାୟକ ସବୁଠାରୁ ଧନୀ; ବିଧାନସଭାରେ ନବଜ୍ୟୋତିଙ୍କ ବାପା ନିରଞ୍ଜନ ପଟ୍ଟନାୟକ ସବୁଠୁ ଧନୀ; ଲୋକସଭାରେ ରବୀନ୍ଦ୍ର ଜେନା ଦ୍ୱିତୀୟ ସ୍ଥାନରେ ଥିବାବେଳେ ବୈଜୟନ୍ତ ପଣ୍ଡା ୩ୟ ସ୍ଥାନରେ ଅଛନ୍ତି
ବର୍ତ୍ତମାନର ମୁଖ୍ୟ ଖବର
ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଆଜି ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ବିଳମ୍ବିତ ହେବ; ଏନେଇ ରାହୁଲ ଗାନ୍ଧି ଟ୍ୱିଟର ଜରିଆରେ ସୂଚନା ଦେଇଛନ୍ତି
ଜଳେଶ୍ୱର: ବସ୍ତା ନାଇକୁଡ଼ି ସରପଞ୍ଚଙ୍କ ସ୍ୱାମୀଙ୍କ କାର୍ରୁ ୨ ଲକ୍ଷ ୩୫ ହଜାର ଜବତ; ନିର୍ଦ୍ଦିଷ୍ଟ ଦଳର ସାଂସଦ ପ୍ରାର୍ଥୀଙ୍କ ପୋଷ୍ଟର ସହ ଟଙ୍କା ଜବତ କଲା ଫ୍ଲାଇଂ ସ୍କ୍ୱାଡ
କୋଣାର୍କ: କାକଟପୁର ବିଧାନସଭା ବିଜେପି ପ୍ରାର୍ଥୀ ରବି ମଲ୍ଲିକଙ୍କୁ ଆକ୍ରମଣ ଅଭିଯୋଗ; ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଅଟକ ରହିବା ପରେ ଉଦ୍ଧାର କଲା ପୁଲିସ
ବର୍ତ୍ତମାନର ମୁଖ୍ୟ ଖବର
ଆସିକା ପୁଲିସ ଦ୍ୱାରା ଅପହୃତ ଠିକାଦାର ପ୍ରସନ୍ନ ଗୌଡ଼ ଉଦ୍ଧାର, ପୁଟିବାଡ଼ି-ପଥରା ରାସ୍ତାରୁ ଉଦ୍ଧାର କରି ଥାନାକୁ ଆଣିଲା ପୁଲିସ, ବିଳମ୍ବିତ ରାତିରେ ବନ୍ଧୁକ ମୁନରେ ଠିକାଦାରଙ୍କୁ ଅପହରଣ କରାଯାଇଥିଲା
ଆଜି ସକାଳର ମୁଖ୍ୟ ଖବର
ଚକ୍ରାନ୍ତ ଓ ଷଡ଼ଯନ୍ତ୍ର ପଣ୍ଡ କରିବେ ପାଟକୁରାବାସୀ: ବିଜୟ
ଘୁଞ୍ଚିଲା ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି
ବର୍ତ୍ତମାନର ମୁଖ୍ୟ ଖବର
First
Prev
1587
1588
1589
1590
1591
1592
1593
1594
1595
1596
1597
Next
Last
© 2022 - Odisha Television Limited. All Rights Reserved.