ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Posts by
ଢେଙ୍କାନାଳ ବେଲଟିକିରି ସେଲଟର ହୋମ୍ ନିର୍ଯାତନା ମାମଲା: ମୁଖ୍ୟ ଅଭିଯୁକ୍ତ ଫୟାଜ ରେହମାନ ଓରଫ୍ ଡାଡି ଓ ଅନ୍ୟତମ ଅଭିଯୁକ୍ତ ଉଦିତ୍ କୁମାର ଲିମାଙ୍କ ଜାମିନ୍ ଆବେଦନ ଖାରଜ କଲେ ହାଇକୋର୍ଟ
ସମ୍ବଲପୁର: ଧନୁପାଲି ଥାନା ଖଇରପାଲି ଅଞ୍ଚଳରୁ ବିଦ୍ୟୁତ କର୍ମଚାରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର; ତାଙ୍କ ଘର ଗୋବିନ୍ଦତଳା ଅଞ୍ଚଳରେ, ଯୁବକଙ୍କୁ ହତ୍ୟା ସନ୍ଦେହ
କାମାକ୍ଷାନଗର: ଏନ୍ଏଚ୍ ୫୩ ବାରିହାପୁର ନିକଟରେ ବାଇକ୍କୁ ଧକ୍କା ଦେଲା ଟ୍ରକ୍; ମ୍ୟାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଥିବା ମୁକ୍ତାପଶି ହାଇସ୍କୁଲର ଛାତ୍ରଙ୍କ ସମେତ ଦୁଇ ଆହତ
ଆରମ୍ଭ ହେଲା ମ୍ୟାଟ୍ରିକ୍ ପରୀକ୍ଷା: ୨୯୫୩ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ୮୭ ହଜାର ୭୨୦ ଛାତ୍ରଛାତ୍ରୀ; ପ୍ରଥମ ଦିନ ମାତୃଭାଷା ଓଡ଼ିଆରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ
ଜୟପୁର ବିମାନ ଘାଟିରୁ କେବେ ଉଡ଼ିବ ବିମାନ?
ଟମାଟୋ ଅଭାବୀ ବିକ୍ରି ଯୋଗୁ ଚିନ୍ତାରେ ଚାଷୀ
ଭବାନୀପାଟଣା: କନ୍ତେସିରରେ ଗାଡ଼ି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
କୋଣାର୍କ: ମ୍ୟାଟ୍ରିକ୍ ପରୀକ୍ଷା ଦେବାକୁ ଡଙ୍ଗାରେ ଗଲେ ଅସ୍ତରଙ୍ଗ ତାଳଦା ଦ୍ୱୀପାଞ୍ଚଳ ପଡ଼ିଆରୀ ସ୍କୁଲର ୪୦ ଜଣ ଛାତ୍ରଛାତ୍ରୀ; ତାଳଦା ସେତୁ ନିର୍ମାଣ କାମ ଅସଂପୂର୍ଣ୍ଣ ଯୋଗୁ ଡଙ୍ଗାରେ ଗଲେ ଛାତ୍ରଛାତ୍ରୀ
ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ: କାଳିଆ ଛାତ୍ରବୃତ୍ତି ଯୋଜନା ସମ୍ପର୍କିତ ପ୍ରସ୍ତାବ ଉପରେ ଲାଗିପାରେ ମୋହର; କୃଷି, ଜଳ ସଂପଦ ଓ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି
ସୋର: NH-୧୬ ଚପରପଦା ଓଭରବ୍ରିଜ୍ ନିକଟରୁ ୨ କୁଖ୍ୟାତ ହାଇୱେ ଲୁଟେରାଙ୍କୁ ଗିରଫ କଲା ପୁଲିସ୍; ଲୁହାରଡ୍ ସହ ବହୁ ମାରଣାସ୍ତ୍ର ଜବତ, ପଥଚାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟ୍ କରୁଥିଲେ
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ନେଇ ଡିଜି କ୍ୟାମ୍ପ ଅଫିସରେ ଆଜି ୫ ରାଜ୍ୟର ପୁଲିସ୍ ଅଧିକାରୀଙ୍କ ବୈଠକ; ନକ୍ସଲ ସମସ୍ୟା, ନିର୍ବାଚନ ବେଳେ ଅର୍ଥ କାରବାର ନେଇ ଆଲୋଚନା, ଅପରାଧ କାର୍ଯ୍ୟକଳାପ ରୋକିବା ନେଇ ମଧ୍ୟ ଆଲୋଚନା ହେବ
