Advertisment

ଆସନ୍ତା ୪,୫ ଦିନ ଯାଏ ହୋଇପାରେ ବର୍ଷା ସହ ମେଘୁଆ ପାଗ

ଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ୧୭୬ ମି.ମି., ବେଲଗୁଣ୍ଠାରେ ୧୨୩.୩ ମି.ମି.,ଭଞ୍ଜନଗର ଓ ଦିଗପହଣ୍ଡିରେ ୧୧୯ ମି.ମି., ପୁରୀରେ ୧୨୪ ମି.ମି. ବର୍ଷା ରେକର୍ଡ କରାଯାଇଛି।

author-image
Otv Khabar Bureau

ଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି।  ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ୧୭୬ ମି.ମି., ବେଲଗୁଣ୍ଠାରେ ୧୨୩.୩ ମି.ମି.,ଭଞ୍ଜନଗର ଓ ଦିଗପହଣ୍ଡିରେ ୧୧୯ ମି.ମି., ପୁରୀରେ ୧୨୪ ମି.ମି. ବର୍ଷା ରେକର୍ଡ କରାଯାଇଛି। 

Advertisment
Heavy Rainfall Rainfall Alert Heavy Rainfall In Odisha Warning
Advertisment
Advertisment