Daily Horoscope 4th August 2024: ଏହି ରାଶିର ବ୍ୟକ୍ତି ଶାରୀରିକ ପିଡ଼ା ଭୋଗ କରି ପାରନ୍ତି...

ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୦୪ ତାରିଖ ରବିବାର । ଚନ୍ଦ୍ର- କର୍କଟ ଅହୋରାତ୍ର ।ତିଥି- ଅମାବାସ୍ୟା ଦିବା ୦୪.୪୨। ଗତେ ପ୍ରତିପଦ । ଘାତଚନ୍ଦ୍ର- ନାସ୍ତି । ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

Aries

ମେଷ

Sunday 04 Aug 2024

ଜୀବନ ସାଥୀଙ୍କ ସହିତ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହୋଇଯିବ । କୌଣସି କାମ କରିବା ପୂର୍ବରୁ ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ନିଅନ୍ତୁ । ରାଜନୀତି କାର୍ଯ୍ୟରେ ସଫଳତା ମିଳିବ । ନୂତନ ବନ୍ଧୁଙ୍କୁ ପାଇ ଖୁସି ହେବେ । ଦୂର ଯାତ୍ରାରେ ସଫଳ ହେବେ ।

ପ୍ରତିକାର - ଧାର୍ମିକ ସ୍ଥାନରେ କଳା ସୋରିଷ ତେଲ ଦାନ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :