ଆଜିକାଲି ଓଜନ ବଢ଼ିବା ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଗଲାଣି। ଓଜନ କମାଇବାକୁ କିଏ ଜିମ୍ର ସାହାରା ନେଉଛି ତ ଆଉ କିଏ ଜୀବନ ଶୈଳୀରେ ପରିବର୍ତ୍ତନ ଆଣି ଓଜନ କମାଇବାକୁ ଚେଷ୍ଟା କରୁଛନ୍ତି। ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ କହିବୁ ଯାହା ଆପଣ ସହଜରେ କରିପାରିବେ।
Author: Sonali Kabi | Credit: Canva
ପ୍ରତିଦିନ ଚାଲିବା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ତେଣୁ ପ୍ରତିଦିନ କିଛି ସମୟ ଫିକ୍ସ କରି ଚାଲିବା ନିହାତି ଆବଶ୍ୟକ।
Author: Sonali Kabi | Credit: Canva
ଦୈନିକ କିଛି ଶାରୀରିକ ପରିଶ୍ରମ ମଧ୍ୟ କରିପାରିବେ ।
Author: Sonali Kabi | Credit: Canva
ଶରୀରର ଓଜନ କମାଇବା ପାଇଁ ହାଇଡ୍ରେସନ୍ ରହିବା ହେଉଛି ମୂଳ ମନ୍ତ୍ର । ଅତି କମରେ ପ୍ରତିଦିନ ତିନି ଲିଟର ପାଣି ପିଇବା ଦ୍ବାରା ଶରୀରକୁ ହାଇଡ୍ରେଟ୍ ଓ ସୁସ୍ଥ ରହିବାକୁ ସାହାଯ୍ୟ କରେ ।
Author: Sonali Kabi | Credit: Canva
ପ୍ରତ୍ୟେକ ଭୋଜନରେ ଅତି କମରେ ୨୫ରୁ ୩୦ ଗ୍ରାମ ପ୍ରୋଟିନ୍ ଖାଆନ୍ତୁ । ସ୍ନାକ୍ସରେ ମଧ୍ୟ ୫ରୁ ୧୦ ଗ୍ରାମ ପ୍ରୋଟିନ୍ ଖାଆନ୍ତୁ । ଦୈନିକ ପ୍ରୋଟିନ୍ ଖାଇବା ଓଜନ କମାଇବାରେ ସାହାଯ୍ୟ କରେ।
Author: Sonali Kabi | Credit: Canva
ରାତିରେ ଶୋଇବା ପୂର୍ବରୁ କାଲି କ’ଣ ଖାଇବେ ତାହା ପ୍ରସ୍ତୁତ କରି ରଖନ୍ତୁ । ଏହା ଦ୍ୱାରା ଆପଣ ସଠିକ୍ ଖାଦ୍ୟ ଖାଇପାରିବେ।
Author: Sonali Kabi | Credit: Canva
ରାତିରେ ହେଉ କିମ୍ବା ସ୍ନାକ୍ସ ଖାଇବା ସମୟରେ କିଛି ମିଠା ଖାଆନ୍ତୁ । ଏହା ଆପଣଙ୍କ ଅଧିକ ଖାଇବାର ଇଚ୍ଛାକୁ ରୋକିବାରେ ସାହାଯ୍ୟ କରିବ ।
Author: Sonali Kabi | Credit: Canva
ନିୟମିତ ବ୍ୟବଧାନରେ ଆପଣ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ
Author: Sonali Kabi | Credit: Canva
ଲୁଣ ଖାଇବା କମାଇ ଦିଅନ୍ତୁ...
Author: Sonali Kabi | Credit: Canva
ତରତର ନହୋଇ ଧିରେ ଧିରେ ଖାଆନ୍ତୁ
Author: Sonali Kabi | Credit: Canva
ବିଶେଷ କରି ଅଧିକ ଫାଇବର ଓ କମ୍ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଆନ୍ତୁ। ଏହା ଓଜନ କମାଇବାରେ ସାହାଯ୍ୟ କରିବ