Special Story | Ravenshaw Student Provides Free Tuition To Needy Students From His Stipend
ସେ ରେଭେନ୍ସା କଲେଜରେ ଏମ୍.ଫିଲ୍ କରୁଛନ୍ତି। ଏବେବି ନିଜେ ଚାକିରି ବାକିରି କରିନାହାଁନ୍ତି। କିନ୍ତୁ ଗାଁ ପାଇଁ ସ୍ୱପ୍ନ ଦେଖିବା ଛାଡ଼ି ନାହାଁନ୍ତି। ସ୍କୁଲ ବନ୍ଦ ଥିବାରୁ ଗାଁ ପିଲାଙ୍କୁ ସକାଳେ ଓ ରାତିରେ ମାଗଣାରେ ପଢ଼ାଉଛନ୍ତି। ଆଉ ନିଜ ଛାତ୍ରବୃତ୍ତି ଟଙ୍କା ଖର୍ଚ୍ଚ କରି ପିଲାଙ୍କୁ କିଣି ଦେଉଛନ୍ତି ଖାତା, ବହି, କଲମ ପେନସିଲ୍। ଆସନ୍ତୁ ଭେଟିବା ବଣ ପାହାଡ଼ ଘେରା କନ୍ଧମାଳ ଜିଲ୍ଲାର ଏହି ଆଦର୍ଶ ଯୁବକ ରାଜେଶଙ୍କୁ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)