ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ମୁଖ୍ୟମନ୍ତ୍ରୀଙ୍କ ଝରକା ଓ କବାଟର ମୂଲ୍ୟ ଜାଣିଲେ ହୋସ୍ ଉଡ଼ିଯିବ
ବିରାଟ୍ଙ୍କଠାରୁ ଫାଷ୍ଟ୍; ଗାଙ୍ଗୁଲି ଓ ସିଦ୍ଧୁଙ୍କୁ ବି ପଛରେ ପକାଇଲେ ସ୍ମୃତି
ନିରାଶ ନିରବଙ୍କ ଆତ୍ମହତ୍ୟ ଧମକ
ନିଜ କଥାରୁ ଓହରିଲା ପାକିସ୍ତାନ
ଅନୁଭବଙ୍କୁ ସାମ୍ବାଦିକ ସଂଘର ତୀବ୍ର ବିରୋଧ
ଦିନ ୨ଟା ବେଳର ମୁଖ୍ୟଖବର
ରାଉରକେଲା ଇସ୍ପାତ କାରଖାନାର OBB ବିଭାଗରେ ଦୁର୍ଘଟଣା; ଜଣେ ଠିକା ଶ୍ରମିକଙ୍କ ଗୋଡ଼ କଟିଗଲା
ମୋହନା ଥାନା ଭାଲିଆଗୁଡ଼ା ସ୍କୁଲ ନିକଟରେ ଅଟୋ ଓଲଟି ଜଣେ ମୃତ, ୮ ଆହତ
ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ନେଇ IMD ଡିଜିଙ୍କ ସୂଚନା; ଡିପ୍ ଡିପ୍ରେସନ କାଲି ସକାଳ ସୁଦ୍ଧା ବାତ୍ୟାରେ ରୂପାନ୍ତରିତ ହେବ; କାଳକ୍ରମେ ଏହା ବଡ଼ ବାତ୍ୟାରେ ପରିଣତ ହେବାର ସମ୍ଭାବନା ଅଛି
ସାଂସଦ ଅନୁଭବ ମହାନ୍ତି ଓଟିଭି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲେ କେନ୍ଦ୍ରାପଡ଼ା ସାମ୍ବାଦିକ ସଂଘ ଓ ସିଭିଲ ସୋସାଇଟି,ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ, ଅନୁଭବ ତୁରନ୍ତ କ୍ଷମା ମାଗିବା ସହ ସାଂସଦ ପଦବୀରୁ ଇସ୍ତଫା ଦେବାକୁ ଦାବି କଲେ
ଭୁବନେଶ୍ୱର: ନୟାପଲ୍ଲୀ ପାସପୋର୍ଟ ଅଫିସ ନିକଟରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁଇ ଜଣ ଦୁର୍ବୃତ୍ତ; ପୂର୍ବ ଶତ୍ରୁତାରୁ ଆକ୍ରମଣ ସୂଚନା
ଦିନ ଗୋଟାଏ ବେଳର ମୁଖ୍ୟଖବର
ଅନୁଭବଙ୍କ ଦୁର୍ବ୍ୟବହାରକୁ ନିନ୍ଦା କଲେ ସାମ୍ବାଦିକ
ଅସମ୍ଭାଳ ପରିବା ଦର
ବୃଦ୍ଧା ମାଆଙ୍କୁ ନେବାକୁ ଆସିଲେ ଛାଡ଼ିଯାଇଥିବା ପୁଅ
ନୋ-ବୋଲ୍ ଚେକ୍ ପାଇଁ ରହିବେ ଆଉ ଜଣେ ଅତିରିକ୍ତ ଅମ୍ପାୟାର୍
SRC ପ୍ରଦୀପ ଜେନାଙ୍କ ପ୍ରେସ୍ମିଟ୍; IMD ସୂଚନା ଅନୁସାରେ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁନପାରେ; ରାଜ୍ୟ କୃଷି ବିଭାଗକୁ ସତର୍କ ରହିବାକୁ କହିବା ସହିତ ସମୁଦ୍ରକୁ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି
ସୋନପୁର: ତରଭା ବ୍ଲକ ରାଣୀସର୍ଦ୍ଦା ପଞ୍ଚାୟତ ଅର୍ଡା ଗାଁରେ ଝାଡ଼ାବାନ୍ତି; ଗୋଟିଏ ଗାଁର ୩୫ରୁ ଅଧିକ ଆକ୍ରାନ୍ତ, ଆକ୍ରାନ୍ତମାନେ ବଲାଙ୍ଗିର ଓ ସୋନପୁରର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି
ବାତ୍ୟା ଭୟରେ ସହର ଭିତରକୁ ପଶିଆଛନ୍ତି କୁମ୍ଭୀର
ଏପଟେ 'ବୁଲ୍ବୁଲ୍' ସେପଟେ ମହା, ଉଭୟ ମାଡ଼ି ଆସୁଛନ୍ତି
ଦିନ ୧୦ ଟା ବେଳର ମୁଖ୍ୟଖବର
ଭୁବନେଶ୍ୱର: IMD ଡିଜି: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ; ଘଣ୍ଟାକୁ ୬ କି.ମି. ବେଗରେ ଉତ୍ତର-ପଶ୍ଚିମ ପଶ୍ଚିମ ଦିଗକୁ ଗତି କରୁଛି; ପାରାଦୀପଠାରୁ ୮୧୦ କିଲୋମିଟର ଦୂରରେ ଅଛି; ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ
ସକାଳ ୯ଟା ବେଳର ମୁଖ୍ୟଖବର
ଭଦ୍ରକ: କାଳୀପୂଜା ପାଇଁ ପଡ଼ିଥିବା ଯାତ୍ରାପାର୍ଟିର ଜଣେ ଆୟୋଜକଙ୍କୁ ପୂର୍ବ ଶତ୍ରୁତାରୁ ଛୁରାମାଡ଼, ଛୁରାମାଡ଼ରେ ଆୟୋଜକ ଜିତୁ ପଢିଆରୀ ଆହତ ଓ କଟକ ସ୍ଥାନାନ୍ତର
ଫୁଲବାଣୀ: ଘନ କୁହୁଡ଼ି ଯୋଗୁ ସଦର ଥାନା ଗୁମ୍ମାଗଡ଼ ରାସ୍ତାର ବୁଲାଣି ନିକଟରେ ବାଇକ୍ ଦୁର୍ଘଟଣା, ମୃତ ଚାଳକ ହେଲେ ଗୁମ୍ମାଗଡ଼ ଗାଁର ଯୁବକ ବୀରୁ କହଁର
First
Prev
1117
1118
1119
1120
1121
1122
1123
1124
1125
1126
1127
Next
Last
© 2022 - Odisha Television Limited. All Rights Reserved.