Largest Sand Chariot
ପୁରୀ ବେଳାଭୂମୀରେ ତିଆରି ହୋଇଛି ବାଲି ରଥ । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲିରେ ନନ୍ଦିଘୋଷ ରଥ ଓ ମହାପ୍ରଭୁଙ୍କୁ ନିର୍ମାଣ କରିଛନ୍ତି । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବିଶ୍ୱର ସବୁଠୁ ବଡ଼ ବାଲୁକାରାଶିର ରଥ ନିର୍ମାଣ କରିଛନ୍ତି ,ଯାହାର ଉଚ୍ଚତା ରହିଛି ୪୩ ଫୁଟ୍ ୨ ଇଞ୍ଚ୍ । ଏହି ବାଲୁକା ରଥକୁ ତିଆରି କରିବା ପାଇଁ ପ୍ରାୟ ୮ ଘଣ୍ଟା ସମୟ ଲାଗିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)