ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ଦିନ ୨ଟା ବେଳର ମୁଖ୍ୟ ଖବର
ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ ନୁହେଁ ୪: ସ୍ପଷ୍ଟୀକରଣ ରଖିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ
ଭବାନୀପାଟଣା: କର୍ଲାମୁଣ୍ଡା ଫାଣ୍ଡି ପୌରକେଲା ଗାଁରୁ ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ମୃତ୍ୟୁର କାରଣ ଅସ୍ପଷ୍ଟ, ଘଟଣାସ୍ଥଳରେ ପୁଲିସର ଛାନ୍ ଭିନ୍
ବଲିଉଡ୍ର ଏହି ଟେଲି ଅଭିନେତାଙ୍କ ମା’ କରୋନା ଆକ୍ରାନ୍ତ
IISER ବ୍ରହ୍ମପୁରକୁ କୋଭିଡ-୧୯ ପରୀକ୍ଷା ପାଇଁ ଅନୁମତି: ଭୁବନେଶ୍ୱର ଏମ୍ସ ପକ୍ଷରୁ ଅନୁମତି ମିଳିଥିବା ସ୍ୱାସ୍ଥ୍ୟ ବିଭାଗର ସୂଚନା
ସମ୍ଭାବ୍ୟ ବାତ୍ୟା ନେଇ SRC ପ୍ରଦୀପ ଜେନାଙ୍କ ସୂଚନା:କହିଲେ- ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ‘ଅମ୍ପନ’; ସାଗର ଓ ହାଟିଆ ଦୀପପୁଞ୍ଜ ମଧ୍ୟରେ ଲ୍ୟାଣ୍ଡଫଲ୍ ସମ୍ଭାବନା, ୨୦ ତାରିଖ ଅପରାହ୍ନରେ ଲ୍ୟାଣ୍ଡଫଲ୍ ପରେ ଭୟଙ୍କର ରୂପ ନେବ, ୧୯ ତାରିଖ ଅପରାହ୍ନରୁ ରାଜ୍ୟରେ ପବନର ପ୍ରଭାବ ଅନୁଭୂତ ହେବ
ସମ୍ଭାବ୍ୟ ବାତ୍ୟା ନେଇ SRC ପ୍ରଦୀପ ଜେନାଙ୍କ ସୂଚନା: କହିଲେ- ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି ବାତ୍ୟା ‘ଅମ୍ପନ’; ୧୯ ତାରିଖ ଅପରାହ୍ନରୁ ରାଜ୍ୟରେ ପବନର ପ୍ରଭାବ ଅନୁଭୂତ ହେବ, ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ, ସମ୍ଭାବ୍ୟ ବାତ୍ୟା ନେଇ ୧୨ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି
ଲକ୍ଡାଉନ୍ରେ ଶୋଏବ୍ ପାକିସ୍ତାନରେ ସାନିଆ ଭାରତରେ: :କୁନି ପୁଅକୁ ନେଇ ଚିନ୍ତାରେ ଟେନିସ୍ ଷ୍ଟାର୍
ପିଏମ୍ ଇ-ବିଦ୍ୟା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ: ଦଶମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ‘ୱାନ୍ କ୍ଲାସ୍ ୱାନ୍ ଚ୍ୟାନେଲ’, ଦିବ୍ୟାଙ୍ଗ ପିଲାଙ୍କୁ ଅନ୍ଲାଇନ୍ରେ ପଢ଼ାଇବା ପାଇଁ ବ୍ୟବସ୍ଥା, ସର୍ବୋଚ୍ଚ ୧୦୦ଟି ବିଶ୍ୱବିଦ୍ୟାଳୟକୁ ଅନ୍ଲାଇନ୍ କୋର୍ସ ଲାଗି ମଞ୍ଜୁରି, ପିଲାମାନଙ୍କ ପାଇଁ ‘ମନୋଦର୍ପଣ ଯୋଜନା’ ଆରମ୍ଭ ହେବ
ଗ୍ରାମୀଣ ସ୍ତରରେ ସ୍ୱାସ୍ଥ୍ୟସେବାକୁ ଫୋକସ୍ କରାଯିବ: ସବୁ ଜିଲ୍ଲାରେ ଲ୍ୟାବ୍ ବଢ଼ାଇବାକୁ ଗୁରୁତ୍ୱ ଦିଆଯିବ, ସବୁ ଜିଲ୍ଲାରେ ସଂକ୍ରମଣ ରୋଗ ବ୍ଲକ୍ ତିଆରି ହେବ, ସାର୍ବଜନୀନ ସ୍ୱାସ୍ଥ୍ୟସେବାକୁ ଅଧିକ ଫୋକସ୍ କରାଯିବ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଦିନ ୧୧ଟା ବେଳର ମୁଖ୍ୟ ଖବର
ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମନିର୍ଭର ଭାରତ’ ପ୍ୟାକେଜର ୫ମ କିସ୍ତି ଘୋଷଣା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ: ସ୍ୱାସ୍ଥ୍ୟ ବିଭାଗ ଲାଗି ୧୫ ହଜାର କୋଟିର ପ୍ୟାକେଜ ଘୋଷଣା, ଟେଷ୍ଟିଂ ଓ ଲ୍ୟାବ୍ କିଟ୍ ପାଇଁ ୫୫୦ କୋଟିର ପ୍ୟାକେଜ୍, ପ୍ରତ୍ୟେକ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଲାଗି ୫୦ ଲକ୍ଷର ବୀମା ଯୋଜନା
ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମନିର୍ଭର ଭାରତ’ ପ୍ୟାକେଜର ୫ମ କିସ୍ତି ଘୋଷଣା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ: ଉଜ୍ଜ୍ୱଳା ଯୋଜନାରେ ଗରିବ ଲୋକଙ୍କୁ ମାଗଣାରେ ୬ କୋଟି ୮୧ ଲକ୍ଷ ସିଲିଣ୍ଡର ବଣ୍ଟା ଯାଇଛି
ଭଦ୍ରକ ଜିଲ୍ଲାରେ ଚିହ୍ନଟ ହୋଇଥିବା ୨୮ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲା ପ୍ରଶାସନ: ଚିହ୍ନଟ ୨୮ ଜଣଙ୍କ ଲକ୍ଷଣ ଥିଲା, ସମସ୍ତେ ବାହାର ରାଜ୍ୟରୁ ଆସିଥିଲେ
ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ୯୧ କରୋନା ଆକ୍ରାନ୍ତ ମଧ୍ୟରୁ ଜଣେ ସୁନ୍ଦରଗଡ଼ର: ସେ ୬୨ ବର୍ଷୀୟ ବୃଦ୍ଧ, ବିପିୟୁଟି କ୍ୱାରେଣ୍ଟିନ୍ କେନ୍ଦ୍ରରେ ଥିଲେ, ଆନ୍ଧ୍ରରୁ ସେ ଫେରିଥିବା ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସୂଚନା
ରାଜ୍ୟରେ ନୂଆ ୯୧ ଆକ୍ରାନ୍ତ ଚିହ୍ନଟ: ଗଞ୍ଜାମରୁ ୧୫ ଚିହ୍ନଟ ପରେ ପଜିଟିଭ୍ ସଂଖ୍ୟା ୨୯୨ ଛୁଇଁଲା , ଭଦ୍ରକ ଜିଲ୍ଲାରେ ୨୮ ବଢ଼ି ପଜିଟିଭ୍ ସଂଖ୍ୟା ୭୪ ହେଲା, ବାଲେଶ୍ୱର ଜିଲ୍ଲାରେ ଆଉ ୧୭ ଚିହ୍ନଟ ପରେ ସଂଖ୍ୟା ହେଲା ୧୧୯, କେନ୍ଦ୍ରାପଡ଼ା ଜିଲ୍ଲାରେ ଆଉ ଜଣେ ଚିହ୍ନଟ, ସଂଖ୍ୟା ଛୁଇଁଲା ୨୭
ରାଜ୍ୟରେ ନୂଆ ୯୧ କରୋନା ଆକ୍ରାନ୍ତ ଚିହ୍ନଟ: ଆକ୍ରାନ୍ତଙ୍କ ମଧ୍ୟରୁ ୮୭ ଜଣ କ୍ୱାରେଣ୍ଟିନ୍ କେନ୍ଦ୍ରର; ଜଣେ ସରପଞ୍ଚଙ୍କ ନମୂନା ପରୀକ୍ଷା ପଜିଟିଭ୍ ଥିବା ସୂଚନା
ପ୍ରଥମ ଥର ଲାଗି ସମ୍ବଲପୁର ଜିଲ୍ଲାକୁ ଛୁଇଁଲା କରୋନା: ନୂଆ ଚିହ୍ନଟ ୯୧ ମଧ୍ୟରୁ ଜଣେ ସମ୍ବଲପୁରର ସୂଚନା
ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି: ଆଜି ୨ ଜଣଙ୍କ ମୃତ୍ୟୁ ସହ ସଂଖ୍ୟା ୫ରେ ପହଞ୍ଚିଲା; ୨ ମୃତକ ଗଞ୍ଜାମ ଜିଲ୍ଲାର ହୋଇଥିବା ସୂଚନା
ଆମୀର ଖାନ୍ଙ୍କ ଲଗାନ୍ ଫିଲ୍ମ ପ୍ରସଙ୍ଗରେ ପାକିସ୍ତାନୀ ଖବରକାଗଜରେ ରିପୋର୍ଟ
ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
ରାଜ୍ୟରେ ନୂଆ ୯୧ କରୋନା ଆକ୍ରାନ୍ତ ଚିହ୍ନଟ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
କିମିଅା କରୁଛି କିକି ଚ୍ୟାଲେଞ୍ଜ୍
ପଶ୍ଚିମବଙ୍ଗ ସାଗର ଓ ବାଂଲାଦେଶ ହାତୀଆ ଦୀପପୁଞ୍ଜ ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ ‘ଅମ୍ପନ’: ୨୦ ତାରିଖ ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ଲ୍ୟାଣ୍ଡଫଲ୍ ପରେ ଭୟଙ୍କର ରୂପ ନେବ, ସମୁଦ୍ରରେ ଘଣ୍ଟାକୁ ମାତ୍ର ୬ କିମି ବେଗରେ ଗତି କରୁଛି ‘ଅମ୍ପନ’, ବାତ୍ୟା ‘ଅମ୍ପନ’ ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ
ସକାଳ ୯ଟା ବେଳର ମୁଖ୍ୟ ଖବର
First
Prev
1394
1395
1396
1397
1398
1399
1400
1401
1402
1403
1404
Next
Last
© 2022 - Odisha Television Limited. All Rights Reserved.