ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Otv Khabar Bureau
Posts by Otv Khabar Bureau
ବନ୍ୟା ପାଇଁ ୪ ଜିଲ୍ଲାକୁ ସତର୍କ କଲେ ରାଜସ୍ୱ ମନ୍ତ୍ରୀ, ସବୁ ସରକାରୀ ଛୁଟି ବାତିଲ
ଓମ୍ଫେଡ୍ ପଲିଥିନ୍ ପାଉଚ୍ କିଣାରେ ୨୪ କୋଟି ଟଙ୍କାର କିକ୍ ବ୍ୟାକ୍
ଅାଗୁଅା ନିର୍ବାଚନ ଚର୍ଚ୍ଚା ଭିତରେ କାର୍ଡ ଖୋଲିଲା ବିଜେଡି
ପ୍ରେମିକ ଆତ୍ମହତ୍ୟା କରିଥିଲେ, ଚାରି ଦିନ ପରେ ପ୍ରେମିକା ବି ସେୟା କଲା
ଘରୁ ଡାକି ଅାଣି ବାପ ମା’ ଛେଉଣ୍ଡ ଯୁବତୀଙ୍କୁ ଗଣଦୁଷ୍କର୍ମ
ବ୍ରହ୍ମପୁର: ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ଘରୁ ଡାକି ଅାଣି ୨ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ, ଅାଜି ବୁଗୁଡ଼ା ମୁଖ୍ୟ ବଜାରରେ ଅଚେତ ହୋଇପଡ଼ିଥିଲେ ଯୁବତୀ, ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର ପରେ ଗୁମର ଖୋଲିଥିଲେ, ପୁରୁଷ ବନ୍ଧୁ ଏବଂ ତାଙ୍କ ସାଙ୍ଗ ଦୁଷ୍କର୍ମ କରିଥିବା ଅଭିଯୋଗ କଲେ, ଘରୁ ଡାକି ଅାଣି ବୁଗୁଡ଼ା, ଟ୍ରେଜେରୀ ନିକଟରେ ଦୁଷ୍କର୍ମ କରିଥିଲେ, ଏନେଇ ନିଜ ଅାଡୁ ମାମଲା ରୁଜୁ କଲା ବୁଗୁଡ଼ା ପୋଲିସ, ପୀଡ଼ିତାଙ୍କୁ ଡାକ୍ତରୀମାଇନା ସହ ୨ ଜଣଙ୍କୁ ଅଟକ ରଖି ଜେରା
ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ ବେଳେ ଗୁଳିମାଡ଼
ଦିଲ୍ଲୀରେ ସନ୍ଦିଗ୍ଧ ଅାଇଏସ୍ ଅାତଙ୍କବାଦୀ
ଭଦ୍ରକ: ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି, ସାଳନ୍ଦୀର ଶାଖା ନଦୀ ରେବ ଓ କପାଳୀ ନଦୀ ଫୁଲୁଛନ୍ତି, ପାଣି ଘେରରେ ଅସୁରାଳି, କାଶିମପୁର ଗାଁ, ଭଦ୍ରକ ସଦର ବ୍ଲକର ଅର୍ଣ୍ଣପାଳ, ବିଷ୍ଣୁପୁର ବିନ୍ଧା, ଶୁଶୁଅା ଗାଁ ପାଣି ଘେରରେ, ଅାଖୁଅାପଦାରେ ବୈତରଣୀ ବିପଦ ସଂକେତ ଉପରେ
ଅନୁଗୁଳ: ୫୫ ନମ୍ବର ଜାତୀୟ ରାଜପଥ ଚନ୍ଦ୍ରବାହାଳ ନିକଟରେ ଏଲପିଜି ଟ୍ୟାଙ୍କରରୁ ଗ୍ୟାସ୍ ଲିକେଜ୍, ଫଳରେ ଲୋକେ ଭୟଭୀତ ହୋଇପଡିଛନ୍ତି, ରାସ୍ତାର ଉଭୟ ପାଖରେ ଶତାଧିକ ଗାଡି ଅଟକି ରହିଛି, ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି, ତେବେ ଖବର ପାଇ ଅଗ୍ନିଶମ ବିଭାଗର ୩ଟି ଗାଡି ଗ୍ୟାସ୍ ଲିକେଜ୍ କୁ ବନ୍ଦ କରିବା ପାଇଁ ଉଦ୍ୟମ କରୁଛନ୍ତି, ତେବେ ଗାଡି ନିକଟକୁ ନ ଯିବା ପାଇଁ ଲୋକଙ୍କୁ ପ୍ରଶାସନ ନିବେଦନ କରିଛି
ଭାରତ ଇଂଲଣ୍ଡ ଅନ୍ତିମ ଟେଷ୍ଟ, ଡେବ୍ୟୁ କଲେ ହନୁମା ବିହାରୀ
ଶାସକ-ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବିଧାନସଭା ଅଚଳ
ହକି ବିଶ୍ୱକପ୍ ପାଇଁ ଟିମ ଇଣ୍ଡିଅାର ନୂଅା ଜର୍ସି ଉନ୍ମୋଚିତ
ତେଲ ବୃଦ୍ଧି ପ୍ରତିବାଦରେ ବିଜେଡିର ଆନ୍ଦୋଳନକୁ ନିନ୍ଦା କଲେ ଧର୍ମେନ୍ଦ୍ର
ରାଜଧାନୀରୁ ପୁଣି ବ୍ରାଉନ୍ସୁଗାର ଜବତ
ଘାଟି ତଳକୁ ଖସିଲା ବସ୍; ୫ମୃତ, ୨୧ ଆହତ
ଜଳବନ୍ଦୀରୁ ମୁକ୍ତ ହେବେ ପୁରୀ ସୁଜାତାନଗର ବାସିନ୍ଦା; ରଥଯାତ୍ରା ସମୟରୁ ଅଛନ୍ତି ଜଳବନ୍ଦୀ
ଗ୍ୟାସ୍ ସିଲିଣ୍ଡରୁ ନିଆଁ ଲାଗି ଜଳିଗଲେ ମାଆ, ଝିଅ
ସ୍କୁଲ୍ ପିଲାଙ୍କୁ ଧକ୍କା ଦେଲା ବସ୍; ୨ ଗୁରୁତର
ଆଜିର ଅନୁଚିନ୍ତା: ଭୁଲ ବୁଝିଲା ବେଳକୁ ନେଡ଼ିଗୁଡ଼ କହୁଣୀକୁ ବୋହିଗଲାଣି, ଏ ପାପର ପ୍ରାୟଶ୍ଚିତ କାହିଁ ?
First
Prev
960
961
962
963
964
965
966
967
968
969
970
Next
Last
© 2022 - Odisha Television Limited. All Rights Reserved.