ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ଦେଶର ୧୭୦ ହଟ୍ସ୍ପଟ ଜିଲ୍ଲା ମଧ୍ୟରେ ଓଡ଼ିଶାର ଏକମାତ୍ର ଜିଲ୍ଲା ଖୋର୍ଦ୍ଧା ରହିଛି; ହଟ୍ସ୍ପଟ୍ରେ ରାଜଧାନୀ ଦିଲ୍ଲୀର ସମସ୍ତ ୯ଟି ଜିଲ୍ଲା ଅନ୍ତର୍ଭୁକ୍ତ
ଲକଡାଉନ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ କମିଶନରେଟ୍ ପୁଲିସ ଆଜି ୧୩୯୩ଟି ଗାଡ଼ି ସିଜ କରିଛି, ମାସ୍କ ବ୍ୟବହାର କରିନଥିବା ୩୭୨ ଜଣଙ୍କଠାରୁ ଜୋରିମାନା ଆଦାୟ ହୋଇଛି: ଗାଡ଼ି ସିଜ ଓ ଜୋରିମାନା ନେଇ କମିଶନରେଟ୍ ପୁଲିସ ପକ୍ଷରୁ ସୂଚନା
ଲକଡାଉନ ସମୟରେ ହ୍ୱାଟ୍ସଆପ୍ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ, ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଲକ ଓ BMC ଅଞ୍ଚଳର ସବୁ ସ୍କୁଲରେ ଆରମ୍ଭ ହେଲା ଶିକ୍ଷା ସଂଯୋଗ ଯୋଜନା: ସବୁ ବିଇଓ ଓ ପ୍ରଧାନ ଶିକ୍ଷକଙ୍କୁ ଚିଠି ଲେଖିଲେ ଜିଲ୍ଲା ଶିକ୍ଷା ଅଧିକାରୀ, ସବୁ ଶ୍ରେଣୀ ଲାଗି ହ୍ୱାଟ୍ସଆପ୍ ଗ୍ରୁପ୍ ଗଠନ କରିବାକୁ ନିର୍ଦ୍ଦେଶ
କରୋନା ଚିକିତ୍ସା ସଂପର୍କରେ ଅଶ୍ୱିନୀ ହସ୍ପିଟାଲ MD ଡାକ୍ତର ମାୟା ଗନ୍ତାୟତ କହିଲେ- ସଂକ୍ରମଣ ଭୟ ଥିବାରୁ ଘରକୁ ଯାଇପାରୁନାହାନ୍ତି ଡାକ୍ତର ଓ ନର୍ସ; ଡାକ୍ତରମାନଙ୍କ ପାଇଁ ଏକ ହୋଟେଲରେ ରହିବା ବ୍ୟବସ୍ଥା ହୋଇଛି; ନର୍ସ ଓ ପାରାମେଡିକ ଷ୍ଟାଫ୍ ରହିବା ପାଇଁ ହଷ୍ଟେଲରେ ବ୍ୟବସ୍ଥା ହୋଇଛି
ଲକ୍ଡାଉନ୍ରେ କାହାକୁ କୋହଳ ହେଲା କାହାକୁ ଟାଇଟ୍
ଶ୍ରମିକଙ୍କ ଧୈର୍ଯ୍ୟ ଭାଙ୍ଗିଲା ଲକ୍ଡାଉନ୍
କରୋନାକୁ ନେଇ ୧୨ଟି ଗୁଜବ କଥା
ସନ୍ଧ୍ୟା ୭ଟା ବେଳର ମୁଖ୍ୟଖବର
କରୋନା ଚିକିତ୍ସା ସଂପର୍କରେ ଅଶ୍ୱିନୀ ହସ୍ପିଟାଲ MD ଡାକ୍ତର ମାୟା ଗନ୍ତାୟତ କହିଲେ- ସଂକ୍ରମଣ ଭୟ ଥିବାରୁ ଘରକୁ ଯାଇପାରୁନାହାନ୍ତି ଡାକ୍ତର ଓ ନର୍ସ; ଡାକ୍ତରମାନଙ୍କ ପାଇଁ ଏକ ହୋଟେଲରେ ରହିବା ବ୍ୟବସ୍ଥା ହୋଇଛି; ନର୍ସ ଓ ପାରାମେଡିକ ଷ୍ଟାଫ୍ ରହିବା ପାଇଁ ହଷ୍ଟେଲରେ ବ୍ୟବସ୍ଥା ହୋଇଛି
