ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
କଟକ : ମା’କୋଳରୁ ଶିଶୁ ପୁତ୍ରକୁ ମାଙ୍କଡ଼ ଉଠାଇନେବା ଘଟଣା : ବାଙ୍କି ତାଳବସ୍ତ ଥାନାର ଦ୍ୱାରସ୍ଥ ହେଲେ ନିଖୋଜ ଶିଶୁ ପୁତ୍ରର ବାପା, ଶିଶୁ ପୁତ୍ରକୁ ଖୋଜି ଆଣିବା ପାଇଁ ଥାନାରେ ଲିଖିତ ଅଭିଯୋଗ
ମକା ଶରୀର ପାଇଁ କେତେ ଉପକାରୀ ? ଜାଣନ୍ତି କି ?
ବିଧାନସଭାର ୧ମ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଶେଷ : ଶେଷ ଦିନରେ ଲେଖାନୁଦାନ ବ୍ୟୟମଞ୍ଜୁରୀ ବିଲ୍ ଗୃହୀତ,୧୬ ହଜାର ୫ଶହ କୋଟିର ଲେଖାନୁଦାନ ବ୍ୟୟମଞ୍ଜୁରୀ ବିଲ୍ ,୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ମାସ ପାଇଁ ବ୍ୟୟମଞ୍ଜୁରୀ ବିଲ୍
ବରଗଡ଼ : ସୋହେଲା କୋର୍ଟ ନିକଟରେ ବିଜେପି ନେତାଙ୍କୁ ଆକ୍ରମଣ : ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ଇରାଶିଷ ଆଚାର୍ଯ୍ୟଙ୍କୁ ଆକ୍ରମଣ, ଗୁରୁତର ଆହତ ଇରାଶିଷ ବରଗଡ଼ ମେଡ଼ିକାଲରେ ଭର୍ତ୍ତି
ବାଲେଶ୍ୱର : ରେମୁଣା ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ,କୂଆପଥର ସାଙ୍ଗକୁ ପବନ ; ଏକାଧିକ ଘର ଭାଙ୍ଗିଲା, କୂଆପଥର ମାଡ଼ରେ ରବି ଫସଲ ନଷ୍ଟ ଅଭିଯୋଗ
CBSE ଦ୍ୱାଦଶ ଶ୍ରେଣୀ ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ ନେଇ ଚର୍ଚ୍ଚା : ଭାଇରାଲ ପ୍ରଶ୍ନପତ୍ର ପୁରୁଣା କିମ୍ବା ନକଲି ବୋଲି CBSE ପକ୍ଷରୁ ବିଜ୍ଞପ୍ତି, ଛାତ୍ରଛାତ୍ରୀ ଓ ଅଭିଭାବକ ଆତଙ୍କିତ ନହେବାକୁ CBSEର ପରାମର୍ଶ
ସତରେ କ’ଣ ବିବାହ କରିବେ ଦୀପିକା ଓ ରଣବୀର!
ପୁରୀ: ମହିଳା ଟ୍ରାଫିକ କନଷ୍ଟେବଳଙ୍କୁ ମାଡ଼ ଘଟଣାରେ ଜଣେ ଗିରଫ
ବୁର୍ଲା ଭିମ୍ସାରରେ ଦୁଇ ଅଧିକାରୀ ମୁହାଁମୁହିଁ: ବିଳମ୍ବରେ ଆସୁଥିବା ଅଭିଯୋଗରେ ପ୍ରାଶାସନିକ ଅଧିକାରୀଙ୍କ ପ୍ରକୋଷ୍ଠରେ ତାଲା ପକାଇଲେ ନିର୍ଦ୍ଦେଶକ
କଟକ: ମା କୋଳରୁ ୧୬ ଦିନର ଶିଶୁ ପୁତ୍ରକୁ ଟେକିନେଲା ମାଙ୍କଡ଼
ଭୁବନେଶ୍ୱର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ମୃତ୍ୟୁ ଘଟିଥିବା ଅଭିଯୋଗରେ ଏକ ଘରୋଇ ନର୍ସିଂ ହୋମ୍ରେ ଉତ୍ତେଜନା
ସମ୍ବଲପୁର: ଟୋଲ୍ ପ୍ଲାଜା ଉଚ୍ଛେଦ ଦାବି, ଏପ୍ରିଲ ୨ ରେ ୧୨ ଘଣ୍ଟିଆ ବନ୍ଦ ଡାକରା
ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଆଶଙ୍କା, ପବନର ବେଗ ଘଣ୍ଟା ପ୍ରତି ୫୦ ରୁ ୬୦ କିଲୋମିଟର ରହିବ
CBSE ପ୍ରଶ୍ନପତ୍ର ଲିକ୍ ମାମଲା : ଏପ୍ରିଲ ୨୫ରେ ହେବ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପରୀକ୍ଷା
