ୱେଟିଂ ପାଇଁ ନୋ ଟେନ୍ସନ୍ । ଟ୍ରେନ୍ ଟିକେଟ୍ ନେଇ ଆଉ ରହିବନି ଝାମେଲା । ଏଣିକି ସବୁ ଟିକେଟ୍ ହେବ କନଫର୍ମ । ଟ୍ରେନ୍ ଯାତ୍ରୀଙ୍କ ପାଇଁ ଏଭଳି ଏକ ଖୁସି ଖବର ଆଣୁଛି ଭାରତୀୟ ରେଳବାଇ । ଏ ସମ୍ପର୍କରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।
Published By: Sonali Ojha
Last updated: 25 April 2024, 12:10 PM IST
ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୧,୭୨୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୫,୭୪୦ ଟଙ୍କା ରହିଛି ।