ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ବେଳେ ଧକେଇ କାନ୍ଦିଲେ ଏମ୍ଡିଏଚ୍ ମସଲା ପ୍ରତିଷ୍ଠାତା
ବଢ଼ିଲା ହାପିଜ୍ର ଅଡ଼ୁଆ; ଦୋଷୀ ବୋଲି ପ୍ରମାଣିତ ହେଲା
ଶେଷକୃତ୍ୟ ସମ୍ପନ୍ନ: ପଞ୍ଚଭୂତରେ ଲୀନ ହେଲେ ସୁଷମା
ଅନ୍ତିମ ଯାତ୍ରାରେ ସୁଷମା ସ୍ୱରାଜ
ସୁଷମାଙ୍କ ପାଇଁ କାନ୍ଦିଲେ ମୋଦି, ଆଡ୍ଭାନୀ ଓ ରାମ୍ଗୋପାଲ୍
ଆଉ କିଛି ସମୟ ପରେ ପଞ୍ଚଭୂତରେ ବିଲୀନ ହେବେ ସୁଷମା
ବିଜୟ କୁମାର ଶର୍ମା ହେବେ ଇନଚାର୍ଜ ଡିଜିପି, ଡିଜିପି ରାଜେନ୍ଦ୍ର ଶର୍ମାଙ୍କ ନୂଆ ନିଯୁକ୍ତି ହେତୁ ବିଜୟଙ୍କୁ ଏହି ଦାୟିତ୍ୱ ମିଳିଛି
ଲୋକାୟୁକ୍ତ ସଦସ୍ୟ ହେବେ ପୁଲିସ୍ ଡିଜି
ଦିନ ୨ଟା ବେଳର ମୁଖ୍ୟ ଖବର
ଲୋକାୟୁକ୍ତ ସଦସ୍ୟ ଚୟନ ହେବା ପରେ ପୁଲିସ ଡିଜି ଆରପି ଶର୍ମା କହିଲେ- ଲୋକାୟୁକ୍ତ ସଦସ୍ୟ ଲାଗି ମନୋନୀତ ହୋଇଛି, ପ୍ରକ୍ରିୟା ଚାଲିଛି, ସରିଲେ ମୁଁ ନୂଆ ପଦବୀରେ ଯୋଗ ଦେବି, ଲୋକାୟୁକ୍ତ ସଦସ୍ୟ ପଦବୀ ନୂଆ ଏବଂ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଦୁର୍ନୀତି ନିବାରଣ ନେଇ ମୋର ଥିବା ପୂର୍ବ ଅଭିଜ୍ଞତା କାମରେ ଲଗାଇବି
ଭୁବନେଶ୍ୱର: ଗାନ୍ଧି ମାର୍ଗ ବଦଳରେ ଏଥର ପ୍ରଦର୍ଶନୀ ପଡ଼ିଆରେ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ; ଟ୍ୱିନ୍ ସିଟି ପୁଲିସ କମିଶନର ସତ୍ୟଜିତ ମହାନ୍ତିଙ୍କ ସୂଚନା, ଏଥର ପରେଡରେ ଭାଗନେବେ ମୋଟ ୪ଟି ଟ୍ରୁପ୍
କାଳିଆ ଯୋଜନାକୁ ନେଇ କୃଷି ସଚିବ ସୌରଭ ଗର୍ଗ କହିଲେ- ୫୧ ଲକ୍ଷ କାଳିଆ ହିତାଧିକାରୀଙ୍କ ନାଁ ୱେବସାଇଟ୍ରେ ଦିଆଯାଇଛି, ସବୁ ପଞ୍ଚାୟତ କାର୍ଯ୍ୟାଳୟରେ ବି ହିତାଧିକାରୀ ତାଲିକା ଟଙ୍ଗା ଯାଇଛି, ଯୋଗ୍ୟ ହିତାଧିକାରୀଙ୍କୁ ଖୋଜିବାକୁ ପ୍ରତି ପଞ୍ଚାୟତ, ବ୍ଲକ ଓ ଜିଲ୍ଲାସ୍ତରରେ କମିଟି ଗଠନ ହୋଇଛି
ବ୍ରହ୍ମପୁର: ପାରଳା ମହାରାଜା ଇଞ୍ଜିନିୟରିଂ କଲେଜର ୧ ନମ୍ବର ହଷ୍ଟେଲରେ ଅଘଟଣ; ଗ୍ୟାସ୍ ପାଇପ୍ ଫାଟି ଅଗ୍ନିକାଣ୍ଡ, ୩ ଛାତ୍ରଙ୍କ ସମେତ ୪ ଆହତ
୩୭୦ ଉଚ୍ଛେଦକୁ କଂଗ୍ରେସ ବିଧାୟିକାଙ୍କ ଖୋଲା ସମର୍ଥନ
ଦିନ ଗୋଟାଏ ବେଳର ମୁଖ୍ୟ ଖବର
ସ୍ୟାଟ ଉଚ୍ଛେଦକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାୟର କଲା ସ୍ୟାଟ୍ ଓକିଲ ସଂଘ; ଆସନ୍ତାକାଲି ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କଲେ କୋର୍ଟ
ଭୁବନେଶ୍ୱର: ଫୋନି କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ ସଚିବାଳୟରେ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଡିଜିପି ଆର.ପି ଶର୍ମା ହେବେ ଲୋକାୟୁକ୍ତ ସଦସ୍ୟ: ଚୟନ କମିଟିଙ୍କ ସୁପାରିଶକୁ ରାଜ୍ୟପାଳ ଗ୍ରହଣ କରିଥିବା ସୂଚନା
ପୁଣି ବୁହାହେଲେ ଗର୍ଭବତୀ
ଦିନ ୧୨ଟା ବେଳର ମୁଖ୍ୟ ଖବର
କେମିତି ଅଛି ଜମ୍ମୁ କଶ୍ମୀରର ପରିବେଶ ?
ଦିନ ୧୧ଟା ବେଳର ମୁଖ୍ୟ ଖବର
କେନ୍ଦ୍ରାପଡ଼ା: ମାର୍ଶାଘାଇ କୁହୁଡ଼ି ପଞ୍ଚାୟତବାସୀ ଅଙ୍ଗୁଳେଇ-ଓରତ ପସା ଛକରେ ରାସ୍ତାରୋକ କରିବା ବେଳେ ଯନ୍ତ୍ରୀଙ୍କୁ ଘେରିଲେ ଲୋକେ; ଜମିକୁ କେନାଲ୍ ପାଣି ଦାବିରେ ଧାରଣା ଦେଇଥିଲେ, ବୁଝାସୁଝା ପାଇଁ ଯନ୍ତ୍ରୀ ପହଞ୍ଚିବା ପରେ ଘେରିଲେ ଲୋକେ
ସମ୍ବଲପୁର: ରେଢ଼ାଖୋଲ ଗିରିଶଚନ୍ଦ୍ରପୁର ଫରେଷ୍ଟ ରେଞ୍ଜ୍ ଫୁଲକୁସୁମ ଅଞ୍ଚଳରୁ ଗୋଟିଏ ବାଘ ଛାଲ ଜବତ; ଜଣେ ଅଟକ
ଘାଟିରୁ ଖସିପଡ଼ିଲା ବସ୍; ୭ ସ୍କୁଲ୍ ପିଲାଙ୍କର ଜୀବନ ଗଲା
First
Prev
1162
1163
1164
1165
1166
1167
1168
1169
1170
1171
1172
Next
Last
© 2022 - Odisha Television Limited. All Rights Reserved.