ଗାଁର ଘରେ ଘରେ ପାଣି ଟ୍ୟାପ ଲାଗିଛି। ଟାଙ୍କି ବି ବସିଛି । ପଞ୍ଚାୟତକୁ ହଜାର ହଜାର ଟଙ୍କାର ଇଲେକ୍ଟ୍ରି ବିଲର ରସିଦ ବି ଆସୁଛି । ହେଲେ ଟ୍ୟାପ ଲାଗିବା ଦିନରୁ ମୁନ୍ଦାଏ ପାଣିର ଦେଖାନାହିଁ ।
Published: Pallipuspa Samal
Last updated: 31 March 2023, 01:38 PM IST
କ୍ରାଇମବ୍ରାଞ୍ଚ ଡିଜିପି କହିଛନ୍ତି ଯେ,ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସମସ୍ତ ଖେଳାଳି ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଜିତିବା ହାରିବା ବଡ଼ ନୁହେଁ । ଜଣେ କ୍ରୀଡ଼ାବିତ ହେବାର ଲକ୍ଷ୍ୟ ରହିବା ଆବଶ୍ୟକ । ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଓଡ଼ିଶା ପୋଲିସ ଅନେକ କୃତିତ୍ବ ଅର୍ଜନ କରିଛି ।