ସାପ୍ତାହିକ ରାଶିଫଳ: ୮ ମେ ରୁ ୧୪ ମେ ୨୦୨୩: ଏହି ସପ୍ତାହରେ ଅଚାନକ ଆୟ ବୃଦ୍ଧି ହେବ,ଜମି କ୍ରୟ କରିବାର ଯୋଗ ରହିଛି

ଏହି ସପ୍ତାହରେ ଅଚାନକ ଆୟ ବୃଦ୍ଧି ହେବ, ଜାଗା, ଜମି ଆଦି କ୍ରୟ କରିବାର ଯୋଗ ରହିଛି । ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ୍ ହେବେ । ଏହି ସପ୍ତାହରେ ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଉଚ୍ଚଶିକ୍ଷାରେ ଶ୍ରେଷ୍ଠସ୍ଥାନ ଲାଭ କରିବେ ।

Aries

ମେଷ

Monday 08 May 2023

ପରିବାରରେ ଶୁଭକାର୍ଯ୍ୟ ଅନୁଷ୍ଟିତ ହେବ । ଗୁହକୁ ସମ୍ପର୍କୀୟ ମାନଙ୍କର ଆଗମନ ହେବ । ଆର୍ଥିକ ସମସ୍ୟା ନିଶ୍ଚିନ୍ତ ରୂପେ ସମାଧାନ ହୋଇଯିବ । ବିଦେଶ ଯାତ୍ରା ଫଳରେ ବିଶେଷ ଲାଭବାନ୍ ହେବେ । ସମାଜ କଲ୍ୟାଣ , ଧର୍ମାନୁଷ୍ଠାନରେ , ମନ୍ଦିର ମାନଙ୍କରେ ଯୋଗଦାନ କରି ପ୍ରଶଂସିତ ହେବେ । ଭାଗ୍ୟର ପରିବର୍ତନ ହେବା ସହିତ ଉନ୍ନତି ପଥରେ ଅଗ୍ରସର ହେବେ

ପ୍ରତିକାର- “ଓଁ ହୂଂ ଶ୍ରୀଂ ମଙ୍ଗଳାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :