ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ମରୁଡ଼ି ଆଶଙ୍କା ନେଇ ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଲେ- ୫ ଜିଲ୍ଲାରେ ସ୍ୱାଭାବିକ ଓ ୨୫ ଜିଲ୍ଲାରେ କମ ବର୍ଷା ହୋଇଛି; ୩୧୪ ବ୍ଲକରୁ ୭୯ରେ ସ୍ୱାଭାବିକ ଓ ୨୩୫ରେ କମ ବର୍ଷା ହୋଇଛି; ୨୧ଟି ବ୍ଲକରେ ସ୍ୱାଭାବିକଠାରୁ ୫୯% ନିଅଣ୍ଟିଆ ବର୍ଷା ହୋଇଛି, ୨ ଦିନ ମଧ୍ୟରେ ବର୍ଷା ନହେଲେ ସ୍ଥିତି ଗମ୍ଭୀର ହେବ
ମହାପ୍ରସାଦରେ ବିଷ ଦେଇ ନରସଂହାର କରିବାକୁ ଯୋଜନା କରିଥିଲେ ଆତଙ୍କବାଦୀ
ସତ ମାନିବା ପରେ ପାକିସ୍ତାନକୁ ତାଗିଦ୍ କଲା ଭାରତ
କର୍ଣ୍ଣାଟକା ରାଜନୀତି ସଂକଟ: ୩ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କଲେ ବାଚସ୍ପତି
ରାଜ୍ୟର ବିଭିନ୍ନ ଜଳଭଣ୍ଡାରରେ ପାଣି କମିବା ପ୍ରସଙ୍ଗ: ଗୃହରେ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଲେ-ବର୍ଷା କମ୍ ଯୋଗୁ ବିଭିନ୍ନ ଜଳଭଣ୍ଡାରରେ ଜଳ କମିଛି, ଏଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇ ଜଳ ପରିଚାଳନା କରାଯାଉଛି
ବିଧାନସଭାରେ ଭବାନୀପାଟଣା ଆଶ୍ରୟ ଗୃହରେ ଯୌନ ନିର୍ଯାତନା ପ୍ରସଙ୍ଗ ଉଠାଇଲେ ନରସିଂହ ମିଶ୍ର; କହିଲେ- ରକ୍ଷକ ଯଦି ଭକ୍ଷକ ସାଜିବ, କିଏ କାହାକୁ କହିବ
ମୁକୁଳିଲେ ସାରଥୀ
ଅନୁଗୁଳରେ ଶିଶୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ମାମଲା ବିଧାନସଭାରେ ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ; କହିଲେ-ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ, ସରକାର କଣ କରୁଛନ୍ତି
ପାଟକୁରା ନିର୍ବାଚନରେ କାହିଁକି କମିଲା ଭୋଟ୍, କାରଣ ଖୋଜୁଛି ବିଜେଡି
କଟକରେ କୋକୁଆ ଭୟ: କିଏ ମାରୁଛି ନୀରିହ ଜୀବନ
ପୁଣି ଟ୍ରଲ୍ ହେଲେ ପ୍ରିୟଙ୍କା: ଜାଣନ୍ତି, ଏଥର କ'ଣ କାରନାମା କଲେ ଦେଶୀ ଗର୍ଲ ?
ଧସି ଯାଇଥିବା କୋଇଲା ପାହାଡ଼ରୁ ଜୀବନ ଖୋଜୁଛି ଡଗ୍ସ ସ୍କ୍ୱାର୍ଡ
ଆସନ୍ତାକାଲି କାରଗିଲ ବିଜୟ ଦିବସ
ଯାଜପୁର: ବିଂଝାରପୁର ଥାନା ଗୁଣ୍ଡୁରିପଡ଼ା ଗାଁରେ ଯୌତୁକ ପାଇଁ ମହିଳାଙ୍କୁ ତଣ୍ଟି କାଟି ହତ୍ୟା; ମହିଳାଙ୍କୁ ଶାଶୁଘର ଲୋକେ ମାରିଥିବା ଅଭିଯୋଗ କଲେ ଭାଇ
ଖରିଫ ରୁତୁ ଆରମ୍ଭରୁ ୩ ଚାଷୀ ମୃତ୍ୟୁ ଅଭିଯୋଗ
ଦିନ ୧୧ଟାର ମୁଖ୍ୟ ଖବର
ରାତି ୮ଟା ସୁଦ୍ଧା ମୁଖ୍ୟ ଖବର
ଭାରତୀୟ ସେନା ସହ ଜମ୍ମୁ-କାଶ୍ମୀରରେ ଟ୍ରେନିଂ ନେବେ ଧୋନି
ଟିକ୍ଟକ୍ ଭିଡିଓ କରି ନିଲମ୍ବିତ ହେଲେ ମହିଳା କନଷ୍ଟେବଳ
ରାଉରକେଲା: ବିଚାରପତିଙ୍କ ବଦଳି ଦାବିରେ ଏସଡିଜେଏମ୍ କୋର୍ଟ ଆଗରେ ରାଉରକେଲା ବାର୍ ଆସୋସିଏସନର ଧାରଣା
୨୦୧୯ ଜୁନ୍ ସୁଦ୍ଧା ୬୯୪୩ କୋଟି ଟଙ୍କା ଟିକସ ଆଦାୟ ହୋଇଛି; ୩୪୮୪ କୋଟି ଟଙ୍କା ଅଣଟିକସ ସଂଗ୍ରହ ହୋଇଛି: ଗୃହରେ ସୂଚନା ଦେଲେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ
ଦିନ ୧୦ଟା ସୁଦ୍ଧା ମୁଖ୍ୟ ଖବର
କଟକ: ହାଇକୋର୍ଟରୁ ଜାମିନ ପାଇବା ପରେ ଚୌଦ୍ୱାର ଜେଲରୁ ମୁକୁଳିଲେ ସାରଥି, ୩ଟି ମାମଲାରେ ଦୀର୍ଘ ୪ ବର୍ଷ ହେଲା ଜେଲରେ ଥିଲେ ସାରଥି
ସନ୍ଧ୍ୟା ୭ଟା ସୁଦ୍ଧା ମୁଖ୍ୟ ଖବର
ପାକିସ୍ତାନ ଉପରେ ବର୍ଷିଲେ ସ୍ଥଳ ସେନା ମୁଖ୍ୟ
First
Prev
1171
1172
1173
1174
1175
1176
1177
1178
1179
1180
1181
Next
Last
© 2022 - Odisha Television Limited. All Rights Reserved.