କରୋନା ଚିକିତ୍ସା ସଂପର୍କରେ ଅଶ୍ୱିନୀ ହସ୍ପିଟାଲ MD ଡାକ୍ତର ମାୟା ଗନ୍ତାୟତ କହିଲେ- କରୋନା ଅନ୍ୟ ଇନ୍ଫ୍ଲୁଏଞ୍ଜା ଭଳି ଏକ ଭାଇରାଲ ରୋଗ, ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ହୋଇଥାଏ, ୯୦-୯୨% କରୋନା ଆକ୍ରାନ୍ତ ସଂପୂର୍ଣ୍ଣ ସୁସ୍ଥ ହୋଇଯିବେ, ବେଶୀ ଭୟଭୀତ ନହୋଇ ନିୟମ ମାନିବା
ବାଦୁଡ଼ି ନା ବଜ୍ରକାପ୍ତା, କେଉଁଠୁ ଆସିଲା ମହାମାରୀ କରୋନା ?
ଗ୍ରାମାଞ୍ଚଳରେ ଥିବା ଶିଳ୍ପାନୁଷ୍ଠାନକୁ କେବେ ମିଳିବ ଅନୁମତି, ଶବ ସଂସ୍କାର ବେଳେ ଗାଇଡ୍ ଲାଇନ୍ ନିୟମ କ'ଣ ଜାଣନ୍ତୁ
ରାଜ୍ୟରେ କରୋନା ନେଇ NHM ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଲେ- ଓଡ଼ିଶାବାସୀଙ୍କ ଶୃଙ୍ଖଳା ଓ ଅନୁଶାସନ ପାଇଁ କରୋନା ଅପେକ୍ଷାକୃତ କମ, ଭାରତରେ ପଜିଟିଭ ହାର ୫% ରହିଥିବା ବେଳେ ଓଡ଼ିଶାରେ ୧.୦୮%; ଦିଲ୍ଲୀରେ ପଜିଟିଭ ହାର ଦେଶରେ ସର୍ବାଧିକ ୧୧% ରହିଛି; ଲୋକଙ୍କ ତ୍ୟାଗ ଓ ଅନୁଶାସନ ପାଇଁ କରୋନା ସଂକ୍ରମଣରେ ରୋକ ଲାଗିଛି
କରୋନା ଅପଡେଟ: ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଲେ- ଯେଉଁ ଜିଲ୍ଲାକୁ କରୋନା ବ୍ୟାପିନି, ତାକୁ ସଂକ୍ରମିତ ନହେବାକୁ ଉଦ୍ୟମ ହେବ; ସଂପୃକ୍ତ ଜିଲ୍ଲା ଯେମିତି ସଂକ୍ରମିତ ନହେବ ସେ ନେଇ ଉଦ୍ୟମ ଜାରି ରହିବ, ପ୍ରତି ଜିଲ୍ଲାକୁ କୋଭିଡ କ୍ରାଇସିସ୍ ମ୍ୟାନେଜମେଣ୍ଟ ପ୍ଲାନ ପାଇଁ କୁହାଯାଇଛି
ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଲେ- ହଟସ୍ପଟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ ହୋଇଛି, ପଜିଟିଭ ବାହାରିଲେ କଣ୍ଟେନମେଣ୍ଟ ଓ ତା ପାଖ ବଫର ଜୋନ ହେବ; କଣ୍ଟେନମେଣ୍ଟ ଜୋନରେ ଘରକୁ ଘର ସର୍ଭେ କରାଯାଇ ତନଖି ହେବ, ସାମାନ୍ୟ ଲକ୍ଷଣ ଦେଖାଗଲେ ସାମ୍ପଲ ନିଆଯାଇ ଟେଷ୍ଟ କରାଯିବ
