ପିସିସି ମୁଖ୍ୟ ଭକ୍ତ ଦାସଙ୍କ ସର୍ବକ୍ଷମା ଆହ୍ବାନ ପରେ ଚଳଚଞ୍ଚଳ ରାଜନୀତି। ସୁରଙ୍କ ଘର ୱାପସୀ।
OTV Logo

ପିସିସି ମୁଖ୍ୟ ଭକ୍ତ ଦାସଙ୍କ ସର୍ବକ୍ଷମା ଆହ୍ବାନ ପରେ ଚଳଚଞ୍ଚଳ ରାଜନୀତି। ସୁରଙ୍କ ଘର ୱାପସୀ।

Author: Sujit kumar Swain | Credit: OTV

କଂଗ୍ରେସ ଭବନରେ ସୁରେଶ ରାଉତରାୟ । ସମସ୍ତଙ୍କ ଉପରୁ ନିଲମ୍ବନ ଉଠିବା ପରେ ଆଜି କଂଗ୍ରେସ ଭବନ ଆସିଥିଲେ ବରିଷ୍ଠ ନେତା ସୁ
OTV Logo

କଂଗ୍ରେସ ଭବନରେ ସୁରେଶ ରାଉତରାୟ । ସମସ୍ତଙ୍କ ଉପରୁ ନିଲମ୍ବନ ଉଠିବା ପରେ ଆଜି କଂଗ୍ରେସ ଭବନ ଆସିଥିଲେ ବରିଷ୍ଠ ନେତା ସୁରେଶ ରାଉତରାୟ ।

Author: Sujit kumar Swain | Credit: OTV

ବଡ ପୁଅ ସିଦ୍ଧାର୍ଥ ରାଉତରାୟ ଏବଂ ସମର୍ଥକଙ୍କ ସହ କଂଗ୍ରେସ ଭବନ ଆସିଥିଲେ। ନଡିଆ ଭାଙ୍ଗି, ମୁଣ୍ଡିଆ ମାରି ସେ କଂଗ୍ରେସ
OTV Logo

ବଡ ପୁଅ ସିଦ୍ଧାର୍ଥ ରାଉତରାୟ ଏବଂ ସମର୍ଥକଙ୍କ ସହ କଂଗ୍ରେସ ଭବନ ଆସିଥିଲେ। ନଡିଆ ଭାଙ୍ଗି, ମୁଣ୍ଡିଆ ମାରି ସେ କଂଗ୍ରେସ ଭବନରେ ପ୍ରବେଶ କରିଥିବା ବେଳେ, ଖୁସିବ୍ୟକ୍ତ କରିଛନ୍ତି ସୁର।

Author: Sujit kumar Swain | Credit: OTV

ସେ କହିଛନ୍ତି, ୯ ମାସ ବହୁତ ଯନ୍ତ୍ରଣାରେ ଥିଲି। କିଛି କୁଚକ୍ରୀ ମୋତେ ଷଡ଼ଯନ୍ତ୍ର କରି ନିଲମ୍ବନ କରିଥିଲେ, ତେବେ ଆଜି ମୋ

ସେ କହିଛନ୍ତି, ୯ ମାସ ବହୁତ ଯନ୍ତ୍ରଣାରେ ଥିଲି। କିଛି କୁଚକ୍ରୀ ମୋତେ ଷଡ଼ଯନ୍ତ୍ର କରି ନିଲମ୍ବନ କରିଥିଲେ, ତେବେ ଆଜି ମୋ ମନ୍ଦିରକୁ ଫେରିଲି ବୋଲି ସୁର କହିଛନ୍ତି ।