ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ଆରମ୍ଭ ହୋଇଛି ପ୍ରସିଦ୍ଧ ଅମରନାଥ ଯାତ୍ରା
ଭୁବନେଶ୍ୱର: ଖଣ୍ଡଗିରିର କୋଳଥିଆ ନିକଟ ଏକ ଡୁପ୍ଲେକ୍ସରେ ଅବକାରୀ ଚଢ଼ଉ;୧୦ କ୍ୱିଣ୍ଟାଲ ଗଞ୍ଜେଇ ସହ ଜଣେ ଗିରଫ, ଗିରଫ ବ୍ୟକ୍ତି ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ସୂଚନା।
ତେଲକୋଇ ବଣିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ ତେଲକୋଇ ବନ୍ଦ ଡାକରା ଦିଆଯାଇଛି: ସହରର ବିଭିନ୍ନ ସମସ୍ୟାକୁ ନେଇ ବଣିକ ସଂଘ ଏହି ବନ୍ଦ ଡାକରା ଦେଇଛି।
ଜଳେଶ୍ୱର: ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଟ୍ରକ୍ ଓ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା; ଜଣେ ମୃତ, ୪ ଗୁରୁତର, ପ.ବଙ୍ଗରୁ ରୋଗୀ ନେଇ କଟକ ଆସୁଥିଲା ଆମ୍ବୁଲାନ୍ସ
ପୁଲ୍ୱାମା ଆକ୍ରମଣର ପ୍ରତିଶୋଧ ନେଲେ ଯବାନ; ଏନ୍କାଉଣ୍ଟରରେ ୨ ଆତଙ୍କବାଦୀ ନିପାତ
ଯାଜପୁର: ବଡ଼ଚଣା ଥାନା ବନ୍ଦାଳ ନିକଟ NH-୧୬ର ହାଟକରନ୍ଦା ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରେଲରକୁ ପଛରୁ ଧକ୍କାଦେଲା କଣ୍ଟେନର; ଘଟଣାସ୍ଥଳରେ କଣ୍ଟେନରର ଡ୍ରାଇଭର ଓ ହେଲପର ମୃତ।
ବଜ୍ରପାତ ସହ ଅବିରତ ବର୍ଷା ନେଇ ସକାଳ ୮ଟା ଯାଏ ୧୫ ଜିଲ୍ଲା ସମେତ ଭୁବନେଶ୍ୱରକୁ ସତର୍କ ସୂଚନା ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ପୁଲ୍ୱାମାରେ ପୁଣି ସହିଦ ହେଲେ ୪ ସୁରକ୍ଷାକର୍ମୀ
ଆମେଥିରେ ନାମାଙ୍କନ ଦାଖଲ୍ କଲେ ରାହୁଲ ଗାନ୍ଧି
କୋରାପୁଟ: ଲମତାପୁଟରେ ନକ୍ସଲଙ୍କ ଆକ୍ରମଣ ଉଦ୍ୟମ ପଣ୍ଡ; ବାଲେର ପଞ୍ଚାୟତ ଲୁଗୁମ ଗାଁରେ ଲ୍ୟାଣ୍ଡମାଇନ୍ ଠାବ, ବିଏସଏଫଙ୍କ ଦ୍ୱାରା ଲ୍ୟାଣ୍ଡମାଇନ୍ ନିଷ୍କ୍ରିୟ କରାଯାଇଥିବା ସୂଚନା
କଂଗ୍ରେସ ପ୍ରାର୍ଥୀ ଚୟନ ନେଇ ହାତ ଟେକିଦେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ; କହିଲେ- ପ୍ରାର୍ଥୀ ଚୟନ ଏକ ସମୂହ ନିଷ୍ପତ୍ତି, ଜଣେ ବି ପ୍ରାର୍ଥୀ ମୋ ଇଛାରେ ଦିଆଯାଇନି ; ୮୩ ନୂଆମୁହଁ ଦିଆଯାଇଛି, ବହୁ ଆଶାୟୀ ଥିଲେ, ଅସନ୍ତୋଷ ସ୍ୱାଭାବିକ
ନିମାପଡ଼ାରୁ ନାମାଙ୍କନ ଦାଖଲ୍ କଲେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ା
୬ ବିଚ୍ଛିନ୍ନତାବାଦୀ ନେତାଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର
ମାଓପ୍ରବଣ ମାଲକାନଗିରିରେ ନିର୍ବାଚନୀ ପ୍ରସ୍ତୁତି
ରାଫେଲ୍ କିଣା ଦୁର୍ନୀତି ମାମଲାରେ ସରକାରଙ୍କୁ ଝଟ୍କା
ପ୍ରତି ସହିଦଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସାହାଯ୍ୟ କରିବେ ଅମିତାଭ ବଚ୍ଚନ
ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ସିପ୍ରା ମଲ୍ଲିକ; ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏହି ସୂଚନା ଦେଲେ, ଟିକେଟ ନ ମିଳିବାରୁ କେନ୍ଦ୍ରାପଡ଼ା ବିଧାନସଭାରୁ ସ୍ୱାଧୀନ ଭାବେ ନାମାଙ୍କନ କରିଥିଲେ
ପାକିସ୍ତାନ ସାମଗ୍ରୀ ଉପରେ ୨୦୦% ସୀମା ଶୁଳ୍କ ଲାଗୁ
ସୋର: ବାସୁଦେବପୁର-ଅନନ୍ତପୁର ରାସ୍ତାର ଗୁଡ୍ ଛକର ରାସ୍ତାକଡ଼ରୁ ୨ଟି ନବଜାତ ଶିଶୁକନ୍ୟା ଉଦ୍ଧାର
ଧର୍ମଗଡ଼: ଲାଞ୍ଜିଗଡ଼ର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ କାରରୁ ୨ ଲକ୍ଷ ଟଙ୍କା ଜବତ ସୂଚନା, ଜୟପାଟଣାରେ ଜବତ କଲା ଫ୍ଲାଇଂ ସ୍କ୍ୱାଡ୍; ଟଙ୍କା ବିଷୟରେ ପୁଲିସର ପଚରାଉଚରା ଜାରି
ସୁନ୍ଦରଗଡ଼ର ହେମଗିରି ସଭାରେ ମଧ୍ୟ ଚିରାଚରିତ ଭାଷଣ ରଖିଲେ ନବୀନ; କହିଲେ- କାଳିଆ ଯୋଜନା ବନ୍ଦ ପାଇଁ କେନ୍ଦ୍ର ଚକ୍ରାନ୍ତ କରୁଛି, ରାଉରକେଲରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ, ସୁପରସ୍ପେଶାଲିଟି ହସ୍ପିଟାଲ କୁଆଡ଼େ ଗଲା, କେନ୍ଦ୍ର ନେତାମାନେ ନିର୍ବାଚନ ଆସିଲେ ଆସନ୍ତି, ପରେ ଦେଖା ଦିଅନ୍ତିନି
ସହିଦଙ୍କ ପିଲାଙ୍କର ଦାୟିତ୍ୱ ନେବ ରିଲାଏନ୍ସ
ବିଜେଡିର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳ ପୁଣି ଗିରଫ: ତାଙ୍କୁ ଗିରଫ କଲା ସ୍ପେଶାଲ୍ ସ୍କ୍ୱାଡ୍, ବନ୍ଧୁକ ମଧ୍ୟ ଜବତ କଲା; ଏହା ପୂର୍ବରୁ ଡି’ ବ୍ରଦର୍ସ ଲିଙ୍କ୍ ମାମଲାରେ ସେ ଗିରଫ ହୋଇଥିଲେ, ନିକଟରେ ଜାମିନ୍ରେ ଆସିଥିଲେ
ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସିଇଓ ଅଫିସ ଘେରାଉ ଉଦ୍ୟମ ବେଳେ ଚାଷୀ-ପୁଲିସ ଧସ୍ତାଧସ୍ତି; ଅଫିସ ଆଗରେ ଧାରଣାରେ ବସିଲେ ଚାଷୀ; ପ୍ରାଇସ୍, ପ୍ରେଷ୍ଟିଜ, ପେନସନ୍ ଦାବିରେ ବିକ୍ଷୋଭ
ପ୍ରାର୍ଥିପତ୍ର ଦାଖଲ କଲେ କହ୍ନେୟା କୁମାର
First
Prev
1280
1281
1282
1283
1284
1285
1286
1287
1288
1289
1290
Next
Last
© 2022 - Odisha Television Limited. All Rights Reserved.