ସିବିଏସ୍ଇ ପ୍ରଶ୍ନପତ୍ର ଲିକ୍ ଯୋଗୁଁ ପୁନଃ ପରୀକ୍ଷା ପ୍ରସଙ୍ଗ : ଏପ୍ରିଲ ୨୫ରେ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପୁନଃ ପରୀକ୍ଷା ,କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଘୋଷଣା, ଦଶମ ଗଣିତ ପୁନଃ ପରୀକ୍ଷା ପ୍ରସଙ୍ଗରେ ମନ୍ତ୍ରାଳୟର ସୂଚନା : ଯଦି ପୁନଃ ପରୀକ୍ଷା ହୁଏ ତେବେ ୨ଟି ରାଜ୍ୟରେ ହେବ, ଦିଲ୍ଲୀ ଏବଂ ହରିୟାନାରେ ଗଣିତ ପୁନଃ ପରୀକ୍ଷା କରିବା ଯୋଜନା
ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ କୋର୍ଟରେ ମାମଲା ପ୍ରସଙ୍ଗ : ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଫିସ୍ ପକ୍ଷରୁ ପ୍ରତିକ୍ରିୟା, ଆଇନ ତା ବାଟରେ ଯିବ ବୋଲି କହିଲା ବୈଜୟନ୍ତଙ୍କ ଅଫିସ୍
୧୫ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା : ଗଞ୍ଜାମ, ଗଜପତି, କନ୍ଧମାଳ, କୋରାପୁଟ, ରାୟଗଡ଼ା,କଳାହାଣ୍ଡି, ମାଲକାନଗିରି, ବରଗଡ଼, ଅନୁଗୁଳ, ଢ଼େଙ୍କାନାଳ,ନୟାଗଡ଼, ଖୋର୍ଦ୍ଧା, କେନ୍ଦୁଝର, ବୌଦ୍ଧ, ମୟୂରଭଞ୍ଜ ଆଦି ଜିଲ୍ଲାରେ ବର୍ଷା ସହ ଝଡ଼ ତୋଫାନ ହେବା ନେଇ ସତର୍କ ସୂଚନା
ଗଞ୍ଜାମ : କୃଷି ଋଣ ନାଁରେ ସାଧାରଣ ଗ୍ରାହକଙ୍କୁ ଠକେଇ
ପୁରୀ: ପିପିଲି ଦାନଗୋହିରୀ ଟ୍ରିପଲ ମର୍ଡର ଘଟଣା : ମୁଖ୍ୟ ଅଭିଯୁକ୍ତ ଇମତିଆଜ ଅଲ୍ଲୀ ଓ ତାଙ୍କ ପୁଅ ଇଲାଜ ଗିରଫ, ଝିଅକୁ ନିର୍ଯାତନା ଦେଉଥିବାରୁ ସମୁଦିକୁ ହତ୍ୟା କରାଯାଇଥିବା ଅଭିଯୋଗ
କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱରରୁ ବଲାଙ୍ଗିର ଜେଲରେ ପହଞ୍ଚିଲା ଗ୍ୟାଙ୍ଗଷ୍ଟର୍ ସୁଶାନ୍ତ ଧଳସାମନ୍ତ : ସ୍ଥାନାନ୍ତର ପାଇଁ କଟକ JMFC କୋର୍ଟ ଅନୁମତି ଦେଇଥିଲେ
ଓଡ଼ିଶା କଂଗ୍ରେସ ପ୍ରଭାରୀ ବଦଳିଲେ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ହେଲେ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ
ରାୟଗଡ଼ା ଚାନ୍ଦିଲିରୁ ଜାଲ ନୋଟ ଜବତ,୩ ଜଣ ଗିରଫ
CBSE ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ପୋଲିସ୍ର ଛାନ୍ଭିନ୍
ହୋଟେଲ୍ ରୁମ୍ ବୁକ୍ କରିବା ପାଇଁ ବଲିଉଡ଼ ଅଭିନେତ୍ରୀଙ୍କ ନାଁରେ ନକଲି ଆଧାର କାର୍ଡ଼
ଡାକ ବିଭାଗ ଆରମ୍ଭ କଲା Cool EMS ସେବା
First
Prev
1556
1557
1558
1559
1560
1561
1562
1563
1564
1565
1566
Next
Last
© 2022 - Odisha Television Limited. All Rights Reserved.