ବର ଦାଣ୍ଡରେ ଉଡିଲା ଲଙ୍କା ଗୁଣ୍ଡ । ଛଟପଟ ହେଲେ ପୂରା ବର ପରିବାର । ଖାଲି ବର ପରିବାର ନୁହେଁ ବନ୍ଧୁ ବାନ୍ଧବ ମଧ୍ୟ ଯନ୍ତ୍ରଣାରେ ହେଲେ ଆଉଟୁପାଉଟୁ । ପରେ ସମୟର ସୁଯୋଗ ଦେଖି କନ୍ୟାକୁ ଅପହରଣ କରିବାକୁ କରାଗଲା ଉଦ୍ୟମ ।
Published By: Swadesi Megha Mallhar Prusty
Last updated: 24 April 2024, 11:28 AM IST
ଅନ୍ୟଜଣେ ୟୁଜର କହିଛନ୍ତି, ଠିକ୍ ଅଛି। ଏପରି ପ୍ରସ୍ତାବ ପାଇବାକୁ ହେଲେ କିଛି ତ ଦେବାକୁ ହେବ। ଏହା ବଡ ମାଛ ଧରିବା ପାଇଁ ଦାନା। ଏମିତି ବି ମଧ୍ୟସ୍ଥି ବିବାହ ଖର୍ଚ୍ଚର ୧ କିମ୍ୱା ୨ପ୍ରତିଶତ ନେଇଥାଆନ୍ତି। କୋଟିଏ ଟଙ୍କାର ବିବାହ ହେଲେ ମଧ୍ୟସ୍ଥି ୧ କିମ୍ୱା ୨ଲକ୍ଷ ଟଙ୍କା ପାଇଥାଏ।