Published By: Pallipuspa Samal
Last updated: 29 April 2024, 12:00 PM IST
ଖାଲି ଯିଏ ସୁଖ ସ୍ୱଚ୍ଛନ୍ଦରେ ଅଛି, ସେ ଯେ ଭଲ ପାଠ ପଢ଼ିବ ଆଉ ଗରୀବ ଘରର ପୁଅ ଝିଅ ପାଠ ପଢ଼ିବାରୁ ବଞ୍ଚିତ ହେବ ତାହା ନୁହେଁ । ଜଣେ ଗୁପଚୁପ୍ବିକାଳି ଝିଅ ହେଉଛନ୍ତି CBSE ଦଶମ ପରୀକ୍ଷାରେ ଟପ୍ପର । ୯୬% ମାର୍କ ରଖି ଚର୍ଚ୍ଚାକୁ ଆସିଛନ୍ତି ।