ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
୫ଟି ବସ୍ରେ ଭଦ୍ରକ ଫେରିଲେ ୨୭୦ ପ୍ରବାସୀ ଓଡ଼ିଆ: ୪ଟି ବସ୍ ସୁରତ ଓ ଗୋଟିଏ ବସ୍ ଚେନ୍ନାଇରୁ ଆସି ପହଞ୍ଚିଛି; ସମସ୍ତଙ୍କୁ ଭଣ୍ଡାରିପୋଖରୀ ସରକାରୀ ITI କ୍ୱାରେଣ୍ଟିନ କେନ୍ଦ୍ରକୁ ପଠାଗଲା
ଖଲ୍ଲିକୋଟ: ବେଗୁନିଆପଡ଼ା ଜନତା ହାଇସ୍କୁଲ ଓ ଆଦର୍ଶ ବିଦ୍ୟାଳୟ କ୍ୱାରେଣ୍ଟିନ କେନ୍ଦ୍ରରୁ ପଳାଇଲେ ସୁରତ ଫେରନ୍ତା; ଖାଦ୍ୟ ଓ ପାନୀୟ ନ ମିଳିବା ଅଭିଯୋଗ ଆଣି କ୍ୱାରେଣ୍ଟିନ କେନ୍ଦ୍ର ଛାଡ଼ିଲେ, ପ୍ରଶାସନ ପକ୍ଷରୁ ଶ୍ରମିକଙ୍କୁ ବୁଝାସୁଝା ଚାଲିଥିବା ସୂଚନା
କଳିଙ୍ଗା ଘାଟିରେ ବସ୍ ଦୁର୍ଘଟଣା ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ କହିଲେ-ଘାଟି ରାସ୍ତା ଏଣିକି ସୁରତରୁ ଆସୁଥିବା ବସର ରୁଟ୍ ବଦଳା ଯିବ, ବୌଦ୍ଧ-ଚାରିଛକ-ମାଧପୁର-ନୟାଗଡ଼-ଓଡ଼ଗାଁ ଦେଇ ଗଞ୍ଜାମ ଯିବ
କଳିଙ୍ଗା ଘାଟିରେ ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ: ୩ ଆହତ; ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିଲା, ବସ୍ରେ ସୋରଡ଼ା ଅଞ୍ଚଳର ସୁରତ ଫେରନ୍ତା ଥିବା ସୂଚନା
ସୁରତରୁ ଗଞ୍ଜାମ ଫେରୁଥିବା ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ, ନାଗପୁର ଅମରାବତୀ ଏନ୍ଏଚ୍ରେ ଓଲଟିଲା ପ୍ରବାସୀ ଓଡ଼ିଆଙ୍କ ବସ୍, ବସ୍ରେ ଆସୁଥିଲେ ପ୍ରାୟ ୫୦ ଯାତ୍ରୀ
ସୁରତରୁ ଗଞ୍ଜାମ ଫେରିଥିବା ୨ ଜଣ କରୋନାରେ ଆକ୍ରାନ୍ତ: ୨ କରୋନା ଆକ୍ରାନ୍ତଙ୍କ ବୟସ ୧୭ ଓ ୨୨ ବର୍ଷ; ଲକ୍ଷଣ ନ ଥିଲା, ସାମ୍ପଲ ସଂଗ୍ରହ ପରେ ପଜିଟିଭ୍ ବାହାରିଛି, ସେହିଭଳି ଝାରସୁଗୁଡ଼ାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣଙ୍କ ୪୦ ବର୍ଷୀୟା ମହିଳା ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି
ଓଡ଼ିଶାରେ ପୁଣି ଜଣେ କରୋନା ପଜିଟିଭି ଚିହ୍ନଟ, ଏହି ଆକ୍ରାନ୍ତ ଜଣକ ହେଲେ ଝାରସୁଗୁଡ଼ାର, ଏହାକୁ ମିଶାଇ ଝାରସୁଗୁଡ଼ାରେ କରୋନା ଆକ୍ରାନ୍ତ ସଂଖ୍ୟା ୨ରେ ପହଞ୍ଚିଥିବା ବେଳେ ରାଜ୍ୟରେ ମୋଟ କରୋନା ସଂଖ୍ୟା ୧୬୦
