ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
Author: Sujit kumar Swain | Credit: OTV
ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି ମୋଦି
Author: Sujit kumar Swain | Credit: OTV
ମନ୍ତ୍ର ଉଚ୍ଚାରଣରେ ସଙ୍ଗମ ଘାଟ ପ୍ରକମ୍ପିତ ହୋଇଛି
Author: Sujit kumar Swain | Credit: OTV
ପ୍ରୟାଗରାଜରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ବୋଟରେ ଯାତ୍ରା କରିଥିଲେ
Author: Sujit kumar Swain | Credit: OTV
ପବିତ୍ର ବୁଡ଼ ପରେ ପୂଜାର୍ଚ୍ଚନା କରିଥିଲେ
Author: Sujit kumar Swain | Credit: OTV
ଘାଟରେ ଆଳତି କରିବା ସହ ପୂଜାର୍ଚ୍ଚନା କରିଥିଲେ ପ୍ରଧାନମନ୍ତ୍ରୀ