ସାପ୍ତାହିକ ରାଶିଫଳ: ୭ ନଭେମ୍ବରରୁ ୧୩ ନଭେମ୍ବର, ଜମିଜମା କିଣିବାର ସୁଯୋଗ ରହିଛି

ଏହି ସପ୍ତାହରେ ଜମିଜମା କିଣିବାର ସୁଯୋଗ ରହିଛି ,ବ୍ୟବସାୟରେ ଲାଭବାନ୍ ହେବେ, ବିଦ୍ୟାର୍ଥୀ ମାନେ ପଢାପଢିରେ ଓ ପରିକ୍ଷାରେ କୃତକାର୍ଯ୍ୟ ହେବେ ।

Aries

ମେଷ

Monday 07 Nov 2022

ଚାକିରିରେ ପ୍ରାଧାନ୍ୟ ବଜାୟ ରହିବ । । ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ଅଭିଳାଷା ପୂରଣ ହେବ । ଜମିଜମା କିଣିବାର ସୁଯୋଗ ରହିଛି । ବନ୍ଧୁଙ୍କ ସହିତ କଳହ ଓ ମତାନ୍ତର ସୃଷ୍ଟି ହେବ । ଅଳ୍ପ ପରିଶ୍ରମ କରି ଅଧିକ ଧନ ପାଇବାର ଆଶା ଦେଖାଦେବ । ବିଦ୍ୟାର୍ଥୀ ମାନଙ୍କୁ ପଢାରେ ସମ୍ମାନ ମିଳିବା ସହିତ ବିଦେଶା ଗତ ହେବାର ସୁଯୋଗ ରହିଛି ।

ପ୍ରତିକାର - ଲାଲ ରଙ୍ଗର ଗାଇର ଖୁରାକୁ ଛୁଇଁ ପ୍ରଣାମ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :