Special Story | Unavailability Of Roof Over Head Forces Keonjhar Family To Live Under Tent
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
Special Story | Unavailability Of Roof Over Head Forces Keonjhar Family To Live Under Tent
ଜରିପାଲ ତଳେ ୫ ପ୍ରାଣୀ କୁଟୁମ୍ବ, ବିଜେଡ଼ି କହୁଛି ଆମେ ନମ୍ବର ୱାନ୍ । ଆମ ସରକାର କାଳେ ସବୁଥିରେ ନମ୍ବର ୱାନ୍ । ଯୋଜନା କରିବାରେ ନମ୍ବର ୱାନ୍, ନିୟମ କରିବାରେ ନମ୍ବର ୱାନ୍, ନିୟମ ଭାଙ୍ଗିବାରେ ବି ନମ୍ବର ୱାନ୍ । ଏଠି ୨୧ ବର୍ଷର ସ୍ଥିର ସରକାରରେ ଜଣେ ନାଗରିକ କେମିତି ଜରିପାଲ ତଳେ ଜୀବନ କାଟୁଛି, ଆଉ ଏ ସରକାରକୁ ନିନ୍ଦୁଛି ଦେଖନ୍ତୁ ।