Advertisment

ବାପା ପାଇଲଟ୍, ଝିଅ ଯାତ୍ରୀ

ଯେଉଁ ଫ୍ଲାଇଟରେ ବାପା ପାଇଲଟ୍, ସେହି ଫ୍ଲାଇଟରେ କୁନି ଝିଅ ଯାତ୍ରୀ.. ଉଡ଼ାଜାହାଜରେ ଝିଅଟି ପାଇଲଟ ବାପାଙ୍କୁ ଦେଖିବା ପରେ କେତେ ଖୁସି ହେଇଯାଇଛି ଦେଖନ୍ତୁ

author-image
Otv Khabar Bureau

ଯେଉଁ ଫ୍ଲାଇଟରେ ବାପା ପାଇଲଟ୍, ସେହି ଫ୍ଲାଇଟରେ କୁନି ଝିଅ ଯାତ୍ରୀ । ନିଜ ବାପା କୁ ପାଇଲଟ ଭାବରେ ଦେଖି ଖୁସି ହେଉହି କୁନି ଝିଅ । ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Advertisment
Excited Little Girl Father As A Pilot
Advertisment
Advertisment