Advertisment

ଏଇ ମାସରେ ଆମାଜନ୍‌ ଓ ଫ୍ଲିପକାର୍ଟରେ ମିଳିବ ସ୍ପେଶାଲ୍ ଅଫର୍‌ , ଜାଣନ୍ତୁ କେବେ ଓ କେତେ ଦିନ ?

ଆଗକୁ ପୂଜା। ଆରମ୍ଭ ହୋଇଯାଉଛି ପର୍ବାଣର ମାହୋଲ। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଚମତ୍କାର ଅଫର ନେଇ ଆସୁଛନ୍ତି ଆମାଜନ୍ ଏବଂ ଫ୍ଲିପକାର୍ଟ। ମନପସନ୍ଦର ଜିନିଷ ଉପରେ ଦେବେ ଭରପୂର ରିହାତି।

author-image
Otv Khabar Bureau

ଆଗକୁ ପୂଜା। ଆରମ୍ଭ ହୋଇଯାଉଛି ପର୍ବାଣର ମାହୋଲ। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଚମତ୍କାର ଅଫର ନେଇ ଆସୁଛନ୍ତି ଆମାଜନ୍ ଏବଂ ଫ୍ଲିପକାର୍ଟ। ମନପସନ୍ଦର ଜିନିଷ ଉପରେ ଦେବେ ଭରପୂର ରିହାତି। ଆସନ୍ତା ୩ ତାରିଖରୁ ପାର୍ବଣ ସେଲ୍‌ ଲଗାଇବାକୁ ଯାଉଛି ଆମାଜନ୍‌। ତେବେ ଆମାଜନର ଅଫର ଦିନ ଅର୍ଥାତ ୩ ତାରିଖରେ ଫ୍ଲିପକାର୍ଟ ବି ଆରମ୍ଭ କରିବାକୁ ଯାଉଛି ମେଗା ସେଲ। ଯେଉଁଥିରେ ଗ୍ରାହକ ନିଜ ମନ ପସନ୍ଦର ଜିନିଷ ରିହାତି ଦରରେ ପାଇ ପାରିବେ

Advertisment
Flipkart Amazon
Advertisment
Advertisment