mahalaxmi
ଆଜି ହେରା ପଞ୍ଚମୀ । ରଥଯାତ୍ରାରେ ମହାଲକ୍ଷ୍ମୀଙ୍କୁ ମହାପ୍ରଭୁ ଆଣିନଥିବାରୁ ଅଭିମାନିନୀ ମହାଲକ୍ଷ୍ମୀ, ଗୁଣ୍ଡିଚା ମନ୍ଦିରକୁ ଆସିବେ। ସିଂହଦ୍ୱାର ଦେଇ ମହାଲକ୍ଷ୍ମୀଙ୍କ ବିମାନ ଜୟ ବିଜୟ ଦ୍ୱାରରେ ପହଞ୍ଚିଲା ପରେ ମହାଲକ୍ଷ୍ମୀ ଓ ମହାପ୍ରଭୁଙ୍କ ଅପୂର୍ବ ମିଳିବ ଘଟିବ । ଏହା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପ୍ରଦାନ କରାଯିବା ପରେ ପରେ ମହାଲକ୍ଷ୍ମୀ ନାକଚଣା ଦୁଆର ବାଟେ ପ୍ରସ୍ଥାନ କରିଥାନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
/odishatv-khabar/media/member_avatars/uploadimage/library/16_9/16_9_1/Sarbeswar_1626676113.jpg )

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)