ଆଜିଠାରୁ ସାରା ରାଜ୍ୟରେ ମାଟ୍ରିକ୍ ପରୀକ୍ଷା: ପରୀକ୍ଷା ଦେବେ ୫ ଲକ୍ଷ ୮୭ ହଜାର ଛାତ୍ରଛାତ୍ରୀ; ପରୀକ୍ଷା ୧୦ଟାରୁ ଆରମ୍ଭ ହୋଇ ସାଢ଼େ ୧୨ଟାରେ ସରିବ, ସାଢ଼େ ୮ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନପତ୍ର
ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗ: ଆଜି ଓଡ଼ିଶା ଆସିବେ ନୂଆ ଆମିକସ୍ କ୍ୟୁରି ରଣଜିତ କୁମାର; ଆସନ୍ତାକାଲି ପୁରୀ ଯିବେ, ବିଭିନ୍ନ ପ୍ରସଙ୍ଗରେ ଆମିକସ୍ କ୍ୟୁରିଙ୍କ ପାଖରେ ମତ ରଖିପାରିବେ ସେବାୟତ
LCA ତେଜସ୍ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ପ୍ରସ୍ତୁତ
ମାଲକାନଗିରି: ଖରାପ ରାସ୍ତା ଯୋଗୁ ଆସି ପାରିଲାନି ଆମ୍ବୁଲାନ୍ସ, ରାସ୍ତା କଡ଼ରେ ଶିଶୁକନ୍ୟାକୁ ଜନ୍ମ ଦେଲେ ଲୀଳାସାମ୍ବେରୁ ପଞ୍ଚାୟତ ବାଡାଲପୁଟ୍ ଖମାରିଖରା ଅଞ୍ଚଳର ପ୍ରସୂତି, ଆମ୍ବୁଲାନ୍ସ ନ ଆସିବାରୁ ଭାରାରେ ମେଡିକାଲ ଯାଉଥିଲେ ପ୍ରସୂତି
ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗ: ୨୩ରୁ ସମସ୍ତ ସରକାରୀ ଅଫିସ ଖୋଲାଯିବାକୁ ଓକିଲ ସଂଘର ନିଷ୍ପତ୍ତି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ ଅଫିସ ଖୋଲାଯିବ, ଅଫିସ ଖୋଲିଲେ ବି ପୂର୍ବପରି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବେ ଓକିଲ
ପିଏମ୍ କିଷାନ ଯୋଜନାରେ ଆଭିମୁଖ୍ୟ ସ୍ପଷ୍ଟ କଲେ ରାଜ୍ୟ ସରକାର: କହିଲେ- କାଳିଆ ଯୋଜନା ସଂକ୍ରାନ୍ତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି, ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୪୫ ହଜାର ଚାଷୀଙ୍କ ତାଲିକା ଦିଆଯିବ, କାଳିଆ ଯୋଜନାରେ ସାମିଲ୍ କ୍ଷୁଦ୍ର, ନାମମାତ୍ର ଚାଷୀଙ୍କ ତାଲିକା ଦିଆଯିବ
ପିଏମ୍ କିଷାନ ଯୋଜନାରେ ଆଭିମୁଖ୍ୟ ସ୍ପଷ୍ଟ କଲେ ରାଜ୍ୟ ସରକାର: ଯୋଜନା ପାଇଁ ତାଲିକା ଦେବେ ରାଜ୍ୟ ସରକାର, ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି
ପିଏମ୍ କିଶାନ ଯୋଜନାରେ ଚାଷୀଙ୍କୁ ୬ ହଜାର ନୁହେଁ, ୧୦ ହଜାର ଟଙ୍କା ଦିଅ: ମୁଖ୍ୟମନ୍ତ୍ରୀ
କଣ୍ଟାବାଞ୍ଜି: ହରିଶଙ୍କର ଷ୍ଟେସନ ନିକଟରେ ବିଶାଖାପାଟଣା-ଭଗତକିକୋଠି ଏକ୍ସପ୍ରେସ୍ର ଦ୍ୱିତୀୟ ଇଞ୍ଜିନରୁ ପ୍ରବଳ ଧୂଆଁ ବାହାରିବା ପରେ ଅଟକିଲା ଟ୍ରେନ୍; ଧୂଆଁ ବନ୍ଦ କରାଯିବା ପରେ ଟ୍ରେନ ଛାଡ଼ିଲା, ଧନଜୀବନ କ୍ଷତିଗ୍ରସ୍ତ ହୋଇନଥିବା ସୂଚନା
First
Prev
29
30
31
32
33
34
35
36
37
38
39
Next
Last
© 2022 - Odisha Television Limited. All Rights Reserved.