ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Posts by
ରାସ୍ତା ମଝିରେ ନିଶା ଚୁର୍ ଦୁଇ ବଙ୍ଗୀୟ ଯୁବତୀଙ୍କ ଏ କି କାଣ୍ଡ !
ନନ୍ଦନକାନନରେ ହାତୀ ମୃତ୍ୟୁ ଘଟଣାରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା
ଡ୍ରଗ୍ସ ମାଫିଆ ସହ ପୁଲିସ୍ ବାବୁଙ୍କ ଲିଙ୍କ୍
ଟ୍ରାଫିକ୍ ନିୟମ କୋହଳ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କଲେ ମାନବାଧିକାର କମିଶନ
ଗାଡ଼ିରେ କଣ୍ଡୋମ୍ ନ ରଖିଲେ ଦେବେ ଫାଇନ୍ ! କିନ୍ତୁ କାହିଁକି ଜାଣନ୍ତୁ
ଭୁବନେଶ୍ୱର-ବ୍ୟାଙ୍କକ୍ ଏୟାର ଏସିଆ ବିମାନ ଉଡ଼ାଣ ବନ୍ଦ ହେବ !
କଟକ BSNL ଅଫିସ୍ରେ ଅଗ୍ନିକାଣ୍ଡ
ଦକ୍ଷିଣପୂର୍ବ ରେଲୱେର ନୂଆ ମହାପ୍ରବନ୍ଧକ ଭାବେ ଓଡ଼ିଆ ଅଫିସର ସଞ୍ଜୟ କୁମାର ମହାନ୍ତି ନିଯୁକ୍ତ। କ୍ୟାବିନେଟ କମିଟିର ଅନୁମୋଦନ ପରେ ତାଙ୍କ ନା ଘୋଷଣା, ୧୯୮୫ ମସିହା ଆଇଆରଟିସି ବ୍ୟାଚର ସଞ୍ଜୟ ପୂର୍ବରୁ ଦକ୍ଷିଣ ପୂର୍ବ ରେଳବାଇର ପ୍ରିନ୍ସିପାଲ ଏଗ୍ଜିକ୍ୟୁଟିଭ୍ ଡାଇରେକ୍ଟର ଭାବେ କାର୍ଯ୍ୟ କରିଥିଲେ
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହରପିସ୍ ଭୂତାଣୁ ଭୟ
ଓଡ଼ିଶା ଆସୁଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ମୁଖ୍ୟ କେ. ଶିବନ୍, ଭୁବନେଶ୍ୱର IITର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ
କଟକ: ବଜ୍ରକବାଟୀ ରୋଡ୍ BSNL ଅଫିସରେ ଅଗ୍ନିକାଣ୍ଡ; ନିଆଁ ଲାଗିବା ଯୋଗୁ କଟକରେ BSNL ସେବା ଠପ୍
ଗୁଗଲ୍ରେ କେବଳ ଇଂରାଜୀ ନୁହେଁ ଓଡ଼ିଆରେ ଲେଖି ସର୍ଚ୍ଚ କରିହେବ ତଥ୍ୟ
ତିଗିରିଆ ବାଘ ମୃତ୍ୟୁ ଘଟଣାରେ ୨ ନିଲମ୍ବିତ
ଭୁବନେଶ୍ୱରରୁ ବ୍ୟାଙ୍କକ୍ ବିମାନ ଉଡ଼ାଣ ସାମୟିକ ବନ୍ଦ; ଉଡ଼ାଣ ବନ୍ଦ ନେଇ ବିଧିବଦ୍ଧ ଚିଠି କଲେ ଏୟାର ଏସିଆ କର୍ତ୍ତୃପକ୍ଷ
କମିଲା କର୍ପୋରେଟ୍ ଟ୍ୟାକ୍ସ; କର୍ପୋରେଟ୍ ଟ୍ୟାକ୍ସ କମିବା ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ପରେ ସେନ୍ସେକ୍ସ ବଢ଼ିଲା। ମାତ୍ର ୨୦ ମିନିଟ୍ ମଧ୍ୟରେ ସେନ୍ସେକ୍ସ ୧୬୦୦ ପଏଣ୍ଟ ବୃଦ୍ଧି
କମିଲା କର୍ପୋରେଟ୍ ଟ୍ୟାକ୍ସ; ନୂଆ ଘରୋଇ କମ୍ପାନୀକୁ ଆକୃଷ୍ଟ କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରତିଶ୍ରୁତି,୧୯-୨୦ ଆର୍ଥିକ ବର୍ଷରୁ ଘରୋଇ କମ୍ପାନୀ ୨୨% ଟ୍ୟାକ୍ସ ଦେବେ। ୨୨% ଟିକସ ଦେଉଥିବା କମ୍ପାନୀକୁ ଅନ୍ୟ ଟିକସ ଛାଡ଼ ସୁବିଧା ମିଳିବନି।
କମିଲା କର୍ପୋରେଟ୍ ଟ୍ୟାକ୍ସ; କର୍ପୋରେଟ୍ ଟ୍ୟାକ୍ସ କମିବା ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା, ମିନିମମ୍ ଅଲଟର୍ନେଟିଭ୍ ଟ୍ୟାକ୍ସ (MAT) ୧୮.୫%ରୁ ୧୫% କୁ ହ୍ରାସ, ସର୍ଚାର୍ଜ ଓ ସେସ୍ ସହ ମିଶି କମ୍ପାନୀଗୁଡ଼ିକ ୨୫.୧୭% ଟିକସ ଦେବେ
ବିଧାୟକଙ୍କୁ ନ ଡାକିବାରୁ ଡିସିପିଙ୍କ ନାଁରେ ଏତଲା
ବାଙ୍କୀ: ବାରଙ୍ଗ ଥାନା ପଞ୍ଚୁପାଲ ରାସ୍ତାରେ ଯୁବକଙ୍କୁ ହତ୍ୟା ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍: ସନ୍ଦିଗ୍ଧକୁ ଘଟଣାସ୍ଥଳ ନେଇ ଛାନଭିନ୍ କରୁଛି ପୁଲିସ୍
ବଲାଙ୍ଗିର: ଭିଜିଲାନ୍ସ ଜାଲରେ ବଲାଙ୍ଗିର ଅବକାରୀ ବିଭାଗର ମୁଖ୍ୟ କିରାଣି ତ୍ରିନାଥ ସେଠ ; ତାଙ୍କ ଘର ଓ ଅଫିସ୍ରେ ଚଢ଼ାଉ; ତ୍ରିନାଥଙ୍କ ସ୍ତ୍ରୀ ୱେସ୍କୋ ଜୁନିଅର ଆକାଉଣ୍ଟାଣ୍ଟ ସୀତାରାଣୀ ସେଠଙ୍କ ଘରେ ମଧ୍ୟ ଭିଜିଲାନ୍ସ ରେଡ୍
First
Prev
248
249
250
251
252
253
254
255
256
257
258
Next
Last
© 2022 - Odisha Television Limited. All Rights Reserved.