Advertisment

କ୍ୟାନସରରେ ଆକ୍ରାନ୍ତ ସ୍ୱାମୀ....ଶଙ୍ଖା ସିନ୍ଦୂରକୁ ରକ୍ଷା କର, ମତେ ଟିକିଏ ସାହା ହୁଅ

କ୍ୟାନସରରେ ଆକ୍ରାନ୍ତ ସ୍ୱାମୀ। ସାହାଯ୍ୟ ମାଗୁଛନ୍ତି ସ୍ତ୍ରୀ....ଶଙ୍ଖା, ସିନ୍ଦୂରକୁ ବଂଚାଇ ରଖିବା ପାଇଁ କରୁଛନ୍ତି ସଂଘର୍ଷ, ଦେଖନ୍ତୁ ଏହି ହୃଦୟବିଦାରକ କାହାଣୀ

author-image
Otv Khabar Bureau
ଅଦ୍ୟତନ ହୋଇଛି

ସ୍ୱାମୀଙ୍କୁ କ୍ୟାନ୍‌ସର, ବଞ୍ଚାଇବା ପାଇଁ ଗୁହାରୀ କରୁଛନ୍ତି ସ୍ତ୍ରୀ । କ୍ୟାନ୍‌ସର ରୋଗ ପାଇଁ ପୁରା ପରିବାର କଲବଲ ହେଉଛି ଘରେ ଚୁଲି ବି ଜଳୁନାହିଁ । ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁନାହିଁ । ଘର କୋଣରେ ପଡି ପଡି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବିଞ୍ଝାରପୁର ବ୍ଲକ ଚିକଣା ପଞ୍ଚାୟତର ଚାନ୍ଦମଣି ଜେନା । 

Advertisment
Jajpur Woman Cancer Treatment Husband
Advertisment
Advertisment