କରୋନା ପାଇଁ ଲକଡାଉନ ନେଇ ତଳକୋର୍ଟ କାର୍ଯ୍ୟ ଅବଧି ପରିବର୍ତ୍ତନ, ଦିନକୁ ୧ ଘଣ୍ଟା ପାଇଁ କୋର୍ଟ ଖୋଲିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ: ସକାଳୁଆ ଚାଲୁଥିବା କୋର୍ଟ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିବାକୁ ନିର୍ଦ୍ଦେଶ, ସକାଳ ସିଟିଂ ହେଉନଥିବା କୋର୍ଟ ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଚାଲିବ
ଭଦ୍ରକ ପୁରୁଣାବଜାର ଅଞ୍ଚଳରୁ କଣ୍ଟେନମେଣ୍ଟ କୋହଳ, କଣ୍ଟେନମେଣ୍ଟ କୋହଳ ହେଲେ ବି ସଂପୃକ୍ତ ଅଞ୍ଚଳରେ ଲକ ଡାଉନ ରହିବ, ଜିଲ୍ଲାର ପ୍ରଥମ କରୋନା ଚିହ୍ନଟ ପରେ କଟକଣା ଲାଗୁ ହୋଇଥିଲା; ଟ୍ୱିଟ୍ କରି ସୂଚନା ଦେଲେ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ
ଭୁବନେଶ୍ୱର ସୂର୍ଯ୍ୟନଗର କଣ୍ଟେନମେଣ୍ଟ ଅଞ୍ଚଳ ସୀମା ପୁନଃ ନିର୍ଦ୍ଧାରଣ, NCC ଅଫିସଠାରୁ ନ୍ୟାସନାଲ୍ ପ୍ରଡିଭ କାଉନ୍ସିଲ୍ ଅଫିସ ଯାଏ ସିଲ: ନେସନାଲ ପ୍ରଡିଭ କାଉନ୍ସିଲ୍ ଅଫିସଠାରୁ ସୂର୍ଯ୍ୟ କଂପ୍ଲେକ୍ସ ଯାଏଁ ସିଲ, ସୂର୍ଯ୍ୟ କଂପ୍ଲେକ୍ସଠାରୁ NCC ଅଫିସ ଯାଏଁ ସିଲ
୧୦ବର୍ଷର ବାଳକଙ୍କୁ ମୋଦି କହିଲେ, କରୋନା ଯୁଦ୍ଧରେ ତୁମର ଭୂମିକା ସର୍ବଦା ସ୍ମରଣୀୟ
କରୋନା ରୋଗୀଙ୍କ ସେବା କରୁଥିଲେ, କିନ୍ତୁ ବାପାଙ୍କୁ ବଞ୍ଚାଇ ପାରିଲେନି
କରୋନା ଭୟ; ଲୁଡୋ ଖେଳବେଳେ ଖାସି ଦେବାରୁ ଗୁଳି ମାଡ଼
ଓପାସରେ ମା’, ୮ ଦିନର ଶିଶୁ ମୁହଁରେ ଦେଇପାରୁନି ଆହାର
ଦେଶରେ ୩୫୩ ଜଣଙ୍କ ଜୀବନ ନେଲାଣି କରୋନା ଭାଇରସ୍
ଘରବାହୁଡ଼ା ପାଇଁ ରେଳ ଷ୍ଟେସନ୍ରେ ଶ୍ରମିକଙ୍କ ଭିଡ଼: ମାନିଲେନି ଲକ୍ଡାଉନ୍
ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ହେଲା ଆଇପିଏଲ୍
First
Prev
1052
1053
1054
1055
1056
1057
1058
1059
1060
1061
1062
Next
Last
© 2022 - Odisha Television Limited. All Rights Reserved.