ଇସ୍ତଫା ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା
ରାଜ୍ୟରେ ଆଉ ୨ କରୋନା ପଜିଟିଭ୍ ଚିହ୍ନଟ: ୨ ନୂଆ କରୋନା ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର ସୂଚନା; ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୫୯କୁ ବୃଦ୍ଧି, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
ରାତି ୯ଟା ବେଳର ମୁଖ୍ୟଖବର
କରୋନା ଲଢ଼େଇରେ ନୂଆ ଚ୍ୟାଲେଞ୍ଜ କଟିକଟା
ଲକ୍ଡାଉନ୍ରେ ଷ୍ଟ୍ରିଟ୍ ଫୁଡ୍ ବ୍ୟବସାୟୀଙ୍କ ହାଲତ ଖରାପ
ସନ୍ଧ୍ୟା ୭ଟା ବେଳର ମୁଖ୍ୟଖବର
ଆରୋଗ୍ୟ ସେତୁ ଆପ୍ରେ ତଥ୍ୟ ଗୋପନୀୟତା ନେଇ ପ୍ରଶ୍ନ ଉଠାଇଲେ ରାହୁଲ୍
ଏଣିକି ଆରୋଗ୍ୟ ସେତୁ ଆପ୍ ଡାଉନ୍ଲୋଡ୍ କରିବା ବାଧ୍ୟତାମୂଳକ
ଘାଟିରେ ଓଲଟିଲା ସୁରତରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ବସ୍, ଗଞ୍ଜାମ-କନ୍ଧମାଳ ସିମାନ୍ତ କଳିଙ୍ଗା ଘାଟି ଅନ୍ଧାରକୋଟ ନିକଟରେ ବସ୍ଟି ଓଲଟି ପଡ଼ିଥିବା ସୂଚନା, ବସ୍ରେ ୪୦ରୁ ଅଧିକ ଯାତ୍ରୀ ଥିଲେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ସୂଚନା
ଅର୍ଥନୀତିକୁ ବଳ ଦେବାକୁ ଦ୍ୱିତୀୟ ଆର୍ଥିକ ପ୍ୟାକେଜ୍ ଘୋଷଣା ହୋଇପାରେ
କ୍ରଂକିଟ୍ ମିକ୍ସଚର ଟ୍ୟାଙ୍କର ଦେଖି ଅଟକାଇଲା ପୁଲିସ୍; ଚେକ୍ କରିବା ପରେ ସମସ୍ତେ ଆଶ୍ଚର୍ଯ୍ୟ
୨୪ ଘଣ୍ଟାରେ ଆକ୍ରାନ୍ତ ହେଲେ ୧୧୫ ପୋଲିସ
ମୁଁ କୋଟାରୁ ଫେରିଲି, ଭାରି ଖୁସି ଲାଗୁଛି
ଅପରାହ୍ଣ ୨ଟା ବେଳର ମୁଖ୍ୟ ଖବର
ଗୋଟିଏ କୋଠାରୁ ବାହାରିଲେ ୪୧ କରୋନା ଆକ୍ରାନ୍ତ
କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ରକ୍ତର ଦାମ ୧୦ ଲକ୍ଷ!
ଦିନ ୧୧ଟା ବେଳର ମୁଖ୍ୟ ଖବର
୧୩୦୦ କିମି ସାଇକେଲରେ ଆସିଲେ, ଘରେ ପହଞ୍ଚିବା ପୂର୍ବରୁ ଚାଲିଗଲା ଜୀବନ
First
Prev
1040
1041
1042
1043
1044
1045
1046
1047
1048
1049
1050
Next
Last
© 2022 - Odisha Television Limited. All Rights Reserved.