ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ଦୁଇ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ଗିରଫ
କମିଲା ଏଲ୍ପିଜି ସିଲିଣ୍ଡର ଦର; ଆଜିଠୁ ନୂଆ ଦର ଲାଗୁ
ସୁବର୍ଣ୍ଣପୁର: ଚେରୁପାଲି ଛକରେ ବସ୍କୁ ଅପେକ୍ଷା କରିଥିବା ବେଳେ ଚଢ଼ିଗଲା ଟ୍ରକ; ୨ ମୃତ, ଜଣେ ଶିଶୁ ସମେତ ୨ ଗୁରୁତର
ବଦଳିଲା ଆଣ୍ଡାମାନ୍ ଓ ନିକୋବର ଦ୍ୱୀପପୁଞ୍ଜର ୩ ଦ୍ୱୀପର ନାମ
ଉତ୍ତର ଭାରତରେ ଜାରି ରହିଛି ଶୀତ ଲହରୀ
ଏବେ ପାକିସ୍ତାନକୁ ପାଣି ବନ୍ଦ
ଫିଲ୍ମ ନିର୍ମାତା ରାଜକୁମାର ବର୍ଜାତ୍ୟାଙ୍କ ପରଲୋକ
ଆସିଲା ଫିଲ୍ମ ‘କେଶରୀ’ର ଟ୍ରେଲର୍
ଏସ୍ପି ଓ ବିଏସ୍ପି ମଧ୍ୟରେ ଆସନ ବୁଝାମଣାର ଚିତ୍ର ସ୍ପଷ୍ଟ
ଦକ୍ଷିଣ କୋରିଆରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
ବଢ଼ିବ ଇପିଏଫ୍ ସୁଧ ହାର
କେନ୍ଦୁପତ୍ର କର୍ମଚାରୀଙ୍କୁ ଭେଟି ଦେଲେ ରାଜ୍ୟ ସରକାର: କେନ୍ଦୁପତ୍ର କର୍ମଚାରୀଙ୍କ ଅବ୍ୟାହତି ବୟସ ସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି; ୧୯ଟି କେନ୍ଦୁପତ୍ର ଡିଭିଜନରେ ୧୮୦୨୮ କର୍ମଚାରୀ ଉପକୃତ ହେବେ; ମୁନ୍ସୀ, ଚପରାଶୀ, ବନ୍ଧାଳୀ, ଚେକର ଆଦି କର୍ମଚାରୀ ଉପକୃତ ହେବେ
ଓଡ଼ିଶା ବନ୍ଦ ନେଇ କୃଷକ ନେତା ଅକ୍ଷୟ କୁମାର କହିଛନ୍ତି- ବନ୍ଦ ସଫଳ ହୋଇଛି, କୌଣସି ସ୍ଥାନରେ ହିଂସା ଘଟିନି; ପଶୁବଳ ଉପରେ ଆତ୍ମବଳର ବିଜୟ ହୋଇଛି, କାଳିଆ ଯୋଜନା ହେଉଛି ରିଲିଫ୍ ସ୍କିମ, ମତବ୍ୟକ୍ତ କରିବାର ଅଧିକାର ଚାଷୀଙ୍କ ଠାରୁ ଛଡ଼ାଇ ନିଆନଯାଉ
ସହିଦଙ୍କ ସଂପର୍କୀୟଙ୍କୁ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ତଣ୍ଟିଆ ମାରିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି- ଏନେଇ ପାକିସ୍ତାନ ଗଣମାଧ୍ୟମରେ ମଧ୍ୟ ଖବର ପ୍ରସାରିତ ହୋଇଛି, ଏହା ଅତ୍ୟନ୍ତ ନିନ୍ଦନୀୟ ଓ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ
ସହିଦଙ୍କ ସଂପର୍କୀୟଙ୍କୁ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ତଣ୍ଟିଆ ମାରିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି- ଏନେଇ ପାକିସ୍ତାନ ଗଣମାଧ୍ୟମରେ ମଧ୍ୟ ଖବର ପ୍ରସାରିତ ହୋଇଛି, ଏହା ଅତ୍ୟନ୍ତ ନିନ୍ଦନୀୟ ଓ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ
ଗୁରୁବାର ଠାରୁ ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ମ୍ୟାଚ୍
ଯେଉଁମାନେ ଯୁଦ୍ଧ କଥା କହୁଛନ୍ତି ସେମାନେ ମୁର୍ଖ : ପିଡିପି ନେତା ମେହବୁବା ମୁଫ୍ତି
ପୁଞ୍ଜି ଆବଶ୍ୟକତା ପୂରଣ ପାଇଁ ୧୨ ରାଷ୍ଟ୍ରାୟାତ୍ତ ବ୍ୟାଙ୍କ ପାଇବେ ୪୮,୨୩୯ କୋଟି ପୁଞ୍ଜି
୨୬ରେ ଅଯୋଧ୍ୟା ଜମି ବିବାଦର ଶୁଣାଣି
ଧରାପଡ଼ିଲା ଆଇଏସ୍ଆଇଏସ୍ର ଷଡ଼ଯନ୍ତ୍ର, ବିସ୍ଫୋରକ ସାମଗ୍ରୀ ସହିତ ୧୦ ଗିରଫ
ସୁଟ୍ ଆଉଟ୍ ଥିୟୋରୀକୁ ନେଇ ପ୍ରତିକ୍ରିୟା ରଖିଲେ କୁମାରସ୍ୱାମୀ
ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ
ତେଜିଲା ରାଜୀବ ଗାନ୍ଧିଙ୍କ ଭାରତ ରତ୍ନ ଫେରାଇବା ଦାବି
ଖୋର୍ଦ୍ଧା: ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜଟଣୀ ପୌର ନିର୍ବାହୀ ଅଧିକାରୀ
ଯୁକ୍ତ ଦୁଇ ପରୀକ୍ଷା ବେଳେ କୌଣସି ଅଧ୍ୟାପକ, ଅଧ୍ୟାପିକାଙ୍କୁ ଛୁଟି ମିଳିବନି; ଏନେଇ କଲେଜ୍ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ
First
Prev
1291
1292
1293
1294
1295
1296
1297
1298
1299
1300
1301
Next
Last
© 2022 - Odisha Television Limited. All Rights Reserved.